ନିର୍ବାଚନ ପୂର୍ବରୁ ସମସ୍ତ ଲାଇସେନ୍ସପ୍ରାପ୍ତ ବନ୍ଧୁକ ଦାଖଲ କରିବାକୁ ତାଗିଦ
ନିର୍ବାଚନ ପୂର୍ବରୁ ଦାଖଲ କରିବେ ସମସ୍ତ ଲାଇସେନ୍ସପ୍ରାପ୍ତ ବନ୍ଧୁକ । ତୁରନ୍ତ ଦାଖଲ କରିବାକୁ ତାଗିଦ କଲେ ଡିସିପି ପ୍ରତୀକ ସିଂ। ପିସ୍ତଲ, ରିଭଲଭର, ୧୨ ରାଉଣ୍ଡ ବୋର ଗନ ଦାଖଲ ନେଇ ନିର୍ଦ୍ଦେଶ। ପୂର୍ବରୁ ଏନେଇ ନୋଟିସ କରିଥିଲା କମିଶନରେଟ ପୋଲିସ।
ମଡେଲ କୋଡ୍ ଅଫ୍ କଣ୍ଡକ୍ଟ ମୁତାବକ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ବନ୍ଧୁକର ଅପବ୍ୟବହାର ରୋକିବା ଉପରେ ବ୍ୟକ୍ତିବିଶେଷ ତଥା ରାଇଫଲ ଆସୋସିଏସନକୁ ପୂର୍ବରୁ ଅବଗତ…
Read More...