ଜାଣନ୍ତିକି କପିଳ ଶର୍ମା ଶୋ’ ରେ କେବଳ ହସିବା ପାଇଁ କେତେ ଫି ନେଉଥିଲେ ଅର୍ଚ୍ଚନା
ଗୋଟେ ସମୟରେ ଅର୍ଚ୍ଚନା ପୁରନ ସିଂହ ନିଜ ସବୁ ପ୍ରକାର ଚରିତ୍ରରେ ନିଜ ଅଭିନୟର ଯାଦୁ ପାଇଁ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ । କିନ୍ତୁ କମେଡି ରିଆଲିଟି ଶୋ' ହିଁ ତାଙ୍କୁ ଅଧିକ ଲୋକପ୍ରିୟତା ଦେଇଥିଲା । ଏମିତିକି ତାଙ୍କ ନାଁ ଆଗରେ "ଲାଫ୍ଟର କୁଇନ"…