ଆଜି ବସିବmରଥଯାତ୍ରା ସମନ୍ୱୟ କମିଟି ବୈଠକ: ଶୃଙ୍ଖଳିତ ନୀତି ସହ ବିଭିନ୍ନ ବିଭାଗ ଉପରେ ହେବ ଆଲୋଚନା
ପୁରୀ (କେନ୍ୟୁଜ): ଆସନ୍ତା ରଥଯାତ୍ରା ପାଇଁ ପୁରୀରେ ଆଜି ଅନୁଷ୍ଠିତ ହେବାକୁ ଯାଉଛି ପ୍ରଥମ ପ୍ରସ୍ତୁତି ଓ ସମୀକ୍ଷା ବୈଠକ । ପୂର୍ବାହ୍ନ ୧୧ ଟାରେ ଆରମ୍ଭ ହେବ ବୈଠକ । ପୁରୀ ଟାଉନ ହଲ୍ ପରିସରରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ । ଆସନ୍ତା ଜୁଲାଇ ୭ ତାରିଖରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ବିଭିନ୍ନ ବିଭାଗର ପ୍ରସ୍ତୁତି ନେଇ ସମୀକ୍ଷା କରାଯିବ । ବିଶେଷ କରି ରଥନିର୍ମାଣ…
Read More...