ପାଟ୍ରୋଲିଂ ବେଳେ ଗୁଳିମାଡ଼, ଶିକାରୀ ଗୁଳିରେ ୩ କର୍ମଚାରୀ ଗୁରୁତର
ବାଲେଶ୍ବର (କେନ୍ୟୁଜ): ଜଙ୍ଗଲରେ ପାଟ୍ରୋଲିଂ ବେଳେ ଶିକାରୀ ଓ ବନ କର୍ମଚାରୀ ମୁହାଁମୁହିଁ । ଶିକାରୀଙ୍କ ଗୁଳି ମାଡ଼ର ଶିକାର ହେଲେ ବନ କର୍ମଚାରୀ । ତିନି ଜଣ ଫରେଷ୍ଟ ଗାର୍ଡ ଆହତ ହୋଇଛନ୍ତି । ବାଲେଶ୍ବର ପଞ୍ଚଲିଙ୍ଗେଶ୍ବର ବିଟ୍ ଅଞ୍ଚଳରେ ଘଟିଛି ଏହି ଘଟଣା ।
ଗତକାଲି ପଞ୍ଚଲିଙ୍ଗେଶ୍ୱର ବିଟ୍ ଅଞ୍ଚଳରେ କିଛି ଶିକାରୀ ପଶିଥିବା ଖବର ପାଇ ଗତ ରାତି ପ୍ରାୟ ୮ଟା ବେଳେ ପାଟ୍ରୋଲିଂ ଟିମ୍ ଜଙ୍ଗଲକୁ ଯାଇଥିଲେ। ସେଠାରେ ବିଭିନ୍ନ…
Read More...