ଉପ ଡାକଘରେ ଉପଭୋକ୍ତାଙ୍କୁ ମିଳୁନି ଡାକ ସେବା
ବୌଦ୍ଧ(କେନ୍ୟୁଜ୍): ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ଡାକ ସେବା । ଏହାକୁ ଡାକଘର ବୋଲି କୁହାଯାଏ । ଏହି ଡାକ ସେବା ନିଜର ସେବା କେବଳ ସହରରେ ନୁହେଁ ବରଂ ଦୂରବର୍ତ୍ତୀ ଜାଗାରେ ମଧ୍ୟ ସେବା ଯୋଗାଏ । ଭାରତୀୟ ଡାକ ସେବା କେବଳ ଚିଠି ଆଦାନ ପ୍ରଦାନ କରେନି, ଏହା କାର୍ଯ୍ୟାଳୟ ସେବା, ବ୍ୟାଙ୍କ ସେବା ଏବଂ ଅତ୍ୟଧିକ ସେବା ମଧ୍ୟ ପ୍ରଦାନ କରେ ।
ପୂର୍ବରୁ ଆମେ ନିଜ ଲୋକଙ୍କ ପାଖରେ କୌଣସି ଖବର ପହଞ୍ଚାଇବାର ଥିଲେ ଏହି ଡାକସେବା…
Read More...