ମଞ୍ଚ ଉପରେ ବେହୋସ୍ ହୋଇ ପଡ଼ିଗଲେ ନୀତୀନ ଗଡ଼କରୀ, ଦେଉଥିଲେ ନିର୍ବାଚନୀ ଭାଷଣ
ମହାରାଷ୍ଟ୍ରର ୟବତମାଲରେ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ ଭାଷଣ ଦେବା ବେଳେ ହଠାତ୍ ମଞ୍ଚରେ ପଡ଼ିଯାଇଥିଲେ । ମଞ୍ଚରେ ଉପସ୍ଥିତ ଲୋକେ ତୁରନ୍ତ ତାଙ୍କୁ ଉଠାଇ ଚିକିତ୍ସା ପାଇଁ ନେଇଯାଇଥିଲେ । ଗଡ଼କରୀ ୟବତମାଲର ପୁସଦରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବା ପାଇଁ ଯାଇଥିଲେ । ସେଠାରେ ସେ ମଞ୍ଚ ଉପରେ ଭାଷଣ ଦେଉଥିଲେ ।
ମଞ୍ଚ ଉପରେ ଗଡ଼କରୀ ଭାଷଣ ଦେଉଥିବା ବେଳେ ହଠାତ୍ ବେହୋସ୍ ହୋଇ ତଳେ ପଡ଼ିଯାଇଥିଲେ । ତାଙ୍କ ଆଖପାଖରେ…
Read More...