Google ବିକ୍ଷୋଭକାରୀଙ୍କ ଉପରେ ନେଲା ଆକ୍ସନ, ୨୮ ଜଣ ଚାକିରିରୁ ବହିଷ୍କୃତ
Google ନିଜର ୨୮ ଜଣ କର୍ମଚାରୀଙ୍କୁ ଚାକିରିରୁ ବାହାର କରିବାକୁ ନିଷ୍ପତ୍ତି ନେଇଛି । ମଙ୍ଗଳବାର ଗୁଗଲ୍ର କାଲିଫର୍ନିଆ ଏବଂ ନ୍ୟୁୟର୍କସ୍ଥିତ ଅଫିସ୍ରେ ଅନେକ କର୍ମଚାରୀ କମ୍ପାନୀ ବିରୋଧରେ ବିରୋଧ ପ୍ରଦର୍ଶନ ଆରମ୍ଭ କରିଥିଲେ । ଅନେକ ବିକ୍ଷୋଭକାରୀ ଅଫିସ୍ ବସ୍ଙ୍କ କ୍ୟାବିନରେ ପହଞ୍ଚି ସେଠାରେ ପ୍ରଦର୍ଶନ କରିଥିଲେ । ଏହା ପରେ ପୋଲିସ ସେମାନଙ୍କୁ ଗିରଫ କରିିଥିଲା ।
ଦ ଭର୍ଜ ଏହାର ରିପୋର୍ଟରେ ଗୁଗଲର ଏକ ଇଣ୍ଟରନାଲ୍…
Read More...