କରୋନା ଜାଲରେ କରୋନା ଯୋଦ୍ଧ, କଟକ ଗ୍ରାମାଞ୍ଚଳ ଥାନା ଆଇଆଇସି ପଜିଟିଭ୍ ଚିହ୍ନଟ

କେନ୍ୟୁଜ୍(ବ୍ୟୁରୋ):  ପୁଣି  ଜଣେ କରୋନା ଯୋଦ୍ଧା କରୋନାରେ ଆକ୍ରାନ୍ତ। କଟକ ଗ୍ରାମଞ୍ଚଳ ଥାନାର ଜଣେ  ଆଇଆଇସି କରୋନାରେ ଆକ୍ରାନ୍ତ ଥିବାର ସୂଚନା ଦେଇଛନ୍ତି କଟକ ଏସପି। ଆଇଆଇସି ପଜିଟିଭ ଜଣା  ପଡିବା  ପରେ ଥାନାର ଅନ୍ୟ ୬ ଜଣଙ୍କୁ କ୍ବାରେଣ୍ଟାଇନରେ ପଠାଯିବା ସହ ସେମାନଙ୍କର  କୋଭିଡ ଟେଷ୍ଟ କରାଯିବ ବୋଲି ସୂଚନା ମିଳିଛି।

ତେବେ ଆଇଆଇସିଙ୍କ କିପରି କରୋନା ଆକ୍ରାନ୍ତ ହେଲେ ତାହାର କିଛି ସୂଚନା ମିଳିପାରିନାହିଁ। ତାଙ୍କର କଣ୍ଟାକ୍ଟ ଟ୍ରେସିଂ ଚାଲିଥିବାର କହିଛନ୍ତି ଏସପି।

Leave A Reply

Your email address will not be published.