ଇଂଜିନିୟରିଂ କଲେଜ ହଷ୍ଟେଲରେ ଜଣ୍ଡିସ ଆତଙ୍କ, ୨୮ ଛାତ୍ର ଆକ୍ରାନ୍ତ
କେନ୍ଦୁଝର (କେନ୍ୟୁଜ) : କେନ୍ଦୁଝର ଡିଗ୍ରୀ ଇଂଜିନିୟରିଂ କଲେଜ ହଷ୍ଟେଲରେ ଜଣ୍ଡିସ ଆତଙ୍କ । ଜଣ୍ଡିସରେ ହଷ୍ଟେଲର ୨୮ ଜଣ ଛାତ୍ର ଆକ୍ରାନ୍ତ ଥିବା ଜଣାପଡ଼ିଛି । ହଷ୍ଟେଲରେ ପହଞ୍ଚି ୧୨ ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା କଲା ମେଡିକାଲ ଟିମ୍ । ପାନୀୟ ଜଳର ନମୁନା ସଂଗ୍ରହ କରି ପରିସ୍ଥିତି ଉପରେ ନଜର ରଖାଯାଇଥିବା କହିଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ।
ଗତକାଲି କଲେଜ କର୍ତ୍ତୃପକ୍ଷଙ୍କ ଠାରୁ ଏକ ଛାତ୍ରାବାସର ୨୮ ଜଣ ଛାତ୍ର…
Read More...