ସେମିଳିଗୁଡ଼ାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ
କୋରାପୁଟ : ‘କଥା ନୁହେଁ କାମରେ ବିଶ୍ବାସ କରନ୍ତି ମୁଖ୍ୟମନ୍ତ୍ରୀ’ । କୋରାପୁଟ ସେମିଳିଗୁଡ଼ାରେ ପହଞ୍ଚି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି କାର୍ତ୍ତିକ ପାଣ୍ଡିଆନ । ପଟାଙ୍ଗି ନିର୍ବାଚନ ମଣ୍ଡଳିର ବାଙ୍ଗୁରୁଗୁଡ଼ା ନିର୍ବାଚନ ସଭାରେ ଉଦବୋଧନ ଦେଇ କହିଛନ୍ତି, କଥାରେ ନୁହେଁ କାମରେ ବିଶ୍ବାସ ରଖନ୍ତି ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ ଆପଣଙ୍କ ସମସ୍ୟା ଶୁଣି ତାର ସମାଧାନ କରୁଛନ୍ତି । ଜନଜାତି ଭାଇଭଉଣୀଙ୍କୁ ବହୁତ ଭଲ…
Read More...