ଆଜି ରାଜ୍ୟରେ ୩୩୮୨ କରୋନା ଆକ୍ରାନ୍ତ ସୁସ୍ଥ, ଖୋର୍ଦ୍ଧାର ସର୍ବାଧିକ ୫୦୩ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ):  ଆଜି ରାଜ୍ୟରେ ୩୩୮୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି ସୁସ୍ଥଙ୍କୁ ମଧ୍ୟରେ ଅଛନ୍ତି ଖୋର୍ଦ୍ଧାର ସର୍ବାଧିକ ୫୦୩ କରୋନା ଆକ୍ରାନ୍ତ। ସେହିଭଳି କଟକର ୩୪୪,ବରଗଡ ୨୬୨,ଯାଜପୁରର ୧୭୭, ମୟୂରଭଞ୍ଜର ୧୭୫,ଭଦ୍ରକର ୧୬୭,ବାଲେଶ୍ବର ୧୫୬,ଢେଙ୍କନାଳ ୧୪୬, ପୁରୀ ୧୧୨,ଜଗତସିଂହପୁର ୧୦୨,ରାୟଗଡାର ୯୫ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।


ସେହିଭଳି ଗଞ୍ଜାମର ୯୪, ସମ୍ବଲପୁରର ୯୪,ଅନୁଗୁଳର ୯୧,ନୟାଗଡର ୯୦,ସୋନପୁରର ୯୦,ବଲାଙ୍ଗିରି ୮୦, ନବରଙ୍ଗପୁରର ୭୦,ସୁନ୍ଦରଗଡର ୭୦,ଝାରସୁଗୁଡାର ୬୮,କେନ୍ଦ୍ରାପଡାର ୬୪,କୋରାପୁଟର ୬୪,କେନ୍ଦୁଝରର ୫୧,କନ୍ଧମାଳର ୪୫,ନୂଆପଡାର ୪୦,କଳାହାଣ୍ଡିର ୩୯,ଗଜପତିର ୨୯, ବୌଦ୍ଧର ୨୭, ମାଲକାନଗିରିର ୨୫, ଦେବଗଡର ୧୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏହି ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା ୧,୨୨,୦୨୪ରେ ପହଞ୍ଚିଛି ବୋଲି ସ୍ବାସ୍ଥ୍ୟ ବିଭାଗ ଟ୍ବିଟ କରି ସୂଚନା ଦେଇଛି।

Leave A Reply

Your email address will not be published.