ଓଡ଼ିଶାରେ ସମ୍ଭାବ୍ୟ ମେଣ୍ଟ ଉପରେ ଏମିତି କହିଲେ କାର୍ତ୍ତିକ ପାଣ୍ଡିଆନ
ଭୁବନେଶ୍ବର: ଓଡ଼ିଶାରେ ସମ୍ଭାବ୍ୟ ମେଣ୍ଟ ଉପରେ କହିଲେ କାର୍ତ୍ତିକ ପାଣ୍ଡିଆନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ମହାନ ନେତା । ନିର୍ବାଚନ ଜିତିବାକୁ ମୋଦିଙ୍କୁ ବିଜେଡିର ସହଯୋଗ ଲୋଡ଼ା ନାହିଁ । ସେହିପରି ନବୀନ ପଟ୍ଟନାୟକ ଜଣେ ମହାନ ନେତା । ତାଙ୍କୁ ଷଷ୍ଠ ଥର ଜିତିବା ପାଇଁ ବିଜେପିର ସମର୍ଥନ ଲୋଡ଼ା ନାହିଁ । ଏହା ଦୁଇ ମହାନ ନେତାଙ୍କ ଦୂରଦର୍ଶିତାକୁ ସୂଚାଉଛି । ଆଗକୁ କଣ ହେବ ଆପଣ ଜାଣି ପାରିବେ ବୋଲି ନୂଆଦିଲ୍ଲୀରେ ଏକ…
Read More...