SSC ରେ ଖାଲିପଡିଛି ୯୬୮ ଜେଇ ପଦବୀ, ତୁରନ୍ତ କରନ୍ତୁ ଆବେଦନ
ଷ୍ଟାଫ ସିଲେକ୍ସନ କମିଶନ(SSC) ରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଜୁନିଅର ଇଂଜିନିୟର ପଦବୀ ପାଇଁ ୯୬୮ ପଦବୀ ଖାଲିପଡିଛି । ଏଥିପାଇଁ ଅଫିସିଆଲ ନୋଟିଫିକେସନ ବାହାରିଛି । ଇଚ୍ଛୁକ ଥିବା ପ୍ରାର୍ଥୀ ତୁରନ୍ତ ଆବେଦନ କରନ୍ତୁ ।
ପଦବୀ ବିବରଣୀ : ୯୬୮
ସିଭିଲ ଇଂଜିନିୟର: ୭୮୮
ଇଲେକ୍ଟ୍ରିକାଲ ଏବଂ ମେକାନିକାଲ : ୩୭
ମେକାନିକାଲ: ୧୫
ଇଲେକ୍ଟ୍ରିକାଲ : ୧୨୮
ଜରୁରୀ ତାରିଖ: ଆବେଦନ କରିବାର ଶେଷ ତାରିଖ ୧୯ ଏପ୍ରିଲ…
Read More...