ଭଦ୍ରକରେ ମାତିଲା ଦନ୍ତାହାତୀ, ଆମ୍ବ ଗୋଟାଇବାକୁ ଯାଇ ଚାଲିଗଲା ଜୀବନ

ଭଦ୍ରକ(କେନ୍ଯୁଜ୍): ଆଗରପଡା ଥାନା ମହାନ୍ତିପଡା ଅଞ୍ଚଳରେ ହାତି ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ । ବାଡିକୁ ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ ବୃଦ୍ଧ । ମୃତ ବୃଦ୍ଧ ଜଣକ ହେଉଛନ୍ତି ମହାନ୍ତିପଡା ଅଞ୍ଚଳର ପାଗଳ ବେହେରା।

ସୂଚନା ଅନୁଯାୟୀ ପାଗଳ ବେହେରା ବାଡିକୁ ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ସେଠାରେ ତାଙ୍କୁ ଦନ୍ତା ହାତୀ ଆକ୍ରମଣ କରି ମାରି ଫୋପାଡି ଦେଇଛି। ଏହି ଘଟଣା ଜଣା ପଡିବା ପରେ ପାଖ ଅଞ୍ଚଳରେ ଲୋକମାନଙ୍କ ଭିତରେ ଭୟର ବାତାବରଣ ଦେଖାଯାଇଛି।

Leave A Reply

Your email address will not be published.