ଅନୁଗୁଳ : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ନେଇ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଉତ୍ତେଜନା

ଅନୁଗୁଳ : ଜିଲ୍ଲାର ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚକିତ୍ସା ଅବହେଳାରୁ ଜଣେ ରୋଗୀର ମୃତ୍ୟୁକୁ ନେଇ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଉତ୍ତେଜନା ଦେଖାଦେଇଛି । ମିଳିଥିବା ସୂଚନା ଅନୁଯାୟୀ ଦେବଗଡ଼ କୁଣ୍ଢେଇଗୋଳା ଥାନା ଖଇରାପାଲି ଗ୍ରାମର ଦିଲ୍ଲୀପ କୁମାର ସାହୁ ଗୁରୁବାର ରାତିରେ…

ବର୍ଷେ ମଧ୍ୟରେ ୪ଟି ବିପତ୍ତିକୁ ସଫଳତାର ସହ ମୁକାବିଲା କରିଛି ଓଡିଶା : ସଞ୍ଜୟ ଦାସ ବର୍ମା

କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରିବା ପାଇଁ ଦେଶ ଭିତରେ ରହୁଥିବା ଓଡ଼ିଆମାନେ କୋଭିଡ୍ ଯୋଦ୍ଧାମାନଙ୍କ ମନୋବଳ ବୃଦ୍ଧି ପାଇଁ ଆସନ୍ତାକାଲି ସନ୍ଧ୍ୟା ସମୟରେ ସାମୂହିକ ଭାବେ ବନ୍ଦେ ଉତ୍କଳ ଜନନୀ ଗାନ କରାଯିବ । ଏଥିରେ ବିଭିନ୍ନ ରାଜନୈତିକ ଦଳ ଓ ସାମାଜିକ ସଂଗଠନ ସହ ବିଜେଡି ର ସମସ୍ତ ସାଙ୍ଗଠନିକ…

ବିପଦ ସଂକୁଳରେ ରହୁଛନ୍ତି ପାଞ୍ଚ ପରିବାର, ସରକାରଙ୍କ ଯୋଜନା ଏମାନଙ୍କ ପାଇଁ ସାତ ସ୍ବପ୍ନ

ବଣାଇ(କେନ୍ଯୁଜ୍): ସରକାର ଗରିବଙ୍କ ପାଇଁ ଭଲରେ ରହିବା ପାଇଁ ବିଭିନ୍ନ ଯୋଜନାରେ ପକ୍କା ଘର ନିର୍ମାଣ କରୁଥିବା ବେଳେ ପ୍ରକୃତ ହିତାଧିକାରୀ ଏହି ଯୋଜନା ପାଇ ପାରୁନାହାନ୍ତି । ଏବେବି କାହାର ଘର ନାହିଁ ତ କିଏ ବିପଦ ସଂକୁଳରେ ରହୁଛନ୍ତି । ଆଦିବାସୀ ପରିବାର ଦଶ ବର୍ଷ ହେଲା ଦୌଡ଼ି ଦୌଡ଼ି…

ସତର୍କ ରୁହନ୍ତୁ, ଆଗାମୀ ୫ ଦିନ ଯାଏଁ ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ରହିବ ଜାରି, ୧୦ ଜିଲ୍ଲାକୁ ୟେଲୋ ଓ…

କେନ୍ୟୁଜ୍ (ବ୍ୟୁରୋ): ଓଡିଶା ମଧ୍ୟକୁ ଉତ୍ତର-ପଶ୍ଚିମ ଏବଂ ପଶ୍ଚିମ ଦିଗରୁ, ଗରମ ଏବଂ ଶୁଷ୍କ ବାୟୁ ପ୍ରବାହିତ ହେଉଛି । ଏଥିପାଇଁ  ଆଗାମୀ ୫ ଦିନ ଯାଇଁ ଅନୁଗୁଳ, ବୌଦ୍ଧ, ସୋନୁପୁର,ବଲାଙ୍ଗୀର, କଲାହାଣ୍ଡି, ନୂଆପଡା, ବରଗଡ଼ , ଝାରସୁଗୁଡା, ସମ୍ବଲପୁର ଏବଂ ମାଲକାନଗିରି ଜିଲ୍ଲା ଗୁଡିକରେ କିଛି…

ପାରଳାଖେମୁଣ୍ଡି ଠାରେ କରୋନା ଯମକୁ ଦେଖିବା ପାଇଁ ଲୋକଙ୍କ ଭିଡ଼

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଠାରେ ଏକ କରୋନା ଯମ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ଏହାର ନେତୃତ୍ୱ ନେଇଥିଲେ ଏସ୍‌ପି ସାରା ଶର୍ମା । ଜନସାଧାରଣଙ୍କୁ କରୋନା ସଂକ୍ରମଣରୁ ରକ୍ଷା କରିବା ପାଇଁ ଏହି ପ୍ରୟାସ ଥିଲା ଅନ୍ୟତମ । ଯାହା ଲୋକମାନଙ୍କ ଦ୍ୱାରା…

ଆସିଲା ‘ଫେଲୁଦା’ ଟେଷ୍ଟିଂ କିଟ୍‌, ମାତ୍ର ପାଞ୍ଚ ଶହ ଟଙ୍କାରେ ହେବ କୋଭିଡ୍‌ ପରୀକ୍ଷା

ସ୍ୱଦେଶୀ ଜ୍ଞାନ କୈାଶଳରେ ନିର୍ମିତ ହୋଇଛି କରୋନା ଟେଷ୍ଟିଂ କିଟ୍‌ । ମାତ୍ର ୩୦ ମିନିଟ୍‌ରେ ଦେବ ଯାଞ୍ଚ ରିପୋର୍ଟ । ଜଣାପଡ଼ିଯିବ ଆପଣ ପଜେଟିଭ୍‌ ନା ନେଗେଟିଭ । ତାହା ପୁଣି ମାତ୍ର ୫ ଶହ ଟଙ୍କାରେ । ଏପରି ଟେଷ୍ଟିଂ କିଟ୍‌ ଉଦ୍ଭାବନ କରିଛନ୍ତି ଭାରତୀୟ ବୈଜ୍ଞାନିକ । ଟେଷ୍ଟିଂ କିଟ୍‌ର ନାମ…

କରୋନା ପ୍ରଭାବ : ସବୁଠି ସଫା ଆଉ ସଫା, ୨୦ ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚିଲା ଉତ୍ତର ଭାରତର ବାୟୁ ପ୍ରଦୂଷଣ

କରୋନା ଏବେ ସାରା ବିଶ୍ୱ ପାଇଁ ଅଭିଶାପ ପାଲଟିଛି । କରୋନା ପାଇଁ ଯେଉଁ ଚିନ୍ତା ଏବେ ସାରା ବିଶ୍ୱରେ ଦେଖାଯାଇଛି । ଦିନେ ଏପରି ଚିନ୍ତାରେ ପକାଇ ଥିଲା ପ୍ରଦୂଷଣ । ମାତ୍ର କରୋନା କାରଣରୁ ଏହି ପ୍ରଦୂଷଣ ମାତ୍ରା ଏବେ ବହୁ ମାତ୍ରାରେ କମି ଯାଇଛି । ମଣିଷ ପାଇଁ ଏହା ଅଭିଶାପ ପାଲଟିଥିବା ବେଳେ…

କାହାର ସର୍ବନାଶ କାହାର ପୁଷ ମାସ : କରୋନା ଭାଇରସ୍‌ ବିଶ୍ୱ ଅର୍ଥନୀତିକୁ ଧରାଶାୟୀ କରିଥିବା ବେଳେ ମାଲାମାଲ୍‌ ହୋଇଛି…

କରୋନା ମାଡ଼ରେ ବିଶ୍ୱ ବିଶ୍ୱ ଅର୍ଥନୀତି ଅଣ୍ଟା ଭାଙ୍ଗି ଯାଇଛି । ବଡ଼ ମାନ୍ଦାବସ୍ଥା ଦେଖାଯାଇଛି ବିଶ୍ୱର ଆର୍ଥିକ ସ୍ଥିତିରେ । ଦୋଦୁଲ୍ୟମାନ ବିକଶିତ ଓ ବିକାଶଶୀଳ ରାଷ୍ଟ୍ରର ଆର୍ଥିକ ସ୍ଥିତି । କରୋନା ପାଇଁ ଅନେକ ରାଷ୍ଟ୍ର ମାସ ମାସ ଧରି ଲକ୍ଡାଉନରେ ଅଛନ୍ତି । ଉତ୍ପାଦନ ଓ କାରବାର ଠପ୍ ।…

ପଶୁପକ୍ଷୀ ଓ ନିରାଶ୍ରୟଙ୍କୁ ବାଣ୍ଟିଲେ ଖାଦ୍ୟ, କିସ୍‌ର ଦୁଇ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

କେନ୍ୟୁଜ(ବ୍ୟୁରୋ): ଲକ୍‌ଡାଉନ୍‌ ବେଳେ ମହାନତା । ପଶୁପକ୍ଷୀ ଓ ନିରାଶ୍ରୟଙ୍କୁ ବାଣ୍ଟିଲେ ଖାଦ୍ୟ । ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଲେ । କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ୍‌ ସାଇନସେସ୍‌ ବା କିସ୍‌ରେ କାର୍ଯ୍ୟରତ ଦୁଇ ଅଧିକାରୀଙ୍କୁ ଏଥିପାଇଁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ।…

ଟ୍ରମ୍ପ୍‌ଙ୍କୁ ମାରିବା ପାଇଁ ଇରାନ୍‌ ଘୋଷଣା କଲା କୋଟି କୋଟି ଟଙ୍କାର ପୁରସ୍କାର

ଦୁବାଇ : ଆମେରିକା ରାଷ୍ଟ୍ରପତି ଡୋନାଲଡ୍‌ ଟ୍ରମ୍ପ୍‌ଙ୍କୁ ହତ୍ୟା କଲେ ପୁରସ୍କାର ମିଳିବ ୫୬୦ କୋଟି ଟଙ୍କା । ଏଭଳି ଘୋଷଣା କରାଯାଇଛି ଇରାନ୍‌ ପକ୍ଷରୁ । ମେଜର ଜେନେରାଲ କାସିମ୍‌ ସୁଲେମାନିଙ୍କୁ ଆମେରିକା ଡ୍ରୋନ୍‌ ଆକ୍ରମଣ କରି ମାରିବା ପରେ ଏବେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି…

ବିଦେଶରେ ଶିକ୍ଷକ ସମ୍ପର୍କ କାର୍ଯ୍ୟକ୍ରମରେ ସାମିଲ ହେଲେ କୋରାପୁଟ ଯୁବକ, ସୂଚନା ଜାରି କଲା ଆମେରିକାର ସ୍ପେସ…

ଉପାନ୍ତ ଅଞ୍ଚଳ କୋଟପାଡ଼ ସହରର ଜଣେ ଯୁବକ ଓଡ଼ିଶା ଏବଂ ଛତିଶଗଡ଼ ପାଇଁ ପ୍ରଥମ ଆମେରିକା କୋଲର୍ଡ଼ ସ୍ପ୍ରୀଂଗ୍ସ ସ୍ପେସ ଫାଉଣ୍ଡେସନ ଶିକ୍ଷକ ସମ୍ପର୍କ କାର୍ଯ୍ୟକ୍ରମ (TLP) ରେ ସାମିଲ ହୋଇ କୋରାପୁଟ ପାଇଁ ଗୋୖରବ ଆଣିଛନ୍ତି । ଏହି ସଫଳତା ପାଇଁ ଚାରିଆଡୁ ବିଶ୍ୱନାଥଙ୍କ ପାଖକୁ ପ୍ରସଂସାର ସୁଅ…

ନୂଆବର୍ଷର ଖୁସି ପାଲଟିଗଲା ଦୁଃଖ, ଲିଫ୍ଟ ନେଇଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଇନ୍ଦୋର (ମଧ୍ୟପ୍ରଦେଶ): ମଙ୍ଗଳବାର ଦିନ ସାରା ବିଶ୍ୱ ଥିଲା ଉତ୍ସବ ମୁଖର । ୨୦୧୯ ବର୍ଷକୁ ବିଦାୟ ଦେଇ ନୂତନ ବର୍ଷ ୨୦୨୦କୁ ସ୍ୱାଗତ କରୁଥିଲେ ସମସ୍ତେ । ଆନନ୍ଦ ଉଲ୍ଲାସ ଆଉ ମଜା ମସ୍ତି ଚାଲିଥିଲା । ଏହାରି ଭିତରେ ଘଟିଲା ଏକ ଭୟଙ୍କର ଅଘଟଣ । ଗୋଟିଏ ପରିବାର ହୋଇଥିଲା ଦୁର୍ଘଟଣାର ସମ୍ମୁଖୀନ ।…