ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା ହାଈଓ୍ବା ଟ୍ରକ

କାମାକ୍ଷାନଗର(କେ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅନ୍ତର୍ଗତ ଭୁବନ ଥାନା ଦୟାଣାବିଲି ଛକ ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା ହାଈଓ୍ବା ଟ୍ରକ। ସ୍ଥାନୀୟ ଲୋକେ ଖବର ଦେବାପରେ ଭୁବନ ଅଗ୍ନିଶମ ବାହିନି ଯାଇ ନିଆଁକୁ ଆୟତ୍ତ କରିଥିଲେ । ହେଲେ ଟ୍ରକରେ ନିଆଁ ଲାଗିବାର ପ୍ରକୃତ କାରଣ ଜଣା…

ସାହସକୁ ସାଲ୍ୟୁଟ : ଖାଲି ହାତରେ ବିରାଟକାୟ ବିଷଧର ସାପଟିକୁ କାବୁ କରିନେଲେ ମହିଳା

ପୃଥିବୀ ପୃଷ୍ଠରେ ଦେଖାଯାଉଥିବା ବିଷଧର ଜୀବଜନ୍ତୁ ମାନଙ୍କ ଭିତରୁ ସାପ ସବୁଠୁ ମାରାତ୍ମକ । ସାପ ଟିଏ ଦେଖିବା ମାତ୍ରେ ସେ ଯେତେ ବଡ ଲୋକ ହୋଇଥାଉ ପଛେ ଭୟବିତ ହୋଇଯାନ୍ତି | ଆଉ ତା ପାଖକୁ ଯିବା କି ତା ସାଙ୍ଗରେ ଲାଗିବା ତ ଦୂରର କଥା । କିନ୍ତୁ ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ସାପ…

୧୫ ଡିଗ୍ରୀ ସେଲସିୟସ ତାପମାତ୍ରାରେ ଟି-ସାର୍ଟ ଟିଏ ପିନ୍ଧି ରହିପାରନ୍ତି ସୋନମ ! ଜାଣନ୍ତୁ କେମିତି

ଅମୀର ଖାନଙ୍କ ଥ୍ରୀ ଇଡିଆଟ୍ସ ମୁଭି ତ ଆପଣଙ୍କର ନିଶ୍ଚିନ୍ତ ରୂପେ ମନେଥିବ । ଯେଉଁଥିରେ ବଲିଉଡର ମିସ୍ଟର ପରଫେକ୍ସନିଷ୍ଟ ଭାବେ ଜଣା ଅମୀର ଖାନ ରନଛୋଡ ଦାସ ଶ୍ୟାମଲ ଦାସ ଛାଂଚଡ ଭୂମିକାରେ ନଜର ଆସିଥିଲେ । ଖାଲି ଅମୀର ଖାଁ ନୁହନ୍ତି ତାଙ୍କ ସହିତ ଆର ମାଧବନ ଓ ସର୍ମନ ଯୋଶୀଙ୍କ ଦମଦାର ଅଭିନୟ…