କରୋନା ଅପଡେଟ: ଦେଶରେ ଗତ ୨୪ ଘଂଟାରେ ୮୬ ହଜାର ୦୫୨ ନୂଆ ସଂକ୍ରମିତ ଚିହ୍ନଟ, ୧୧୪୧ ମୃତ

ଆଜି ଭାରତରେ କରୋନା ସଂକ୍ରମିତ ସଂଖ୍ୟା ୫୮ ଲକ୍ଷ ପାର ହୋଇଛି । ଏମଧ୍ୟରୁ ୪୭ ଲକ୍ଷ ଲୋକ ସଂକ୍ରମିତ ସୁସ୍ଥ ହୋଇ ଫେରିଥିବା ବେଳେ ୯ ଲକ୍ଷରୁ ଉର୍ଦ୍ଧ୍ୱ ରୋଗୀଙ୍କର ଦେଶର ବିଭିନ୍ନ ହସ୍ପିଟାଲରେ ଅନ୍ୟ ମାନଙ୍କ ଚିକିତ୍ସା ଚାଲିଛି । ଦେଶରେ ବର୍ତ୍ତମାନ ସୁଦ୍ଧା ସୁସ୍ଥତା ହାର ୮୧.୭୪ପ୍ରତିଶତ…

ଆଇପିଏଲ 2020 : ୬୯ ବଲରେ ୧୩୨ ରନ କରି ସଚିନଙ୍କ ରେକର୍ଡ ଭାଙ୍ଗିଲେ ରାହୁଲ

ଗୁରୁବାର ଆରସିବି ବିପକ୍ଷ ମ୍ୟାଚରେ ଶତକ ମାରିଛନ୍ତି କିଙ୍ଗସ ଇଲେଭେନ ପଞ୍ଜାବ କ୍ୟାପଟେନ କେ.ଏଲ. ରାହୁଲ । ଗୁରୁବାର ଆୟୋଜିତ ଏହି ମ୍ୟାଚରେ ଆରସିବି ବିପକ୍ଷରେ ୬୯ ବଲରେ ଅପରାଜିତ ୧୩୨  ରନ କରି କିମ୍ବଦନ୍ତୀ ଖେଳାଳି ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି ରାହୁଲ । ରାହୁଲଙ୍କ ଏହି…

ଆସନ୍ତାକାଲି ଏନସିବିରେ ହାଜର ହେବେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌, ଆଜି ରକୁଲ ଓ କରିସ୍ମାଙ୍କୁ କରାଯିବ ଜେରା

ଆସନ୍ତାକାଲି ଏନସିବିରେ ହାଜର ହେବେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ । ଆଜି ଏନ୍‌ସିବି ଆଗରେ ହାଜର ହୋଇଥାନ୍ତେ, ହେଲେ ଶନିବାର ହାଜର ହେବା ନେଇ ଜଣାପଡିଛି । ସମନ୍‌ ପାଇବା ପରେ ଗତକାଲି ରାତି ୯ଟାରେ ସ୍ୱାମୀ ରନ୍‌ବୀର କପୁରଙ୍କ ସହ ଦୀପିକା ଗୋଆରୁ ଆସି ମୁମ୍ବାଇରେ ପହଞ୍ଚିଛନ୍ତି ।…

ଭାରତରେ କରୋନା ନେବ ଆହୁରି ମୁଣ୍ଡ ! ନୀତି ଆୟୋଗ ଦେଲା ଏହି ଚାଞ୍ଚଲ୍ୟକର ଚେତାବନୀ

ଭାରତରେ କରୋନା ସଂକ୍ରାମିତଙ୍କ ସଂଖ୍ୟା ଦିନ କୁ ଦିନ ବଢ଼ିବାରେ ଲାଗିଛି । ନୀତି ଆୟୋଗ ସଦସ୍ୟ ଡାକ୍ତର ବି.କେ. ପଲଙ୍କ କହିବା ଅନୁଯାୟୀ, ଯଦି ବେଳହୁଁ ସାବଧାନତା ଅବଲମ୍ବନ ନକରାଯାଏ ତେବେ ଭାରତ ଜଣସଂଖ୍ୟାର ପ୍ରାୟ ୮୫ ପ୍ରତିଶତ ବା ୧୦୦ କୋଟି ଲୋକେ କରୋନା ସଂକ୍ରମିତ ହେବାର ଆଶଙ୍କା ରହିଛି ।…

ଶରୀରର ରୋଗ ପ୍ରତିରୋଧୀ ଶକ୍ତି ବୃଦ୍ଧି କରେ କରମଙ୍ଗା, ଜାଣନ୍ତୁ ଆଉ କଣ ରହିଛି ଏହାର ଅନ୍ୟସବୁ ଫାଇଦା

ଗାଁ ଗହଳିରେ କରମଙ୍ଗା ଗଛ ଅନେକ ମାତ୍ରାରେ ଦେଖାଯାଏ । ଲୋକେ ଏହାକୁ ଏକ ସାଧାରଣ ଫଳ ଭାବି ଖାଉଥିଲେ ମଧ୍ୟ ଏହାର ପ୍ରକୃତ ଗୁଣ ବାବଦରେ ହୁଏତ ଅଜଣା ଥାନ୍ତି |। ଏହା ଏକ ସାଇଟ୍ରିକ ଏସିଡ ଯୁକ୍ତ ଫଳ ହୋଇଥିବା ବେଳେ ଏଥିରେ ପ୍ରଚୁର ପରିମାଣରେ ଭିଟାମିନ- ସି ଥାଏ । ଏହା ବାଦ ଏହି ଫଳରେ ଭାରି…

ଭାରତୀୟ ବଜାରରେ Anker ଲଞ୍ଚ କଲା 10W ୱେୟାରଲେସ ଚାର୍ଜର, ୨ ଗୁଣା ସ୍ପୀଡରେ ଚାର୍ଜ ହେବ ଡିଭାଇସ

ଆମେରିକୀୟ ଇଲେକ୍ଟ୍ରୋନିକ୍ସ କମ୍ପାନୀ "ଆଙ୍କର" ଭାରତୀୟ ବଜାରରେ 10W ର ଏକ ୱେୟାରଲେସ ଚାରଜିଙ୍ଗ ପ୍ୟାଡ଼ "ପାୱାରୱେବ ବେସ ପ୍ୟାଡ଼" ଲଂଚ କରିଛି । କମ୍ପାନୀ ପକ୍ଷରୁ ଦାବି କରାଯାଇଛିକି, ଏହି ୱେୟାରଲେସ ଚାର୍ଜର ସାହାଯ୍ୟରେ କୌଣସି ଡିଭାଇସକୁ ଫାଷ୍ଟ ଚାରଜିଙ୍ଗ ସପୋର୍ଟ ମିଳିପାରିବ । ଯାହାକି…

KWAN ଟ୍ୟାଲେଣ୍ଟ ଏଜେନ୍ସି ମୁଖ୍ୟଙ୍କ ବିରୋଧରେ କାଷ୍ଟିଙ୍ଗ କାଉଚ ଅଭିଯୋଗ ଆଣିଲେ ବଲିଉଡ୍‌ ଅଭିନେତ୍ରୀ ସେରଲିନ ଚୋପ୍ରା

ବଲିଉଡ୍‌ ଅଭିନେତ୍ରୀ ସେରଲିନ ଚୋପ୍ରା ଆଣିଲେ ସଙ୍ଗିନ ଅଭିଯୋଗ । KWAN ଟ୍ୟାଲେଣ୍ଟ ଏଜେନ୍ସି ବିରୋଧରେ ମୁହଁ ଖୋଲିଲେ ଅଭିନେତ୍ରୀ । ସଂସ୍ଥାର ପ୍ରତିଷ୍ଠାତା ଅନିର୍ବାଣ ତାଙ୍କ ସହ ଅସଦାଚରଣ କରିଥିବା ସେରଲିନ ଚୋପ୍ରା ଟ୍ଵିଟ୍‌ ଜରିଆରେ ସୂଚନା ଦେଇଛନ୍ତି । ତାଙ୍କ ଶରୀରର କିଛି ପ୍ରାଇଭେଟ୍‌…

ମାତ୍ର ୭ ମିନିଟ ଭିତରେ ମରୁଭୂମି ହେବ ଶସ୍ୟଶ୍ୟାମଳା, ଏହି ଜବରଦସ୍ତ ପ୍ରଣାଳୀରେ କରନ୍ତୁ ଚାଷ

ଅତ୍ୟାଧୁନିକ ପ୍ରଣାଳୀରେ ମରୁ ଅଂଚଳକୁ ସବୁଜିମା କ୍ଷେତରେ ପରିଣତ କରାଯାଇପାରିବା ଭଳି ଏକ ନୂତନ ଟେକନିକ ପଦାକୁ ଆସିଛି । ନରୱେର ଏକ କମ୍ପାନୀ ଏହି ପ୍ରଣାଳୀରେ ଦୁବାଇର ମରୁକ୍ଷେତରେ ସୁନାର ଫସଲ ଉତ୍ପାଦ କରିବା ପ୍ରଣାଳୀ ମାର୍ଚ୍ଚ ମାସ ଆରମ୍ଭ କରିଥିଲେ । ମାର୍ଚ୍ଚ ମାସରେ ଆରମ୍ଭ ହୋଇଥିବା ଏହି…

ଫଲୋ କରନ୍ତୁ ଏହି ୫ ପ୍ରାକୃତିକ ଟିପ୍ସ, ଦୀର୍ଘ ଦିନର ପେଟ ସମସ୍ୟା ହୋଇଯିବ ଛୁ ମନ୍ତର

ଅନିୟମିତ ଖାଦ୍ୟପେୟ, ବ୍ୟସ୍ତବହୁଳ ଜୀବନଶୈଳୀ କାରଣରୁ ବର୍ତ୍ତମାନ ସମୟରେ ଆନେକଙ୍କ ଶରୀରରେ ନାନାଦି ରୋଗ ଦେଖାଦେଉଛି । ଅନେକଙ୍କ ଠାରେ ପେଟ ଜନିତ ସମସ୍ୟା ଯେମିତିକି ଗ୍ୟାସ, ପେଟ କଟା, କୋଷ୍ଠ କାଠିନ୍ୟ ପରି ସମସ୍ୟା ଯେମିତି ପିଛା ଛାଡ଼ୁନି । ଆଉ ମଧ୍ୟ ଦୀର୍ଘ ଦିନ ଧରି ଯଦି ଏହି ସମସ୍ୟା ଲାଗି…

ଦେଶରେ ୯୧ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା, ୨୪ ଘଣ୍ଟାରେ ଜୀବନ ହାରିଲେ ୧୧୨୯

ନୂଆଦିଲ୍ଲୀ: ଦେଶରେ କରୋନା କାୟା ଦ୍ରୁତ ଗତିରେ ଜାରି ରହିଛି । ଆକ୍ରାନ୍ତ ସଂଖ୍ୟା ସହ ସୁସ୍ଥ ସଂଖ୍ୟା ବି ବଢୁଥିବା କାରଣରୁ ଏହା କିଛିଟା ଆଶ୍ବସ୍ତି ଆଣିଛି । ଗତ ୨୪ ଘଣ୍ଟା ଭିତରେ ଦେଶରେ ୮୬ ହଜାର ୫୦୮ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ୧୧୨୯ଜଣଙ୍କ ମୃତ୍ୟୁ ହୋଇଛି । ଏହି ତଥ୍ୟ କେନ୍ଦ୍ର…

ମୋ ସହ ଭେଟ ହେବା ପୂର୍ବରୁ ସୁଶାନ୍ତଙ୍କର ଡ୍ରଗ୍ସ ନେବା ଅଭ୍ୟାସ ଥିଲା : ରିୟା ଚକ୍ରବର୍ତ୍ତୀ

ସୁଶାନ୍ତ ମୁତ୍ୟୁ ମାମଲା ସହ ଉଠିଥିବା ଡ୍ରଗ୍ସ ଲିଙ୍କକୁ ନେଇ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ସମେତ ତାଙ୍କ ଭାଇ ସୌଭିକଙ୍କୁ ଏନସିବି ପକ୍ଷରୁ ଗିରଫ କରାଯାଇଛି । ବର୍ତ୍ତମାନ ସମୟରେ ରିୟା ଜେଲରେ ଥିବା ବେଳେ ମୁକୁଳିବା ପାଇଁ ମୁମ୍ବାଇ ହାଇକୋର୍ଟରେ ଜାମିନ ଆବେଦନ କରିଛନ୍ତି । ହାଇକୋର୍ଟରେ…

୧୦ ହଜାରରୁ କାମ ଦରରେ ପାଇପାରିବେ Redmiର ଏହି ସାନଦାର ଫୋନ, ଆଜିଠୁ ଆରମ୍ଭ ହେଉଛି ସେଲ

ସାଓମୀର ଶସ୍ତା ସ୍ମାର୍ଟଫୋନ ରେଡ଼ମୀ 9i ର ସେଲ ଆଜି ଦ୍ବିପହର ୧୨ଟା ଠାରୁ ଆରମ୍ଭ ହୋଇଯାଇଛି । ଏହାକୁ ଅନଲାଇନ ସପିଙ୍ଗ ୱେବସାଇଟ ଫ୍ଲିପକାର୍ଟ ଓ କମ୍ପାନୀର ୱେବସାଈଟ Mi. com ରୁ ସହଜରେ କିଣାଯାଇପାରିବ । କହିରଖିବା ଉଚିତ ହେବକି ଚଳିତ ମାସ ପ୍ରଥମ ସପ୍ତାହରେ ହିଁ ଏହି ସ୍ମାର୍ଟଫୋନ ଟିକୁ…