କଣ ଆଜିବି ଦୁନିଆରେ ରହିଛି ସଂଜୀବନୀ ବୁଟି ଯାହା ଆପଣଙ୍କୁ ଟାଣି ଆଣି ପାରିବ ମୃତ୍ୟୁ ମୁଖରୁ ??

ଉତ୍ତରାଖଣ୍ଡର ଦ୍ରୋଣଗିରି ପର୍ବତ, ହିନ୍ଦୁ ମାନଙ୍କର ପବିତ୍ର ଗ୍ରନ୍ଥ ରାମାୟଣରେ ରହିଛି ଏହାର ବିଶେଷ ମହତ୍ତ୍ୱ । କୁହାଯାଏ ଯେ ରାମାୟଣ ଯୁଦ୍ଧ ସମୟରେ ଯେତେବେଳେ ରାବଣର ପୁତ୍ର ଇନ୍ଦ୍ରଜିତ ବୀର ଲକ୍ଷ୍ମଣଙ୍କୁ ଶକ୍ତିଭେଦ କରିଥିଲା ଏବଂ ଲକ୍ଷ୍ମଣ ଅଚେତ ଅବସ୍ଥାରେ ପଡି ରହିଥିଲେ, ସେତେବେଳେ…

ଭଗବାନ୍ ଶ୍ରୀକୃଷ୍ଣଙ୍କ ଦେହାବସାନରୁ ଜଗନ୍ନାଥ ହେବା ପର୍ଯ୍ୟନ୍ତ ଯାତ୍ରା….ଦ୍ୱାପରରୁ କଳି ଯାଏଁ  !

ପୂର୍ବରୁ ପ୍ରକାଶିତ. . . . ରାତିର ନିର୍ଜନତାରେ ଗୋମତୀ ନଦୀ ତୀରର ଶାଳବଣ ଚେଇଁ ଉଠୁଥାଏ l ଚେଇଁ ଉଠୁଥାଏ ନିଆଁର ମହମହରେ, ଭୁରୁଭୁରୁ ଚନ୍ଦନର ବାସ୍ନା l ସରିବାର ନାଁ ନେଉ ନଥାଏ ଥମୁନଥିବା ଈଶ୍ୱରଙ୍କ ବିଚ୍ଛେଦ ପରର ଲୁହ ଓ କୋହର ଉତ୍କଣ୍ଠା l ହଁ, ନିଆଁ ଈଶ୍ୱରଙ୍କ ଦେହରେ ଜୋର୍…

ଏବେ ପଚାରୁଛି ଅଣାକାର ବ୍ରହ୍ମ, ଆପଣମାନେ ଖୁସି ତ?

ବ୍ୟସ୍ତ ଭର୍ତ୍ତି ସକାଳରେ ସୀମାହୀନ ଆବେଗ ସବୁ ଫ୍ଲୋରିଡାର ମାଇଲ୍ ମାଇଲ୍ ବ୍ୟାପୀ ଚକମକ୍ ରାଜରାସ୍ତାରେ ପହଣ୍ଡି କରୁଥିଲେ । ପରାଗ ସାରି ସିନ୍ଦୁରା ଫଟା ସୂର୍ଯ୍ୟ ହସି ହସି ପଦାକୁ ଆସୁଥିଲା। ଚାରିଆଡେ ଅଚିହ୍ନା, ନାହିଁ ନଥିବା ନିରବତାର ବରଷୁଥିବା ରାଜୁତି। ବାସ୍ ! ଭିତରେ କାହିଁ କାହାର…

ବିରାଟ ବାହିନୀର ୪ ମ୍ୟାଚ୍ ୱିନିଂ ଖେଳାଳି ଯେଉଁମାନେ ଦେଇପାରନ୍ତି ପାକିସ୍ତାନକୁ ମାତ୍

ରାଜନୀତିର ମୈଦାନ ହେଉ କିମ୍ବା ଖେଳର ମୈଦାନ, ଭାରତ ଓ ପାକିସ୍ତାନ ସବୁବେଳେହୋଇଥାନ୍ତି ଦୁନିଆର ସବୁଠାରୁ ଦୁଇ ବଡ ପ୍ରତିଦ୍ୱନ୍ଦୀ । ସର୍ବଦା ଦୁଇ ଦେଶ ମଧ୍ୟରେ ଜବରଦସ୍ତ ପ୍ରତିଦ୍ୱନ୍ଦିତା ଦେଖିବାକୁ ମିଳେ ଆଉ ଯେତେବେଳେ ଏହି ଦୁଇ ଦେଶ ଖେଳର ମୈଦାନରେ ସମ୍ନାସାମ୍ନି ହୁଅନ୍ତି ତ ମାହୋଲ ଖୁବ ଗରମ…

ଏକଦା ଗୋ ସମ୍ପଦର ସୁରକ୍ଷା ପାଇଁ ସଂଘର୍ଷ କରୁଥିବା ବ୍ୟକ୍ତି ଆଜି ଗୋ ସମ୍ପଦ ମନ୍ତ୍ରୀ, କେମିତି ଥିଲା ପ୍ରତାପ…

ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସମସ୍ତଙ୍କର ପ୍ରିୟ ପ୍ରତାପ ନାନାରୁ ଏବେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଂକ ମନ୍ତ୍ରୀ ମଣ୍ଡଳରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଏବଂ ପ୍ରାଣୀ ଓ ପଶୁସମ୍ପଦ ରାଷ୍ଟ୍ରମନ୍ତ୍ରୀ। ନିଜର ସରଳ, ଅମାଇକ, ନିଷ୍କପଟ ଓ ନିରାଡମ୍ବର ଜୀବନ ଶୈଳୀକୁ ନେଇ ସେ ଯେତିକି ଜନପ୍ରିୟ,…

ଏବେ ରିଏଲ ଲାଇଫରେ ଖେଳାଯିବ PUBG ଗେମ, ଖେଳିବେ ୧୦୦ ଖେଳାଳି, ପ୍ରାଇଜର ମୂଲ୍ୟ ୯୦ ଲକ୍ଷ

PUBG ମୋବାଇଲ ଗେମ ବିଷୟରେ କିଏ ବା ନ ଜାଣେ? ଭାରତରେ ଏହି ଖେଳକୁ ନେଇ ଅନେକ ବିବାଦ ସୃଷ୍ଟି ହୋଇଛି । କେତେକ ସହରରେ ଏହି ଖେଳକୁ ସମ୍ପୂର୍ଣ ରୂପେ ବନ୍ଦ କରିବା ପାଇଁ ମଧ୍ୟ ଦାବି ହେଉଛି । ଏଭଳି ପରିସ୍ଥିତିରେ ଯଦି ଆମେ ଆପଣଙ୍କୁ କହୁ ଯେ PUBG ମୋବାଇଲ ଗେମ ଏବେ ସ୍ମାର୍ଟଫୋନରେ ନୁହେଁ ବରଉଁ…

ଦୁନିଆର ଏହି ବିଚିତ୍ର ଜୀବକୁ ମିଳିଛି ଅମରତ୍ତ୍ବର ବରଦାନ, ଜାଣନ୍ତୁ କଣ ଏହାର ବିଶେଷତ୍ୱ

ଏ ଧରା ପୃଷ୍ଠରେ ଯିଏ ଜନ୍ମ ଗ୍ରହଣ କରିଛି ତାର ମୃତ୍ୟୁ ସୁନିଶ୍ଚିତ। ଇତିହାସ ପୃଷ୍ଠାକୁ ଅବଲୋକନ କଲେ ଆପଣ ଜାଣିପାରିବେ ଯେ ଏଠି କେହିବି ଅମର ହୋଇ ରହି ନାହାନ୍ତି । ସ୍ୱୟଂ ଭଗବାନ ମଧ୍ୟ ଅବତାର ଗ୍ରହଣ କଲା ପରେ ମୃତ୍ୟୁବରଣ କରିଛନ୍ତି । ତେଣୁ ଓଡ଼ିଆରେ ଏକ ପ୍ରବାଦ ରହିଛି, "ମର୍ତ୍ତ୍ଯ ମଣ୍ଡଳେ…

ଜାଣନ୍ତି କି କେମିତି ପୃଥିବୀ ପୃଷ୍ଠରେ ହେଲା ଜୀବନର ଉତ୍ପତ୍ତି

ପୃଥିବୀ ପୃଷ୍ଠରେ ଜୀବନର ଅସ୍ତିତ୍ଵକୁ ନେଇ ବୈଜ୍ଞାନିକମାନେ ବିଭିନ୍ନ ପ୍ରକାରର ଉଦାହରଣ ଦେଇଛନ୍ତି । ଏବେ ଭାରତୀୟ ବୈଜ୍ଞାନିକମାନଙ୍କ ନେତୃତ୍ୱରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ଜୀବନ ପାଇଁ ଆବଶ୍ୟକ କାର୍ବନ, ନାଇଟ୍ରୋଜେନ ଏବଂ ଅନ୍ୟ ଏହିଭଳି ତତ୍ତ୍ୱ ସମ୍ବଳିତ ଗ୍ରହ ମାନଙ୍କର ପରସ୍ପର…

ପୁରୁଣା ପ୍ରେମକୁ ଭୁଲିବାକୁ ଚାହୁଁଛନ୍ତି କି ? ସାହାଯ୍ୟ କରିବ ମାତ୍ର ତିନି ଟୋପା ମହୁ, ଜାଣନ୍ତୁ କିପରି କରିବେ…

ପ୍ରେମ ଶାଶ୍ୱତ । ପ୍ରେମ ଚିରନ୍ତନ । ପ୍ରେମର ସଂଜ୍ଞା ଅବର୍ଣ୍ଣନୀୟ । ଯକ୍ଷ, ରକ୍ଷ ଓ କିନ୍ନର ସମସ୍ତେ ଏଥିରେ କବଳିତ । ସ୍ୱୟଂ ଭଗବାନ ବି ପ୍ରେମ କବଳରୁ ରକ୍ଷା ପାଇପାରି ନାହାନ୍ତି । କିନ୍ତୁ ଏହି ପ୍ରେମ ପାଇଁ ମଧ୍ୟ ମଣିଷକୁ ବେଳେ ବେଳେ ଆତ୍ମହତ୍ୟାର ବାଟ ବାଛିବାକୁ ପଡିଥାଏ, ଅବିଶ୍ବସନୀୟ…

ଲୁଟେରାଙ୍କୁ ଦେଖି ଭୟରେ ପଳାଇଲା ପୁଲିସ, କହିଲା ପାଖରେ ହତିଆର ନ’ଥିଲା

ସାଉଥ ଦିଲ୍ଲୀର ସୈନିକ ଫାର୍ମ ହାଉସର ଏକ ଘରେ ଚାରିଜଣ ବଦମାସ ଶ୍ରେଣୀୟ ବ୍ୟକ୍ତି ଦୀର୍ଘ ୪୦ ମିନିଟ ଧରି ଲୁଟପାଟ କରିଥିଲେ । ଲୁଟ ସମୟରେ ସେମାନେ ଘରର ସମସ୍ତ ସଦସ୍ୟଙ୍କୁ ମଧ୍ୟ ବନ୍ଦୀ ବନାଇଥିଲେ ଏବଂ ପ୍ରାୟ ୧୫ ଲକ୍ଷ ଟଙ୍କାର ଅଳଙ୍କାର ଏବଂ ଟଙ୍କା ଧରି ଫେରାର ହୋଇ ଯାଇଥିଲେ । କିନ୍ତୁ ଏ…

ଆତ୍ମା ଓ ଏହାର ଉପସ୍ଥିତି, କେତେ ସତ କେତେ ମିଛ

ଆତ୍ମା ଓ ଏହାର ଉପସ୍ଥିତି, କେତେ ସତ କେତେ ମିଛ ! କ'ଣ ସତରେ ଅଛନ୍ତି ଆତ୍ମା ? କ'ଣ ସତରେ ଏ ଦୁନିଆରେ ରହିଛି କିଛି ଅଲୌକିକ ଶକ୍ତି ? ଆପଣ କଣ ଆତ୍ମାର ଉପସ୍ଥିତି ଉପରେ ବିଶ୍ୱାସ କରନ୍ତି ? ଯଦି ହଁ, ତେବେ ଏ ବିଷୟରେ ଆପଣଙ୍କର ନିଜର ବ୍ୟକ୍ତିଗତ ମତ କ'ଣ ? ଏ ଭଳି କିଛି ଭୌତିକ ପ୍ରଶ୍ନର ଉତ୍ତର…

ପବିତ୍ର ଗଣେଶ ପୂଜା ଅବସରରେ ପୁରୀ ବେଳାଭୂମିରେ ଗଜାନନଙ୍କ ବାଲୁକକଳା

ପବିତ୍ର ଗଣେଶ ପୂଜା ଅବସରରେ ପୁରୀ ବେଳାଭୂମିରେ ତିଆରି ହୋଇଛି ଗଜାନନଂକ ମୂର୍ତ୍ତି । ସମ୍ପୂର୍ଣ୍ଣ ତଥ୍ୟ ପାଇଁ ଦେଖନ୍ତୁ ଏହି ଭିଡ଼ିଓ ।