ପ୍ରଥମ ପର୍ଯ୍ୟାୟ ନିର୍ବାଚନ : କାଲି ୧୬୨୫ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା
ଭୁବନେଶ୍ୱର(କେନ୍ୟୁଜ୍): ଗଣତନ୍ତ୍ର ମହାପର୍ବର ପ୍ରଥମ ପର୍ଯ୍ୟାୟ । ୧୮ ତମ ଲୋକସଭା ପାଇଁ କାଲି ହେବ ମତଦାନ । ୨୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୦୨ଟି ଲୋକସଭା ଆସନ ପାଇଁ ହେବ ଭୋଟିଂ । ୧୬୨୫ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା । ୧ ଲକ୍ଷ ୮୭ ହଜାର ପୋଲିଂ ବୁଥରେ ମତଦାନ କରିବେ ୧୬ କୋଟି ୬୩ ଲକ୍ଷ ଭୋଟର । ଏଥିରେ ୩୫ ଲକ୍ଷ ୬୭ ହଜାର ପ୍ରଥମ ଥର ମତଦାତା ଭୋଟ ଦେବା ପାଇଁ ପଞ୍ଜିକରଣ କରିଥିବା ବେଳେ ୨୦ରୁ ୨୯ ବର୍ଷ ବୟସ…
Read More...