ବାରବାଟୀ-କଟକର ଆସନରୁ କଂଗ୍ରେସ ବିଧାୟକ ପ୍ରାର୍ଥୀ ହେବେ ସୋଫିଆ ଫିର୍ଦୋସ, ସୂଚନା ଦେଲେ ଜିଲ୍ଲା ସଭାପତି

କଟକ (କେନ୍ୟୁଜ): ବାରବାଟୀ-କଟକର ଆସନରୁ କଂଗ୍ରେସ ବିଧାୟକ ପ୍ରାର୍ଥୀ ହେବେ ସୋଫିଆ ଫିର୍ଦୋସ ।  ମହମ୍ମଦ ମୋକିମଙ୍କ ଝିଅ ସୋଫିଆଙ୍କୁ ପ୍ରାର୍ଥୀ କରିବା ନେଇ କଟକ ନଗର ଜିଲ୍ଲା କଂଗ୍ରେସ ସଭାପତି ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି ।  ଖୁବଶୀଘ୍ର ଏ ନେଇ ଦଳ ଘୋଷଣା କରିବ ।  ଗତ ପାଞ୍ଚ ବର୍ଷରେ…

ତାତିରେ ସନ୍ତୁଳି ହେଉଛନ୍ତି ରାଜଧାନୀବାସୀ, ସାଢେ ୧୧ଟା ବେଳକୁ ଭୁବନେଶ୍ୱରରେ ୪୦ ଡିଗ୍ରୀ ଟପିଲା

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଗରମ ସାଙ୍ଗକୁ ଗୁଳୁଗୁଳି ରେ ଆଉଟୁ ପାଉଟୁ ହେଉଛି ସାରା ରାଜ୍ୟ । ଆଜି ବି ଜାରି ରହିଛି ତାତି । ଦିନ ସାଢେ ୧୧ଟା ସୁଦ୍ଧା ୪୦ ଡିଗ୍ରୀ ପାର୍ କଲା ରାଜଧାନୀର ତାପମାତ୍ରା । ସେହିପରି ଚାନ୍ଦବାଲିରେ ୪୧ଡିଗ୍ରୀ , ବାଲେଶ୍ୱରରେ…

ପିକଅପ୍ ଭ୍ୟାନ୍ ସହ ୧୦ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଗିରଫ

ମୋହନା (କେନ୍ୟୁଜ): ଗଜପତି ଜ଼ିଲ୍ଲା ମୋହନା ଥାନା କମଳାପୁର ପୋଲିସକୁ ବଡ଼ ସଫଳତା । ୧୦କ୍ୱିଣ୍ଟାଲ ଗଞ୍ଜେଇ  ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସୂଚନା ଅନୁସାରେ ନାକା ଗେଟ୍ ରେ ଯାନ ବାହନ ଯାଞ୍ଚ ବେଳେ ଏକ ପିକ୍ ଅପ୍ ଭ୍ୟାନ୍ ସହ ୧୦କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି ପୋଲିସ । …

କେନ୍ଦ୍ରାପଡ଼ାରେ ବୈଜୟନ୍ତ ଓ ସୁମନ୍ତଙ୍କ ରାଲି ବେଳେ ଗଣ୍ଡଗୋଳ, ଆକ୍ରମଣରେ ଦୁଇ ଗୁରୁତର

କେନ୍ଦ୍ରାପଡ଼ା (କେନ୍ୟୁଜ): ନିର୍ବାଚନୀ ପ୍ରଚାର ଶୋଭାଯାତ୍ରା ବେଳେ ଗଣ୍ଡଗୋଳ । କେନ୍ଦ୍ରାପଡ଼ା ଲୋକସଭା ଆସନରୁ ନିର୍ବାଚନ ଲଢ଼ୁଥିବା ଭାଜପା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଓ ମାହାଙ୍ଗାରୁ ବିଧାୟକ ପ୍ରାର୍ଥୀ ସୁମନ୍ତ ଘଡେଇ ବୁଧବାର ସନ୍ଧ୍ୟାରେ ଏକ ଶୋଭାଯାତ୍ରାରେ ଆସି ଜନ ସମର୍ଥନ ଲୋଡ଼ିଥିଲେ ।…

ନ୍ୟୁୟର୍କ ବିଶ୍ବବିଦ୍ୟାଳୟରେ ପାଲେଷ୍ଟାଇନ୍ ସମର୍ଥନରେ ବିକ୍ଷୋଭ : ପୋଲିସର ଲାଠିଚାର୍ଜ, ୧୩୦ ଛାତ୍ରଛାତ୍ରୀ ଗିରଫ

ନୂଆଦିଲ୍ଲୀ : ନ୍ୟୁୟର୍କ ବିଶ୍ବବିଦ୍ୟାଳୟରେ ପାଲେଷ୍ଟାଇନ୍ ସମର୍ଥନରେ ବିକ୍ଷୋଭ, ୧୩୦ ଗିରଫ ।  ଆମେରିକାର ବିଭିନ୍ନ ବିଶ୍ବବିଦ୍ୟାଳୟରେ ପାଲେଷ୍ଟାଇନ୍ ସମର୍ଥନରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିବା ବେଳେ ନ୍ୟୁୟର୍କ ବିଶ୍ବ ବିଦ୍ୟାଳୟରେ ଏହା ହିଂସାତ୍ମକ ରୂପ ନେଇଛି ।  ନ୍ୟୁୟର୍କ ବିଶ୍ବ ବିଦ୍ୟାଳୟ…

ଟ୍ରକ୍‌କୁ ପଛରୁ ପିଟିଲା ଆଉ ଏକ ଟ୍ରକ୍‌ ; ହେଲପର ମୃତ, ଡ୍ରାଇଭର ଗୁରୁତର

ବାଲୁଗାଁ (କେନ୍ୟୁଜ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ୧୬ ନଂ ଜାତୀୟ ରାଜପଥ ବେଲପଡା ଛକରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଟ୍ରକ୍‌କୁ ପଛରୁ ଆସୁଥିବା ଏକ ଟ୍ରକ୍‌ ପିଟିଛି। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ହେଲପରଙ୍କ ମୃତ୍ୟୁ ହୋଇଥିବା ବେଳେ…

ସକାଳୁ ନାକେଦମ କଲାଣି ତାତି: ସାଢେ ୮ରେ ବାଲେଶ୍ୱର ଓ ଅନୁଗୁଳରେ ୩୬ ଡିଗ୍ରୀ ରେକର୍ଡ

ଭୁବନେଶ୍ୱର (କେନ୍ୟୁଜ): ଏପ୍ରିଲ ମାସ ଶେଷ ପର୍ଯ୍ୟନ୍ତ ତାତିରୁ ତ୍ରାହି ମିଳିବ ନାହିଁ। ତାତି ଆହୁରି ବଢ଼ିବ, ଲୋକେ କଲବଲ ହେବେ। ବିଶେଷ କରି ୨୭ ଓ ୨୮ରେ ସ୍ଥିତି ଅସମ୍ଭାଳ ହେବ। କାଁ ଭାଁ ଅଞ୍ଚଳକୁ ଛାଡ଼ି ଦେଲେ ସାରା ରାଜ୍ୟରେ ଭୀଷଣ ଗ୍ରୀଷ୍ମ ଲହରୀ (ହିଟ୍‌ ୱେଭ୍‌-ସିଭିୟର ହିଟ୍‌ ୱେଭ୍‌)…

ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ମାଓବାଦୀ ମୃତ, ଘଟଣାସ୍ଥଳରୁ ବହୁ ଅସ୍ତ୍ରଶସ୍ତ୍ର ଜବତ

ବୌଦ୍ଧ (କେନ୍ୟୁଜ): ଓଡ଼ିଶା ପୋଲିସକୁ ବଡ଼ ସଫଳତା । ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ ଦୁଇ ମାଓବାଦୀ ମୃତ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ପାଢେଲ ସଂରକ୍ଷିତ ଜଙ୍ଗଲରେ ହୋଇଛି ଗୁଳିବିନିମୟ ହୋଇଛି । ଘଟଣାସ୍ଥଳରୁ ବନ୍ଧୁକ, ଗ୍ରେନେଡ ଓ ବହୁ ଆଧୁନିକ…

ପ୍ରକାଶ ପାଇଲା JEE ମେନ୍ ସେସନ୍ -୨ ରେଜଲ୍ଟ , ଶତପ୍ରତିଶତ ମାର୍କ ରଖିଛନ୍ତି ୫୬ ପରୀର୍କ୍ଷାଥୀ

ଭୁବନେଶ୍ୱର (କେନ୍ୟୁଜ): ପ୍ରକାଶ ପାଇଲା JEE ମେନ୍ ସେସନ୍ -୨ ରେଜଲ୍ଟ ।  NTA ପକ୍ଷରୁ ପ୍ରକାଶ ପାଇଲା JEE ମେନ୍ ରେଜଲ୍ଟ ।  ଛାତ୍ରଛାତ୍ରୀ ମାନେ http://jeemain.nta.ac.inରେ ରେଜଲ୍ଟ ଦେଖିପାରିବେ । ଜାନୁଆରୀ ଓ ଏପ୍ରିଲରେ ଅନୁଷ୍ଠିତ ଦୁଇ ପର୍ଯ୍ୟାୟ ପରୀକ୍ଷାରେ ଚଳିତ ବର୍ଷ ରେକର୍ଡ…

ପୁଣି ଅଶାନ୍ତ ପୁରୀ, ହସ୍ପିଟାଲ ଛକରେ ଯୁବକଙ୍କୁ ଛୁରାମାଡ କରି ଦୁର୍ବୃତ୍ତ ଫେରାର

ପୁରୀ (କେନ୍ୟୁଜ): ପୁଣି ଅଶାନ୍ତ ହୋଇଛି ପୁରୀ ।  ଦିନକୁ ଦିନ ଦୁର୍ବୃତ୍ତଙ୍କ ଆତଙ୍କରାଜ ବଢିବାକୁ ଲାଗିଛି ।  ଗତକାଲି ରାତିରେ ପୁରୀ ହସ୍ପିଟାଲ ଛକରେ ଜଣେ ଯୁବକଙ୍କୁ ଛୁରାମାଡ ହୋଇଛି । ଗୁରୁତର ଯୁବକ ଖଡ଼ିପଦା ଅଞ୍ଚଳର ଦୀପକ ମଲ୍ଲିକ । ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ସଦର…

ଆଜିର ପେଟ୍ରୋଲ ଦର; ଘରୁ ବାହାରିବା ପୂର୍ବରୁ ଯାଞ୍ଚ କରନ୍ତୁ ମୂଲ୍ୟ

କିଛି ସହର ଗୁଡିକରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସ୍ଥିର ରହିଥିବାବେଳେ, ଭୁବନେଶ୍ୱରରେ ଦାମ ପରିବର୍ତ୍ତିତ ହୋଇଛି । ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ହୋଇଛି । ଡିଜେଲ ଦର ୯୨ ଟଙ୍କା ୬୨ ପଇସାକୁ ହ୍ରାସ ପାଇଛି । ଦିଲ୍ଲୀରେ ପେଟ୍ରୋଲ ଦର ୯୪ ଟଙ୍କା ୭୨ ପଇସାକୁ ହ୍ରାସ…

ବଡ଼ ଆଶ୍ବସ୍ତି: ଭାରତୀୟ ବଜାରରେ କମିଲା ସୁନା ଦର; ଜଲଦି କିଣନ୍ତୁ ଅଳଙ୍କାର

ସାରା ଦେଶରେ ଏବେ ବିବାହର ଋତୁ ଚାଲିଛି ।  ଏହାରି ଭିତରେ ସମସ୍ତଙ୍କର ଚିନ୍ତା ବଢାଇ ଦେଇଛି ସୁନା ଦର । ତେବେ ହଠାତ୍ ସୁନା ଦରର ଅହେତୁକ ବୃଦ୍ଧି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହାରି ଭିତରେ ଆସିଛି ଏକ ଆଶ୍ବସ୍ତିକର ଖବର ଆସିଛି। ସୁନା ଓ ରୁପା ଦରରେ ଆଜି ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି…