ଗୋବିନ୍ଦାଙ୍କ ଭାଣିଜୀ ବାହାଘର ପାଇଁ ଚାଲିଛି ପ୍ରସ୍ତୁତି, ଦେଖିବାକୁ ମିଳିଲା କୃଷ୍ଣା ଅଭିଶେକଙ୍କ ଡ୍ୟାନ୍ସର ଜଲଓ୍ଵା
ବଲିଉଡର ସୁପରଷ୍ଟାର ଗୋବିନ୍ଦାଙ୍କ ଭାଣିଜୀ ତଥା ଫେମସ କମେଡିଆନ୍ କୃଷ୍ଣା ଅଭିଷେକଙ୍କ ଭଉଣୀ ଆରତୀ ସିଂଙ୍କ ବିବାହ ଆସନ୍ତା ୨୫ ଏପ୍ରିଲରେ ହେବାକୁ ଯାଉଛି । ଆରତୀ ନିଜ ବଏଫ୍ରେଣ୍ଡ ଦୀପକ ଠାକୁରଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏପରିସ୍ଥିତିରେ ବିବାହ ପୂର୍ବରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ଏବଂ ନିକଟରେ ହଳଦୀ ସେରିମୋନିର ଫଟୋ ଏବଂ ଭିଡିଓ ମଧ୍ୟ ସାମ୍ନାକୁ ଆସୁଛି । ଆରତି ସିଂ ନିଜ ବିବାହ ପାଇଁ…
Read More...