ଖୁବ ଶୀଘ୍ର ଆସିପାରେ ବିଜେପି ବିଧାନସଭା ପ୍ରାର୍ଥୀ ତାଲିକା
ଭୁବନେଶ୍ୱର(କେନ୍ୟୁଜ୍) : ଖୁବ ଶୀଘ୍ର ଆସିପାରେ ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା । ନାଁ ଚୂଡାନ୍ତ ପାଇଁ ଦିଲ୍ଲୀ ଯାଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ସଙ୍ଗଠନ ମହାମନ୍ତ୍ରୀ ମାନସ ମହାନ୍ତି । ଆଜି ଦିଲ୍ଲୀରେ କେନ୍ଦ୍ର ନେତୃତ୍ବଙ୍କ ସହ ଆଲୋଚନା କରିବେ । ପ୍ରାର୍ଥୀ ତାଲିବାରେ ଦିଲ୍ଲୀରେ ବାଜିବ ମୋହର । ଏହା ସହ ବାକି ଥିବା ୩ ଲୋକସଭା କ୍ଷେତ୍ର ଯାଜପୁର, କଟକ ଓ କନ୍ଧମାଳ ଟିକେଟକୁ ନେଇ ଆଲୋଚନା ହୋଇପାରେ ।…
Read More...