ବଦଳିଲା ଦୂରଦର୍ଶନ ଲୋଗୋର ରଙ୍ଗ, ନାଲି ବଦଳରେ ଏବେ ଦିଶିବ ଅରେଞ୍ଜ
ଦୂରଦର୍ଶନ ଲୋଗୋର ରଙ୍ଗ ପରିବର୍ତ୍ତନ ହୋଇଛି । ଦୀର୍ଘ ଦିନ ଧରି ରହି ଆସିଥିବା ଲୋଗୋ ରଙ୍ଗକୁ ବଦଳାଇ ଦିଆଯାଇଛି । ପୂର୍ବରୁ ଲୋଗୋରେ ନାଲି ରଙ୍ଗ ଥିବାବେଳେ ବର୍ତ୍ତମାନ କମଳା ରଙ୍ଗ କରାଯାଇଛି। ଯାହାକୁ ନେଇ ଅନେକ ସମାଲୋଚନା ହୋଉଛି ।
ଡିଡି ନ୍ୟୁଜର ଅଫିସିଆଲ୍ ଏକ୍ସ ପୋଷ୍ଟରେ ଏକ ପ୍ରମୋସନାଲ ଭିଡିଓ ସେୟାର କରି ନୂଆ ଲୋଗୋ ବିଷୟରେ ଖୁଲାସା କରିଛି । ଏଥିରେ କହିଛି, ପୂର୍ବ ପରି ଆମର ମୂଲ୍ୟବୋଧ ସମାନ ରହିବ, କିନ୍ତୁ ଆମେ ଏକ…
Read More...