୨୦ ହଜାର ଟଙ୍କାରୁ ବି କମ ଦାମରେ ମିଳୁଛି ଏହି ଶସ୍ତା ଲାପଟପ୍, ଫିଚର୍ସ ବି ରହିଛି ଖାସ୍
ଯଦି ଆପଣ ନିଜ ପାଇଁ ଲାପଟପ୍ କିଣିବାକୁ ପ୍ଲାନ୍ କରୁଛନ୍ତି କିନ୍ତୁ ଆପଣଙ୍କ ବଜେଟ୍ ସେତେ ଅଧିକ ନୁହେଁ ତେବେ ଆମେ ଆପଣଙ୍କ ପାଇଁ ଆଣିଛୁ ଖୁସି ଖବର । ୨୦ ହଜାର ଟଙ୍କାରୁ ବି କମ୍ ଦାମରେ ଆପଣ ଶସ୍ତା ଲାପଟପ୍ କିଣି ପାରିବେ । ତେବେ ଆସନ୍ତୁ ଜାଣିବା ଆପଣମାନେ ଏହି ଲାପଟପକୁ କେମିତି କିଣିବେ । ଏହା ବ୍ୟତୀତ ଆପଣ ଏହି ଲାପଟପରେ କେଉଁ ଫିଚର ପାଇବେ ଆସନ୍ତୁ ଜାଣିବା ।
Lenovo ThinkPad:: 7th ଜେନେରେସନ୍, ୮ GB DDR4 RAM /…
Read More...