ବିଭ୍ରାନ୍ତିକର ବିଜ୍ଞାପନ ମାମଲା : ସୁପ୍ରିମକୋର୍ଟ ବର୍ଷିବା ପରେ ବାବା ରାମଦେବ ମାଗିଲେ କ୍ଷମା, ଛପାଇଲେ ବଡ କ୍ଷମାପ୍ରାର୍ଥନା
ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ସୁପ୍ରିମକୋର୍ଟ ବର୍ଷିବା ପରେ ପତଞ୍ଜଳି ତରଫରୁ ଆଜି ସମାଦପତ୍ରରେ ନୂଆ କ୍ଷମା ପ୍ରାର୍ଥନା କରିଛନ୍ତି । ପତଞ୍ଜଳି ତରଫରୁ ପ୍ରକାଶିତ କ୍ଷମା ପ୍ରାର୍ଥନା ବିଜ୍ଞାପନର ଆକାରକୁ ନେଇ ସୁପ୍ରିମକୋର୍ଟ ଗତକାଲି ଯୋଗ ଗୁରୁ ବାବା ରାମଦେବ ଓ ପତଞ୍ଜଳି ନିର୍ଦ୍ଦେଶକ ଆଚାର୍ଯ୍ୟ ବାଳକୃଷ୍ଣଙ୍କ ଉପରେ ବର୍ଷିଥିଲେ । ବିଜ୍ଞାପନର ଆକାର ଯେତିକି ବଡ଼ ଥିଲା କ୍ଷମା ପ୍ରାର୍ଥନାର ଆକାର ବି ସେତିକି ବଡ଼ କି ବୋଲି…
Read More...