Odisha News

ବିଦେଶୀ ହୋଇପାରେ ଦେଶୀ କମ୍ପାନୀ ଏୟାରଟେଲ୍‌! ବିଦେଶୀ କମ୍ପାନୀଠାରୁ ୪ ହଜାର ୯ଶହ କୋଟି ଟଙ୍କା ନିବେଶ ପାଇଁ କେନ୍ଦ୍ରକୁ ମାଗିଛି ଅନୁମତି

ନୂଆଦିଲ୍ଲୀ: ବିଦେଶୀ ହୋଇପାରେ ଦେଶୀ କମ୍ପାନୀ ଏୟାରଟେଲ୍‌ । ସିଙ୍ଗାପୁର ର ସିଙ୍ଗଟେଲ୍‌ ଏବଂ ଅନ୍ୟ ବିଦେଶୀ କମ୍ପାନୀଠାରୁ ୪ ହଜାର ୯ଶହ କୋଟି ଟଙ୍କା ନିବେଶ ପାଇଁ କେନ୍ଦ୍ରକୁ ଅନୁମତି ମାଗିଛି ଭାରତୀ ଏୟାରଟେଲ୍‌ । ଯଦି ଏହି ନିବେଶକୁ ମଞ୍ଜୁରୀ ମିଳିଯାଏ ତେବେ ଦେଶର ସବୁଠାରୁ ବଡ଼ ଘରୋଇ ଟେଲିକମ୍‌ ଅପରେଟର୍‌ ବିଦେଶୀ ହୋଇଯିବ । ମାର୍କେଟରେ ଜିଓ ଏଣ୍ଟ୍ରି କରିବା ପରେ ଅନ୍ୟ ଟେଲିକମ୍‌ କମ୍ପାନୀ ଗୁଡିକ ଖୁବ୍‌ କ୍ଷତିରେ ଯାଉଛି । ତେଣୁ ଏୟାରଟେଲ୍‌ ଏପରି ପଦକ୍ଷେପ ନେଇଥିବା ଜଣାପଡିଛି ।

ଏହାସହ ପଢନ୍ତୁ:

ଖସୁଛି ଦେଶର ଅଭିବୃଦ୍ଧି: ଚଳିତ ଆର୍ଥିକ ବର୍ଷରେ ଏହା ୫ ପ୍ରତିଶତ ରହିବା ପୂର୍ବାନୁମାନ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ

Loading...

Leave A Reply

Your email address will not be published.