ବାଂଶଡ଼ା ପଞ୍ଚାୟତକୁ ୩୬ ଘଣ୍ଟିଆ ସଟ୍‌ଡାଉନ୍‌ ଘୋଷଣା କଲେ ସ୍ଥାନୀୟ ସରପଞ୍ଚ

ଚାନ୍ଦବାଲି(କେନ୍ୟୁଜ୍‌) :  ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ବାଂଶଡା ପଞ୍ଚାୟତ କୁ ୩୬ଘଣ୍ଟିଆ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ସ୍ଥାନୀୟ ସରପଞ୍ଚ । ୨୨ ତାରିଖ (ବୁଧବାର) ସକାଳ ୬ ଟାରୁ ୨୩ ତାରିଖ (ଗୁରୁବାର) ସଂଧ୍ୟା ୭ ଟା ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି । ବାଂଶଡା ଥାନାରେ…

ଏମିତି ସ୍ୱଚ୍ଛ ରଖନ୍ତୁ ନିଜ ମାସ୍କ, ମତ ଦେଲେ ବୈଜ୍ଞାନିକ

କରୋନା ମହାମାରୀର ଏଭଳି କଠିନ ପରିସ୍ଥିତିରେ ଘରୁ ବାହାରକୁ ପାଦ କାଢିଲେ ମୁଁହରେ ମାସ୍କ ଲଗାଇବା ଅତ୍ୟନ୍ତ ଜରୁରୀ ହୋଇ ପଡିଛି । ମାସ୍କ ଏବେ ସମସ୍ତଙ୍କ ଜୀବନର ଏକ ଅଙ୍ଗ ପାଲଟିଛି । ତେବେ ବାହାରକୁ ଗଲେ ମାସ୍କ ଧୂଳି ମଳି ଓ ଝାଳ ହେବା ସହିତ ସେଥିରେ ଭୂତାଣୁ ରହିବାର ସମ୍ଭାବନା ମଧ୍ୟ ଅଧିକ…

ଜାଣନ୍ତୁ ଶ୍ରାବଣ ଶିବରାତ୍ରୀ ଭକ୍ତଙ୍କ ପାଇଁ କାହିଁକି ହୋଇଥାଏ ମହତ୍ତ୍ୱପୂର୍ଣ୍ଣ ?

ହିନ୍ଦୁ ଗଣନା ଅନୁସାରେ ପ୍ରତି ବର୍ଷର କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ମାସରେ ଶିବରାତ୍ରି ପଡିଥାଏ । ଏହି ଦିନରେ ଶିବଲିଙ୍ଗର ବିଶେଷ ପୂଜାର୍ଚ୍ଚନା କରିବା ସହ ଶ୍ରଦ୍ଧାଳୁ ବ୍ରତ ମଧ୍ୟ ରଖିଥାନ୍ତି । ସେହିପରି ଶ୍ରାବଣ ମାସରେ ପଡୁଥିବା ଶିବରାତ୍ରିକୁ ଶ୍ରାବଣ ଶିବରାତ୍ରି ମଧ୍ୟ କୁହାଯାଏ । ତେବେ…

ଯେଉଁ ମହିଳାଙ୍କ ରାଶି ତୁଳା, ଜାଣନ୍ତୁ କେମିତି ହୋଇଥାଏ ସେମାନଙ୍କ ସ୍ଵଭାଵ

ପ୍ରତ୍ୟେକ ମଣିଷର କିଛି ଭଲ ଗୁଣ ବା ଖରାପ ଗୁଣ ଥାଏ । ମଣିଷର ଉଚିତ୍ ବ୍ୟବହାର ଦ୍ୱାରା ହିଁ ସେ ସମସ୍ତଙ୍କ ପାଖରେ ପ୍ରିୟ ହୋଇପାରନ୍ତି । ଏସବୁ କିଛି ମାତ୍ରାରେ ତାଙ୍କ ରାଶି ଉପରେ ପଡିଥିବା ପ୍ରଭାବ ଦ୍ୱାରା ହୋଇଥାଏ । ଆଜି ଆସନ୍ତୁ ଜାଣିବା ତୁଳା ରାଶିର ମହିଳାଙ୍କ ସମ୍ପର୍କରେ କିଛି ଅଜଣା…

ସ୍ୱାମୀ ପାଲଟିଲା ପିଶାଚ: ସ୍ତ୍ରୀକୁ ହତ୍ୟା କରି ଥାନାରେ କଲା ଆତ୍ମ ସମର୍ପଣ

ଟାଙ୍ଗୀ(କେନ୍ୟୁଜ୍‌) : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ୍‌ ଅଧୀନ ନରେନ୍ଦ୍ରପୁର ଗ୍ରାମରେ ରବିବାର ପାରିବାରିକ କଳହରୁ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଜଣେ ସ୍ୱାମୀ ତା’ର ସ୍ତ୍ରୀକୁ ହତ୍ୟା କରି କରିଛି ଥାନାରେ ଆତ୍ମ ସମର୍ପଣ । ସୂଚନା ଅନୁସାରେ, ନରେନ୍ଦ୍ରପୁର ଗ୍ରାମର ଚିତ୍ତରଞ୍ଜନ…

କଅଁଳ ବୟସର ଚପଳାମି ନେଇଗଲା ଜୀବନ, ବାଇକ ଚଳାଇ ଦୁର୍ଘଟଣାରେ ଚାଲିଗଲା ୪ ନାବାଳକଙ୍କ ଜୀବନ,ଏକାଠି ଜଳିଲା ଜୁଇ

କୋରାପୁଟ(କେନ୍ୟୁଜ୍):  କୋରାପୁଟ ଜିଲ୍ଲାରେ ଘଟିଛି  ଏକ ଦୁଃଖଦ ଘଟଣା। ମୋଟର ସାଇକେଲ ଦୁର୍ଘଟଣାରେ ଚାଲିଯାଇଛି ୪ଜଣଙ୍କ ଜୀବନ।  ପାଡୁଆ ଡାକ ବଙ୍ଗଳାରୁ   ମାତ୍ର ୧୦୦ ମିଟର ଦୂରରେ ଘଟିଛି ଏହି  ମର୍ମନ୍ତୁଦ ସଡକ ଦୁର୍ଘଟଣା। ସବୁଠାରୁ ଦୁଃଖଦ କଥା ହେଉଛି ବାଇକଟିକୁ ଚଲାଉଥିଲେ ଜଣେ  ନାବାଳକ ଓ…

ପୁଣି ତେଜିଲା କଳା ପଲ୍‌ସର ଆତଙ୍କ, ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନା ହାର

ସୋର(କେନ୍ୟୁଜ୍‌): ପୁଣି ତେଜିଲା କଳା ପଲ୍‌ସର ଆତଙ୍କ । ବାଲେଶ୍ବର ଜିଲ୍ଲା ସୋର ଥାନା ୧୬ନଂ ଜାତୀୟ ରାଜପଥ ଉତ୍ତରେଶ୍ବର ଛକ ନିକଟରେ ଜଣେ ମହିଳାଙ୍କ ବେକରୁ ସୁନା ଚେନ ଲୁଟିନେଇଛନ୍ତି ଦୁର୍ବୃତ୍ତ । ସୁଚନା ଅନୁସାରେ ସୋର ଥାନା ନିଶ୍ଚିନ୍ତପୁର ପଞ୍ଚାୟତ କୁଡେଇ ଗ୍ରାମର ତ୍ରିନାଥ ଖିଲାରଙ୍କ…

ଅନୁଗୁଳ : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ନେଇ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଉତ୍ତେଜନା

ଅନୁଗୁଳ : ଜିଲ୍ଲାର ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚକିତ୍ସା ଅବହେଳାରୁ ଜଣେ ରୋଗୀର ମୃତ୍ୟୁକୁ ନେଇ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଉତ୍ତେଜନା ଦେଖାଦେଇଛି । ମିଳିଥିବା ସୂଚନା ଅନୁଯାୟୀ ଦେବଗଡ଼ କୁଣ୍ଢେଇଗୋଳା ଥାନା ଖଇରାପାଲି ଗ୍ରାମର ଦିଲ୍ଲୀପ କୁମାର ସାହୁ ଗୁରୁବାର ରାତିରେ…

ବର୍ଷେ ମଧ୍ୟରେ ୪ଟି ବିପତ୍ତିକୁ ସଫଳତାର ସହ ମୁକାବିଲା କରିଛି ଓଡିଶା : ସଞ୍ଜୟ ଦାସ ବର୍ମା

କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରିବା ପାଇଁ ଦେଶ ଭିତରେ ରହୁଥିବା ଓଡ଼ିଆମାନେ କୋଭିଡ୍ ଯୋଦ୍ଧାମାନଙ୍କ ମନୋବଳ ବୃଦ୍ଧି ପାଇଁ ଆସନ୍ତାକାଲି ସନ୍ଧ୍ୟା ସମୟରେ ସାମୂହିକ ଭାବେ ବନ୍ଦେ ଉତ୍କଳ ଜନନୀ ଗାନ କରାଯିବ । ଏଥିରେ ବିଭିନ୍ନ ରାଜନୈତିକ ଦଳ ଓ ସାମାଜିକ ସଂଗଠନ ସହ ବିଜେଡି ର ସମସ୍ତ ସାଙ୍ଗଠନିକ…

ବିପଦ ସଂକୁଳରେ ରହୁଛନ୍ତି ପାଞ୍ଚ ପରିବାର, ସରକାରଙ୍କ ଯୋଜନା ଏମାନଙ୍କ ପାଇଁ ସାତ ସ୍ବପ୍ନ

ବଣାଇ(କେନ୍ଯୁଜ୍): ସରକାର ଗରିବଙ୍କ ପାଇଁ ଭଲରେ ରହିବା ପାଇଁ ବିଭିନ୍ନ ଯୋଜନାରେ ପକ୍କା ଘର ନିର୍ମାଣ କରୁଥିବା ବେଳେ ପ୍ରକୃତ ହିତାଧିକାରୀ ଏହି ଯୋଜନା ପାଇ ପାରୁନାହାନ୍ତି । ଏବେବି କାହାର ଘର ନାହିଁ ତ କିଏ ବିପଦ ସଂକୁଳରେ ରହୁଛନ୍ତି । ଆଦିବାସୀ ପରିବାର ଦଶ ବର୍ଷ ହେଲା ଦୌଡ଼ି ଦୌଡ଼ି…

ସତର୍କ ରୁହନ୍ତୁ, ଆଗାମୀ ୫ ଦିନ ଯାଏଁ ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ରହିବ ଜାରି, ୧୦ ଜିଲ୍ଲାକୁ ୟେଲୋ ଓ…

କେନ୍ୟୁଜ୍ (ବ୍ୟୁରୋ): ଓଡିଶା ମଧ୍ୟକୁ ଉତ୍ତର-ପଶ୍ଚିମ ଏବଂ ପଶ୍ଚିମ ଦିଗରୁ, ଗରମ ଏବଂ ଶୁଷ୍କ ବାୟୁ ପ୍ରବାହିତ ହେଉଛି । ଏଥିପାଇଁ  ଆଗାମୀ ୫ ଦିନ ଯାଇଁ ଅନୁଗୁଳ, ବୌଦ୍ଧ, ସୋନୁପୁର,ବଲାଙ୍ଗୀର, କଲାହାଣ୍ଡି, ନୂଆପଡା, ବରଗଡ଼ , ଝାରସୁଗୁଡା, ସମ୍ବଲପୁର ଏବଂ ମାଲକାନଗିରି ଜିଲ୍ଲା ଗୁଡିକରେ କିଛି…

ପାରଳାଖେମୁଣ୍ଡି ଠାରେ କରୋନା ଯମକୁ ଦେଖିବା ପାଇଁ ଲୋକଙ୍କ ଭିଡ଼

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଠାରେ ଏକ କରୋନା ଯମ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ଏହାର ନେତୃତ୍ୱ ନେଇଥିଲେ ଏସ୍‌ପି ସାରା ଶର୍ମା । ଜନସାଧାରଣଙ୍କୁ କରୋନା ସଂକ୍ରମଣରୁ ରକ୍ଷା କରିବା ପାଇଁ ଏହି ପ୍ରୟାସ ଥିଲା ଅନ୍ୟତମ । ଯାହା ଲୋକମାନଙ୍କ ଦ୍ୱାରା…