ପାଠ ପଢ଼ା ଛାଡି ସ୍କୁଲ ଭିତରେ ଫେସିଆଲ କରାଉଥିଲେ ଶିକ୍ଷୟତ୍ରୀ, ସହକର୍ମୀ ରେକର୍ଡ କରିବାକୁ ଦାନ୍ତରେ ଦୁଇ ହାତକୁ ଦେଲେ କାମୁଡି
ସ୍କୁଲକୁ ବିୟୁଟି ପାର୍ଲର ବନାଇଦେଲେ ଶିକ୍ଷକ । ସ୍କୁଲ ଭିତରେ କଲେ ଫେସିଆଲ । ନିଜ ରୂପଚର୍ଯ୍ୟାରେ ଏମିତି ବିଭୋର ହୋଇପଡିଲେ ଯେ ସେ ଭୁଲିଗଲେ ଯେ ସେ ଏବେ କେଉଁଠି ଅଛନ୍ତି । ସେଥିପାଇଁ ତ ସ୍କୁଲ ଭିତରେ ଏକଦମ୍ ବିୟୁଟି ପାର୍ଲରରେ ଶୋଇଲା ଭଳି ଅତି ଆରାମରେ ଶୋଇ ଫେସିଆଲ କରୁଛନ୍ତି ।
ପ୍ରଧାନ ଶିକ୍ଷୟତ୍ରୀଙ୍କ ଅଜବ କାରନାମା । ସ୍କୁଲ ଭିତରେ ‘ଫେସିଆଲ୍’ । ଆଉ ଏହିସବୁକୁ ରେକର୍ଡ କରିବାରୁ ସହକରାରୀ ଶିକ୍ଷୟତ୍ରୀଙ୍କୁ ମାଡ…
Read More...