ଆଜି ଆସିବ ବିଜେପି ଲିଷ୍ଟ ! ୨୦ରୁ ୨୫ ଆସନରେ ବିଧାୟକ ପ୍ରାର୍ଥୀଙ୍କ ନାଁ ହେବ ଘୋଷଣା

ଭୁବନେଶ୍ଵର (କେନ୍ୟୁଜ): ଆଜି ଘୋଷଣା ହୋଇପାରେ ବିଜେପିର ପ୍ରାର୍ଥୀ ତାଲିକା  । ୨୦ରୁ ୨୫ ଆସନରେ ବିଧାୟକ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ବିଜେପି । ୨୦ ତାରିଖ ମଧ୍ୟରେ ରାଜ୍ୟରେ ବାକି ଥିବା ସମସ୍ତ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯିବ ବୋଲି ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ…

ପୁଣି ଲେଉଟିବ ତାତି, ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଟପିବ

ଭୁବନେଶ୍ୱର (କେନ୍ୟୁଜ): ବଦଳିଲା ପାଗ ।  ପୁଣି ଲେଉଟିବ ତାତି । ୪ ଦିନ ଯାଏ ଉପରମୁହାଁ ହେବ ପାରଦ ।  ଦିନ ତାପମାତ୍ରା ୬ ରୁ ୮ ଡିଗ୍ରୀ ସେଲସିୟସ ଯାଏ ବଢିବ ।  ରାଜ୍ୟରେ ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରହିବ । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ…

୮ ବର୍ଷ ଲିଭଇନ ସମ୍ପର୍କ ପରେ ଧୋକା ଦେଲେ ବୟଫ୍ରେଣ୍ଡ, ମହିଳା ଥାନାରେ ଏତଲା ଦେଲେ ରାଣୀ ପଣ୍ଡା

ଭୁବନେଶ୍ୱର (କେନ୍ୟୁଜ): ମହିଳା ଥାନାରେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା । ପୁରୁଷ ବନ୍ଧୁଙ୍କ ବିରୋଧରେ ଆଣିଛନ୍ତି ଅଭିଯୋଗ ।  ବିବାହ ପ୍ରଲୋଭନ ଦେଖାଇ ପ୍ରେମ ଓ ପ୍ରାତରଣା କିରିଥିବା ଅଭିଯୋଗ କରିଛନ୍ତି ରାଣୀ ପଣ୍ଡା ।  ୮ ବର୍ଷ ସମ୍ପର୍କ ରଖିବା ପରେ ଧୋକା ଦେଇଥିବା ଅଭିଯୋଗ କରିଛନ୍ତି । …

୧୫ ସୁଦ୍ଧା ଆସିବ କଂଗ୍ରେସର ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ସୂଚନା ଦେଲେ ପିସିସି ସଭାପତି ଶରତ ପଟ୍ଟନାୟକ

ଭୁବନେଶ୍ୱର (କେନ୍ୟୁଜ): ଆସନ୍ତା୧୫ ସୁଦ୍ଧା ଆସିବ କଂଗ୍ରେସର ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ସୂଚନା ଦେଲେ ପିସିସି ସଭାପତି ଶରତ ପଟ୍ଟନାୟକ । ସିଇସି ବୈଠକରେ ଯୋଗଦେବାକୁ ଦିଲ୍ଲୀ ଗଲେ ଶରତ ପଟ୍ଟନାୟକ । ଶନିବାର ସ୍କ୍ରିନିଂ କମିଟି ବୈଠକ ଓ ରବିବାର ସିଇସି ବୈଠକ ବସିବ । ଏଥିସହ ସୁର…

ଚନ୍ଦନେଶ୍ୱର ଚଡ଼କ ମେଳାରେ ଅଘଟଣ, ଜଣେ ମହିଳା ବ୍ରତଧାରୀଙ୍କ ମୃତ୍ଯୁ

ଜଳେଶ୍ୱର (କେନ୍ୟୁଜ): ବାଲେଶ୍ବର ଜିଲ୍ଲା ଚନ୍ଦନେଶ୍ୱର ଚଡ଼କ ମେଳାରେ ବଡ଼ ଅଘଟଣ ଘଟିଛି । ଚଡକ ଯାତ୍ରାରେ ସମୟରେ ଜଣେ ମହିଳା ବ୍ରତଧାରୀଙ୍କ ମୃତ୍ଯୁ ହୋଇଛି । ମୃତକ ହେଲେ ପଶ୍ଚିମବଙ୍ଗ ରାଜ୍ୟର ପୂର୍ବ ମେଦିନୀପୁର ଜିଲ୍ଲା ଖଡ଼ଗପୁର ଥାନା ଅନ୍ତର୍ଗତ ଗୁମୁରିଆପାଲ ଗ୍ରାମର ତୁଳସୀ ମିର୍ଦ୍ଧା ।…

ବାହାରେ ପଡିଛି ରକ୍ତଛିଟା, ବନ୍ଦ ଘର ଭିତରୁ ମୃତଦେହ ଉଦ୍ଧାର

ବାଙ୍କୀ (କେନ୍ୟୁଜ): ବନ୍ଦ ଘର ଭିତରୁ ମୃତଦେହ ଉଦ୍ଧାର । କଟକ ଜିଲ୍ଲା ବାଙ୍କୀ ଥାନା ଠାରୁ ମାତ୍ର ୩ କିମି ଦୂର ହରିରାଜପୁର ପଞ୍ଚାୟତର ନୂଆସାହି ତ୍ରିନାଥ ମଣ୍ଡପର ବନ୍ଦ କୋଠଘରେ ମୃତଦେହ ଉଦ୍ଧାର ହୋଇଛି । ମୃତକ ହରିରାଜପୁରର ଶୀତଳ ସାହୁ । ଘରର କବାଟରେ ରକ୍ତ ଛିଟା ଲାଗିଥିବା ବେଳେ ଭିତର ପଟୁ…

ଭୁଶୁଡି ପଡିଥିବା ବ୍ରିଜ ଉପରେ ପୁଣି ଦୁର୍ଘଟଣା, ବାଇକ ଆରୋହୀଙ୍କ ମୃତ୍ୟୁ

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ନିକଟ ୧୬ନଂ ଜାତୀୟ ରାଜପଥରେ ଅଘଟଣ । ଭୁଶୁଡି ପଡିଥିବା ବ୍ରିଜ ଉପରେ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି ।  ମୃତ ଯୁବକ ଜଣକ ହେଲେ କୁଆଖିଆ ଥାନା ନଠୁଆବର ଗାଁର ବିଶ୍ଵଜିତ ପଣ୍ଡା । ଆଜି ସକାଳୁ ସ୍ଥାନୀୟ ଲୋକେ ଭଙ୍ଗା…

ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ବ୍ରିଜ ତଳକୁ ଖସିଲା ଟ୍ରକ, ଡ୍ରାଇଭର ଓ ହେଲପର ଗୁରୁତର

ଭଦ୍ରକ (କେନ୍ୟୁଜ): ଭଦ୍ରକ ଜିଲ୍ଲା ୧୬ନଂ ଜାତୀୟ ରାଜପଥର ଗେଲପୁର ଛକ ନିକଟରେ ଅଘଟଣ । ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ବ୍ରିଜ ତଳକୁ ଓଲଟି ପଡିଲା କଦଳୀ ବୋଝେଇ ଟ୍ରକ । ଦୁର୍ଘଟଣାରେ ଡ୍ରାଇଭର ଓ ହେଲପର ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ…

ସକାଳୁ ଜାରି ହେଲା ପେଟ୍ରୋଲ ଓ ଡିଜେଲ ମୂଲ୍ୟ, କାଲି ଅପେକ୍ଷା ଆଜି ସାମାନ୍ୟ କମିଲା

ସକାଳୁ ଜାରି ହେଲା ପେଟ୍ରୋଲ ଓ ଡିଜେଲ ମୂଲ୍ୟ । ପ୍ରମୁଖ ସହର ଗୁଡିକରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସ୍ଥିର ରହିଛି । କିଛି ସହରରେ ଦାମ ଅପରିବର୍ତ୍ତିତ ରହିଛି ଭୁବନେଶ୍ବରରେ ପେଟ୍ରୋଲ ଦର ହ୍ରାସ ପାଇ ୧୦୦ ଟଙ୍କା ୮୯ ପଇସା ହୋଇଛି । ଡିଜେଲ ଦର ୯୨ ଟଙ୍କା ୪୭ ପଇସାକୁ ହ୍ରାସ ପାଇଛି।…

ସୁନା ଦର ହେଉଛି ଆକାଶ ଛୁଆଁ , ଜାଣନ୍ତୁ ଭୁବନେଶ୍ୱରରେ ଆଜି ୨୪ କ୍ୟାରେଟ ସୁନାର ଦାମ୍

ଦେଶରେ ସୁନା ମୂଲ୍ୟ ହୁ ହୁ ହୋଇ ବଢ଼ି ଚାଲିଛି । ଏହା କ୍ରମାଗତ ଭାବେ ରେକର୍ଡ ଭାଙ୍ଗି ଚାଲିଛି । ଅନ୍ତର୍ଜାତୀୟ ବଜାରରେ ଦର ବୃଦ୍ଧି ଯୋଗୁଁ ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୬୬,୨୧୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୭୨,୨୩୦ ଟଙ୍କା ରହିଛି । ସେହିପରି…

ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ କମଳା ଦାସଙ୍କ ପରଲୋକ, ଚିକିତ୍ସାଧୀନ ଅବସ୍ଥା ଦେହାନ୍ତ

କଟକ (କେନ୍ୟୁଜ): ଭୋଗରାଇ ବିଧାୟକ ତଥା ପୂର୍ବତନ ସ୍ଵାସ୍ଥ୍ୟମନ୍ତ୍ରୀ କମଳା ଦାସଙ୍କ ପରଲୋକ । ୭୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ କମଳା ଦାସ । ଦୀର୍ଘଦିନ ହେବ ସ୍ୱାସ୍ଥ୍ୟଜନିତ ସମସ୍ୟାରୁ ମେଡିକାଲରେ ଭର୍ତ୍ତି ହୋଇଥିଲେ । କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି…

ରାଜ ମହଲ ବୁଲିଲା ଭାଲୁ, ଡାଇନିଂ ଟେବୁଲ ଉପରେ ପରଷା ଯାଇଥିବା ଖାଦ୍ୟ ଖାଇଲା

ନୂଆପଡ଼ା (କେନ୍ୟୁଜ): ଖଡିଆଳ ରାଜ ମହଲ ବୁଲିଲା ଭାଲୁ । ଡାଇନିଂ ଟେବୁଲ ଉପରେ ପରଷା ଯାଇଥିବା ଖାଦ୍ୟ ଖାଇଦେଲା । ରାତିରେ ରାଜାଙ୍କ ସିରିଜା ମଣ୍ଡପ ବୁଲିଲା ।  ପ୍ରାୟ ଦେଢ ଘଣ୍ଟା ଧରି ରାଜ ମହଲରେ ବୁଲିଥିଲା ଭାଲୁ । ବୁଧବାର ବିଳମ୍ବିତ ରାତିରେ ଭାଲୁଟି ରାଜବାଟି ଭିତରକୁ ପଶି ଆସିଥିଲା ।…