ଆଜି ରାଜ୍ୟରେ ଆଉ ୩୭୧୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ):  ଆଜି ରାଜ୍ୟରେ ୩୭୧୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି ସୁସ୍ଥଙ୍କୁ ମଧ୍ୟରେ ଅଛନ୍ତି ଖୋର୍ଦ୍ଧାର ସର୍ବାଧିକ ୭୪୪ କରୋନା ଆକ୍ରାନ୍ତ। ସେହିଭଳି ବରଗଡର ୩୯୭, କଟକ ୩୭୫, ଯାଜପୁର ୨୪୨, ପୁରୀ ୨୦୧, ମୟୁରଭଞ୍ଜ ୧୫୨, ଝାରସୁଗୁଡା ୧୧୭, ବାଲେଶ୍ଵର ୧୧୫, କୋରାପୁଟ ୧୧୫, କନ୍ଧମାଳ ୧୦୦, ଜଗତସିଂହପୁର ୯୩, ଗଂଜାମ ୯୨ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।


ସେହିଭଳି କେନ୍ଦ୍ରାପଡା ୮୮, ସୋନପୁର ୮୪, ସୁନ୍ଦରଗଡ଼ ୮୪, ବଲାଙ୍ଗୀର ୭୫, ଅନୁଗୁଳ ୭୨, ସମ୍ବଲପୁର ୭୧, ନୟାଗଡ଼ ୭୦, କେନ୍ଦୁଝର ୬୦, ନବରଙ୍ଗପୁର ୫୯, ନୂଆପଡା ୫୩, କଳାହାଣ୍ଡି ୪୮, ଦେବଗଡ଼ ୨୩, ଗଜପତି ୩୮, ଭଦ୍ରକ ୩୪, ଢେଙ୍କାନାଳ ୩୪, ମାଲକାନଗିରି ୨୨, ବୌଧ ୧୯ ଓ ରାୟଗଡ଼ାରୁ ୧୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏହି ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା ୧,୨୫,୭୩୮ରେ ପହଞ୍ଚିଛି ବୋଲି ସ୍ବାସ୍ଥ୍ୟ ବିଭାଗ ଟ୍ବିଟ କରି ସୂଚନା ଦେଇଛି।

Leave A Reply

Your email address will not be published.