ଘଞ୍ଚ ଜଙ୍ଗଲ ଭିତରେ ଆଣ୍ଠୁଗଣ୍ଠିର ଚିକିତ୍ସା କରାଉଛନ୍ତି ମହେନ୍ଦ୍ର ସିଂହ ଧୋନି, ଭାଇରଲ ହେଉଛି ଫଟୋ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଆଣ୍ଠୁ ଗଣ୍ଠି ଜନିତ ସମସ୍ୟାରୁ ମୁକ୍ତିପାଇବା ପାଇଁ ଜଣେ ଆୟୁର୍ବେଦୀୟ ଡାକ୍ତରଙ୍କ ପରାମର୍ଶ ନେଉଛନ୍ତି ।  ଏକ ବିଶେଷ ସୂତ୍ରରୁ ଜଣାଯାଇଛିଯେ ଡାକ୍ତର ଧୋନିଙ୍କ ଠାରୁ ଫିସ ବାବଦରେ ମାତ୍ର ୪୦ ଟଙ୍କା ନେଉଛନ୍ତି ।  ମାସରୁ ଅଧିକ…

ଅବିକଳ କ୍ୟାଟ୍ରିନାଙ୍କ ଭଳି ଦେଖାଯାଉଛନ୍ତି ଏହି ମଡେଲ, ସୋସିଆଲ ମିଡିଆରେ ଛାଇ ରହିଛି ତାଙ୍କ ଜଲୱା

ଅନେକ ସମୟରେ ଦେଖାଯାଏ ବଲିଉଡ ଷ୍ଟାର ମାନଙ୍କର ଅବିକଳ ନକଲ ସାମ୍ନାକୁ ଆସନ୍ତି । କିନ୍ତୁ ଏମାନେ କେବଳ ମାତ୍ର ସୋସିଆଲ ମିଡିଆରେ ହିଁ ହିଟ ହୋଇଥାନ୍ତି । ଫିଲ୍ମ ଇଣ୍ଡଷ୍ଟ୍ରିରେ ଖୁବ କମ ଜଣ ଏମିତି ଥିବେ ଯେଉଁମାନେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବେ । ଅବଶ୍ୟ ଆଜିକାଲି ସୋସିଆଲ…

ମଣିପୁର ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୮୧କୁ ବୃଦ୍ଧି, ମାଟି ତଳେ ୫୫ ଜଣ ଥିବା ନେଇ ଆଶଙ୍କା

ମଣିପୁର ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୮୧କୁ ବୃଦ୍ଧି । ମାଟି ତଳେ ଆହୁରି ପାଖାପାଖି ୫୫ ଜଣ ପୋତି ହୋଇରହିଥିବା ନେଇ ସୂଚନା ମିଳିଛି । କହିରଖିବା ଉଚିତ ହେବକି ମଣିପୁର ନୋନୀ ଜିଲ୍ଲା ତୁପୁଲ ରେଳ ଷ୍ଟେସନ ନିକଟରେ ମୁତୟନ ହୋଇଥିବା ୧୦୭ ଟେରିଟୋରିଆଲ ଆର୍ମି ଭୂସ୍ଖଳନର ଶିକାର ହୋଇଥିଲେ। ବୁଧବାର…

ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନର ହାତ ବଢ଼ାଇଲା ଶିରୋମଣି ଅକାଳୀ ଦଳ

ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଶିରୋମଣି ଅକାଳୀ ଦଳ ନିଜ ସମର୍ଥନ ଜଣାଇଛି । ଆଜି ଅପରାହ୍ନ ସମୟରେ ନିଜର ଏହି ନିଷ୍ପତ୍ତି ବାବଦରେ ଘୋଷଣା କଲା ଦଳ । କହିରଖିବା ଉଚିତ ହେବକି ଦୀର୍ଘ ୨୧ ମାସ ହେଲା ବିଜେପି ମେଣ୍ଟରୁ ଦୂରେଇ ଯାଇଥିଲା ଶିରୋମଣି ଅକାଳୀ ଦଳ । କିନ୍ତୁ ଆଗକୁ…

ଥରେ ଦେଖନ୍ତୁ ମାଙ୍କଡ ମୁହଁର ଏକ୍ସପ୍ରେସନ, ଆପଣ ହସି ହସି ଗଡ଼ିଯିବେ

ଏହି ଭିଡିଓଟି ୧.୫୫ ସେକେଣ୍ଡର । ଆପଣ ମାନେ ଦେଖିପାରୁଥିବେ କେମିତି ଏକ ମାଙ୍କଡ ବିନ୍ସ ଭାଙ୍ଗୁଥିବାର କାମ କରୁଛି । ଯାହା ଜଣାପଡୁଛି ଏହା ଏକ ପୋଷା ମାଙ୍କଡ । ଯିଏ ଘରର ସବୁ କାମ ବି କରିଦେଇଥାଏ । ସେଥିପାଇଁ ତ ହୁଏତ ତାକୁ ଘର ଲୋକେ ବିନ୍ସ ଭାଙ୍ଗିବା କାମ ଦେଇଦେଇଛନ୍ତି । ଏହି କାମ କରିବାରେ…

ଶାକାହାରୀ ମାନେ ନିହାତି ଖାଇବା ଦରକାର ଏହି ସବୁ ଖାଦ୍ୟ, ଶରୀରକୁ ମିଳିବ ଭିଟାମିନ ବି 12

ବିଭିନ୍ନ ଭିଟାମିନ୍ସ ତଥା ମିନେରାଲ୍ସ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ନିହାତି ଆବଶ୍ୟକ ।  ଶରୀରରେ ଏଗୁଡିକର ସନ୍ତୁଳନ ରକ୍ଷା ହେବା ହେବା ନିହାତି ଜରୁରୀ ।  ଶରୀରରେ ବିଟାମିନ 12 କମ ହେବା କାରଣରୁ ଅନେକ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଦିଏ ।  ଯେଉଁମାନେ ଅମିଶାଷୀ ସେମାନଙ୍କୁ ତ ଅନେକ ସ୍ରୋତରୁ…

ସୁନା ଉପରେ ୪.୨୫ ପ୍ରତିଶତ ପର୍ଯ୍ୟନ୍ତ କଷ୍ଟମ ଡ୍ୟୁଟି ବଢ଼ାଇଲେ ସରକାର, ପେଟ୍ରୋଲ ଓ ଡିଜେଲ ଉପରେ ବି ଅଧିକ ଦେବାକୁ ହେବ…

କେନ୍ଦ୍ର ସରକାରଙ୍କ ତରଫରୁ ଗୁରୁବାର ସୁନା ଉପରେ କଷ୍ଟମ ଡ୍ୟୁଟି ୪.୨୫ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ସରକାରଙ୍କ ଏହି ନିଷ୍ପତ୍ତି ପରେ ସୁନା ଉପରେ କଷ୍ଟମ ଡ୍ୟୁଟି ୧୦ .୭୫ ପ୍ରତିଶତରୁ ବଢି ୧୫ ପ୍ରତିଶତରେ ପହଞ୍ଚିଛି । ଏହା ସହ ପେଟ୍ରୋଲ-ଡିଜେଲର କିଣାକିଣି ଉପରେ ଏକ୍ସସାଇଜ…

ପଦୋନ୍ନତିର ସବୁଠୁ ବଡ଼ ନିର୍ଦେଶନାମା ଜାରି କଲେ ମୋଦି ସରକାର, ଥରକରେ ୮୦୦୦ କର୍ମଚାରୀ ହେବେ ଉପକୃତ

କେନ୍ଦ୍ର ସରକାର ପୁଣି ଥରେ କେନ୍ଦ୍ର ସଚିବାଳୟ କ୍ୟାଡରରେ ଅବସ୍ଥାପିତ ୮ ହଜାରରୁ ଅଧିକ କର୍ମଚାରୀ ମାନଙ୍କ ପ୍ରମୋସନକୁ ନେଇ ଏକ ବଡ ଆଦେଶ ଦେଇଛନ୍ତି  । କହିରଖିବା ଉଚିତ ହେବକି ଏହି ଆଦେଶ ଅଧୀନରେ ଆସୁଥିବା ସଂଖ୍ୟା ଆଧାରରେ ଏହି ପଦୋନ୍ନତି ସବୁଠୁ ବଡ ଧରଣର ପଦନ୍ନୋତି ହେବ ବୋଲି ଜଣାଯାଇଛି  ।…

ପୋଲିସ କନେଷ୍ଟବଳଙ୍କୁ ଭୁଜାଲିରେ ଆକ୍ରମଣ କଲେ ଗୋରୁ ବେପାରୀ, ମୁହଁ ହାତ ଏବଂ ଜଙ୍ଘରେ ଲାଗିଛି ଗଭୀର ଆଘାତ

ଜଳେଶ୍ୱର(କେ ନ୍ୟୁଜ): ଗୋରୁ ବେପାରୀଙ୍କ ଆକ୍ରମଣରେ ପୋଲିସ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଧିତପୁରା ଗ୍ରାମରେ ଗତକାଲି ରାତିରେ ବେଆଇନ ଭାବରେ ଗୋରୁ ବୋଝେଇ ହୋଇଥିବା ଏକ ଟାଟା ଏସି ଗାଡିକୁ ସ୍ଥାନୀୟ ଲୋକେ ଅଟକ ରଖି…

ଝୁଲନ୍ତା ଅବସ୍ଥାରେ ବାପ ପୁଅଙ୍କର ମୃତ ଦେହ ଉଦ୍ଧାର, ତଦନ୍ତ ଜାରି ରଖିଛି ପୋଲିସ

ବାଂଶପାଳ(କେ ନ୍ୟୁଜ): କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଳକ ଅନ୍ତର୍ଗତ ନୟାକୋଟ ଥାନା ବାଂଶପାଳ ଗାଁରେ ବାପ ପୁଅଙ୍କର ଘର ନିକଟସ୍ଥ ଜଙ୍ଗଲରେ ଥିବା ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ହେଲେ କେନ୍ଦୁଝର ଜିଲ୍ଲା ବାଂଶପାଳ ରଜାବନ୍ଧ ମୁଣ୍ଡା ସାହିର ଶୁକ୍ରା ମୁଣ୍ଡା…

ଆକାଉଣ୍ଟକୁ ଆସିଲା ଦରମାର ୨୮୬ ଗୁଣ ରାଶି, ଟଙ୍କା ଧରି ଚମ୍ପଟ ମାରିଲେ ବ୍ୟକ୍ତି

ବେଳେ ବେଳେ ଜୀବନରେ ଏମିତି କିଛି ଘଟେ ଯାହା ବାବଦରେ ହୁଏତ ଆମେ କେବେ ବି ଆଶା କରିନଥିବୁ । ଚି଼ଲ୍ଲୀର ଜଣେ ବ୍ୟକ୍ତିଙ୍କ ସହିତ ବି ଏମିତି କିଛି ଘଟିଛି । ଯାହା ଶୁଣିବାକୁ ଯେତେ ଅଜବ ଲାଗୁଛି ପ୍ରକୃତ ଘଟଣାଟି ବି ସେତିକି ଅଜବ । ପ୍ରକୃତରେ ବ୍ୟକ୍ତି ଜଣଙ୍କ ନିଜ ଅଫିସରୁ ସମୟାନୁସାରେ ଦରମା…

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ହେଲେ ଫଡନାଭିସ୍

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏକନାଥ ସିନ୍ଦେ । ଦେବେନ୍ଦ୍ର ଫଡନାଭିସ୍ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ମହାରାଷ୍ଟ୍ର ରାଜଭାବନରେ ରାଜ୍ୟପାଳ ଭଗତ ସିଂହ ଖୋସିୟାରୀ ଶପଥ ପାଠ କରାଇଥିବା ଜଣାଯାଇଛି । ଯେବେକି ଉପମୁଖ୍ୟମନ୍ତ୍ରୀ ଭାବରେ ଦେବେନ୍ଦ୍ର ଫଡନାଭିସ୍ ଡେପୁଟି…