ରାମେଶ୍ୱରମ କାଫେ ବିସ୍ଫୋରଣ : ସନ୍ଦିଗ୍ଧଙ୍କ ନାମରେ ୨୦ ଲକ୍ଷର ପୁରସ୍କାର ଘୋଷଣା କଲା ଏନଆଇଏ
ବେଙ୍ଗାଲୁରୁର ରାମେଶ୍ୱରମ କାଫେର ହୋଇଥିବା ବିସ୍ଫୋରଣ ଦୁଇ ସନ୍ଦିଗ୍ଧଙ୍କ ନାମରେ ୧୦-୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି । ଏବେ ୨ ଅଭିଯୁକ୍ତଙ୍କ ସମ୍ପର୍କରେ ତଥ୍ୟ ହାସଲ କରିବା ପାଇଁ ଏନଆଇଏ ୨୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛି । ଏମାନଙ୍କ ବିଷୟରେ ଯିଏ ସୂଚନା ଦେବ, ତାକୁ ପୁରସ୍କାର ପ୍ରଦାନ କରାଯିବ ।
ଏନଆଇଏ ପୁରସ୍କାର ଘୋଷଣା କରିବା ସହ ଦୁଇ ସନ୍ଦିଗ୍ଧଙ୍କ ଫଟୋ ମଧ୍ୟ ଜାରି କରିଛି । ଅଭିଯୁକ୍ତ…
Read More...