ପାରିବାରିକ କଳହର କରୁଣ ପରିସ୍ଥିତି: ସ୍ତ୍ରୀକୁ ହତ୍ୟା ପରେ ଝୁଲି ପଡିଲା ସ୍ବାମୀ

ଭଦ୍ରକ (କେନ୍ୟୁଜ): ପାରିବାରିକ କଳହର କରୁଣ ପରିସ୍ଥିତି। ନିଜ ସ୍ତ୍ରୀକୁ କଟୁରୀରେ ହତ୍ୟା କରିବା ପରେ ଗଛରେ ରସି ଲଗାଇ ଆତ୍ମହତ୍ୟା କଲା ସ୍ୱାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲାର ଧାମନଗର ଥାନା ଅଧିନସ୍ଥ ମୁଲଣା ସାହି ଗ୍ରାମରେ। ଗତ କାଲି ରାତିରେ ପାରିବାରିକ କଳହ ଯୋଗୁ…

ଅଧା ରହିଗଲା ବୈଷ୍ଣୋ ଦେବୀଙ୍କ ଦର୍ଶନ: ଖାତକୁ ଖସିଲା ଯାତ୍ରୀବାହୀ ବସ୍, ୭ମୃତ

ନୂଆଦିଲ୍ଲୀ: ଜାମ୍ମୁୁରେ ଖାଇକୁ ଖସିଲା ବସ୍‌, ୭ ମୃତ। ଅମ୍ରତଶରରୁ କଟରା ଆସୁଥିଲା ବସ୍‌ । ଜମ୍ମୁ-କାଶ୍ମୀର ଝଜର କଟୋଲୀ ଅଞ୍ଚଳରେ ଭାରସାମ୍ୟ ହରାଇ ଖସିପଡିଲା ବସ୍‌ । ଘଟଣା ସ୍ଥଳରେ ୭ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି । ୧୨ ଜଣ ସାମାନ୍ୟ ଆହତ ହୋଇଛନ୍ତି । ଆହତଙ୍କୁ…

ସାମାନ୍ୟ ବଢ଼ିଛି ପେଟ୍ରୋଲ ଦର, ଜାଣନ୍ତୁ ଆଜି କେତେ ଅଛି ଦାମ୍

କେନ୍ୟୁଜ୍(ବ୍ୟୁରୋ): ଗାଡ଼ିରେ ତେଲ ପକାଇବା ପୂର୍ବରୁ ନଜର ପକାନ୍ତୁ ଆଜି କେତେ ରହିଛି ତେଲ ଦର। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୩ ଟଙ୍କା ୪୭ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୫ ଟଙ୍କା ୦୩ ପଇସା ରହିଛି। ସେହିପରି ଦେଶର ପ୍ରମୁଖ ସହରରେ ବି ପେଟ୍ରୋଲ ଓ ଡିଜେଲ ଦରରେ…

ଆଜି ସ୍ଥିର ରହିଛି ସୁନା ଦର; ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି ମୂଲ୍ୟ

କିଣିବା ପୂର୍ବରୁ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହରରେ କେତେ ରହିଛି ସୁନା ଦର। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୫,୫୫୦ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୬୦,୬୦୦ ଟଙ୍କା ରହିଛ। ଓଡ଼ିଶାର ରାଜଧାନୀ…

ଝିଅ ଜନ୍ମ ହେବାରୁ ସୈତାନ ବାପାର ଜଘନ୍ୟ କାଣ୍ଡ, ଏକୋଇଶିଆ ଆଗରୁ ଶିଶୁକନ୍ୟାକୁ ଦେଲା ବିଷ

ବାଲେଶ୍ୱର (କେନ୍ୟୁଜ): ନୀଳଗିରି ଥାନା ସିଙ୍ଗୀରି ଗ୍ରାମରେ ଅଭାବନୀୟ ଘଟଣା। ଝିଅ ଜନ୍ମ ହେଲା ବୋଲି ବିଷ ଦେଇ ମାରିବାକୁ ବାପର ଉଦ୍ୟମ। ସିରିଞ୍ଜରେ ବିଷ ପୁରାଇ ୨୦ ଦିନର ଝିଅକୁ ଦେଇଥିଲା।ଗୁରୁତର ଅବସ୍ଥାରେ ନବଜାତ ଶିଶୁକନ୍ୟାକୁ ବାଲେଶ୍‌ର ମୁଖ୍ଯ ଚିକିତ୍ସାଳୟ ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ…

ଆସନ୍ତାକାଲି ପ୍ରକାଶ ପାଇବ +୨ ପରୀକ୍ଷା ଫଳ, ପ୍ରଥମେ ବାହାରିବ ବିଜ୍ଞାନ ଓ ବାଣିଜ୍ୟର ରେଜଲ୍ଟ

ଭୁବନେଶ୍ୱର (କେନ୍ୟୁଜ): ଆସନ୍ତାକାଲି ପ୍ରକାଶ ପାଇବ +୨ ପରୀକ୍ଷା ଫଳ । ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇବ । CHSE ପରୀକ୍ଷା ନିୟନ୍ତ୍ରକଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି । ବିଜ୍ଞାନରେ ୯୩ ହଜାର ୮୯୫ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ବାଣିଜ୍ୟରେ ୨୪ ହଜାର ୩୩୧ ଜଣ…

ବାଲିଗୁଡା ସହରରେ ବୁଲୁଛି ବାଘ: ଘରୁ ବାହାରୁ ନାହାନ୍ତି ଲୋକେ

ବାଲିଗୁଡା (କେନ୍ୟୁଜ): ବାଲିଗୁଡା ସହରରେ ବାଘ ଆତଙ୍କ। ବାଲିଗୁଡା ଏକ ନମ୍ବର ୱାର୍ଡର ବଡ ଗାଁ ଅଂଚଳରେ ଗତ ଏକ ସପ୍ତାହ ଧରି ଗୋଟିଏ ବାଘ ବୁଲୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ବଡ ଗାଁ ପମ୍ପ ହାଉସ ନିକଟସ୍ଥ ନଦୀ କୁଳରେ ଗୋଟିଏ ବାଘ ବୁଲୁଥିବା ଜଣେ ପମ୍ପ ହାଉସ କର୍ମଚାରୀ ଦେଖିବାକୁ…