Odisha News

ଆପଣଙ୍କ ପକେଟରେ ହେବ ମହଙ୍ଗା ମାଡ, ଅଗଷ୍ଟ ରେ ଝଟକା ପାଇଁ ରୁହନ୍ତୁ ପ୍ରସ୍ତୁତ

ଆସନ୍ତାକାଲିଠୁ ଆରମ୍ଭ ହେବ ଅଗଷ୍ଟ ମାସ । ଏହି ନୂଆ ମାସରେ ବଦଳିଯିବ ବହୁତ କିଛି । ଏହି ପରିବର୍ତ୍ତନ କିଛି କ୍ଷେତ୍ରରେ ଆପଣଙ୍କୁ ଦେବ ଆଶ୍ବସ୍ତି ତ ଆଉ କିଛି କ୍ଷେତ୍ରରେ ପକେଟ୍ ହେବ ଢିଲା । ଆସନ୍ତୁ ଜାଣିବା କେଉଁ ପରିବର୍ତ୍ତନ ସିଧା ଆପଣଙ୍କ ପକେଟ୍ ଉପରେ ପକାଇବ ପ୍ରଭାବ । ଦାମ୍ ବଢାଇଲା…

ମୁସଲିମ୍ ଡେଲିଭରୀ ବୟଠୁ ଖାଦ୍ୟ ନେବାକୁ ମନା କଲେ ହିନ୍ଦୁ ଗ୍ରାହକ, Zomato ଦେଲା ଉଚିତ୍ ଶିକ୍ଷା

ଧର୍ମର ଅଫିମ ଖାଇ ସଂପ୍ରଦାୟର ନିଶାରେ ଚୁର ମଣିଷ । ସଂପ୍ରଦାୟ – ସଂପ୍ରଦାୟ ମଧ୍ୟରେ ଏଠି ସୃଷ୍ଟି ହେଉଛି ଝଡ । କେଉଁଠି ମାରପିଟ୍ ତ କେଉଁଠି ହେଉଛି ଦଙ୍ଗା । ଇଶ୍ବର ବିଶ୍ବାସକୁ ନେଇ କେବଳ ହେଉଛି ବିବାଦ । ଦୁଇ ସମ୍ପ୍ରଦାୟ ମଧ୍ୟରେ ଘୃଣାର ଗଭୀରତା ଏତେ ବଢିଯାଇଛି ଯେ ତାର ଛିଟା ଦେଖିବାକୁ…

ବେଲ୍ ମିଳିଲା ଜଣକୁ କିନ୍ତୁ ଜେଲରୁ ବାହାରିଲା ଆଉ ଜଣେ

କୋର୍ଟ ବେଲ୍ ଦେଲେ ଜଣକୁ ହେଲେ ଜେଲରୁ ବାହାରିଲେ ଆଉ ଜଣେ । ଆଜ୍ଞା ହଁ , ଏଭଳି ଏକ ଘଟଣା ଘଟିଛି ବିହାରର ସିୱାନରେ । ପ୍ରକୃତରେ ଡକାୟତି ମାମଲାରେ ଗିରଫ ହେଇଥିବା ଦୁଇ ଅଭିଯୁକ୍ତଙ୍କ ନାମ ସମାନ ଥିଲା । ତେବେ ଯେଉଁ ଅଭିଯୁକ୍ତକୁ କୋର୍ଟ ବେଲ୍ ଦେଇଥିଲେ ତା ସ୍ଥାନରେ କ୍ଲର୍କର ଭୁଲ୍ ଯୋଗୁଁ…

ଗଜପତି : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ତେଲ ବୋହି ନେଲେ ଲୋକ

ଗଜପତି : କିଏ ସାର୍ଟରେ ବୋହି ନେଉଛି ତ ଆଉ କିଏ ବୋହି ନେଉଛି ଗାମୁଛାରେ । ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ତେଲ ବୋହି ନେବାକୁ ଲୋକଙ୍କ ଭିଡ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ରାୟଗଡା ମାର୍ଲଭା ଘାଟିରେ । ଆଜି ଦୁର୍ଘଟଣା ହୋଇଥିବା ହୋଇଥିବା ଏକ ଟ୍ୟାଙ୍କରରୁ ଡିଜେଲ୍ ନିର୍ଗତ ହୋଇଥିଲା ।…

ଲାଲ୍ କିଲା ସାମ୍ନାରେ ଧଳାକୁର୍ତ୍ତାରେ ସଲମାନ୍ , ଭାଇରାଲ୍ ହେଉଛି ସାଇକେଲ୍ ଚଲାଉଥିବା ଭିଡିଓ

ନିଜର ଆଗାମୀ ଫିଲ୍ମ ଦବଙ୍ଗ ୩ ର ସୁଟିଂ ରେ ବ୍ୟସ୍ତ ଭାଇଜାନ୍ । ତେବେ ଏହା ମଧ୍ୟରେ ସଲମାନଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଦେଖିବାକୁ ମିଳିଛି ଧଳା କୁର୍ତ୍ତା ପିନ୍ଧି ଲାଲ୍ କିଲା ସାମ୍ନାରେ ସାଇକେଲ୍ ଚଲାଉଛନ୍ତି ସଲମାନ୍ । ଏହା ସହ ସଲମାନଙ୍କ ଆଖପାଖରେ ସିକ୍ୟୁରିଟି ଗାର୍ଡ ମଧ୍ୟ…

ଯୁବକଙ୍କ ନିଦ ହଜାଇଲା ସନି ଲିଓନିଙ୍କ ମୋବାଇଲ୍ ନମ୍ବର, ପ୍ରତିଦିନ ଆସୁଛି ୫୦୦ରୁ ଅଧିକ ଫୋନ୍

ମୁଣ୍ଡବିନ୍ଧାର କାରଣ ହେଲା ମୋବାଇଲ୍ ନମ୍ବର । ଜଣେ ଯୁବକଙ୍କ ନିଦ ହଜାଇ ଦେଇଛି ଅଭିନେତ୍ରୀ ସନି ଲିଓନିଙ୍କ ମୋବାଇଲ୍ ନମ୍ବର । ପ୍ରିୟ ଷ୍ଟାର୍ ସନି ଲିଓନି ଙ୍କର ନମ୍ବର ଭାବି ଯୁବକଙ୍କ ନମ୍ବରକୁ ଫୋନ୍ କରୁଛନ୍ତି ପ୍ରଶଂସକ । ପିତମପୁରାର ଯେଉଁ ଯୁବକଙ୍କ ଏହି ମୋବାଇଲ୍, ଏଯାଏ ତାହା ଦେଶବିଦେଶରୁ…

ରାସ୍ତାରେ ଯାଉଥିବା ପୋଲିସଙ୍କୁ ହଠାତ୍ କିସ୍ କରିବାକୁ ଲାଗିଲା ଯୁବକ, ଭିଡିଓ ଭାଇରାଲ୍

ସର୍ବସାଧାରଣ ସ୍ଥାନରେ ନିଜ ସାଥୀଙ୍କୁ କିସ୍ କଲେ ଉଠାଇନେବ ପୋଲିସ୍ । ଗତ କିଛି ଦିନ ତଳେ ଏମିତି ଏକ ଖବର ଆସିଥିଲା । କିନ୍ତୁ ଥରେ ଚିନ୍ତା କରନ୍ତୁ ଯଦି କୌଣସି ପୋଲିସ ଅଫିସରକୁ ସମସ୍ତଙ୍କ ସାମ୍ନାରେ କିସ୍ କଲେ କଣ ହେବ ? ଆଜ୍ଞା ହଁ ସେମିତି ଏକ ଘଟଣା ଘଟିଛି ତେଲେଙ୍ଗାନାର ବୋନାଲୁ ଫେଷ୍ଟିଭାଲ…

ନା ମିଳୁଛି ସିମ୍ , ନା ମିଳୁଛି ଲୋନ୍ . . . କେହି ବୁଝିପାରୁନାହାଁନ୍ତି ଏହି ରାହୁଲ୍ ଗାନ୍ଧୀଙ୍କ ସମସ୍ୟା

ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି ରାହୁଲ୍ ଗାନ୍ଧୀ । ବ୍ୟବସାୟ ପାଇଁ ମିଳୁନି ଲୋନ୍ । ଆଶ୍ଚର‌୍ୟ୍ୟ ହୁଅନ୍ତୁନି । କାରଣ ଏ ମହାଶୟ କଂଗ୍ରେସ୍ ଅକ୍ଷଧ୍ୟ ନୁହଁନ୍ତି । ଏ ହେଉଛନ୍ତି ଆମ ଦେଶରେ ଥିବା ଆଉ ଜଣେ ରାହୁଲ୍ ଗାନ୍ଧୀ । ଆମେ କହୁଛୁ ଇନ୍ଦୋରର ଅଖଣ୍ଡନଗରରେ ରହୁଥିବା ରାହୁଲଙ୍କ କଥା ।…

ଜେଲ୍ ମଧ୍ୟରେ ରକ୍ତାକ୍ତ ସଂଘର୍ଷ, କଏଦୀଙ୍କ ରକ୍ତରେ ହୋଲି ଖେଳିଲେ ସାଥି କଏଦୀ . . ୫୭ ଜଣଙ୍କ ମୃତ୍ୟୁ

ଜେଲ ଭିତରେ ନରସଂହାର । କଏଦୀଙ୍କ ରକ୍ତରେ ହୋଲି ଖେଳିଲେ ସାଥି କଏଦୀ । ଆଉ ଏହି ନାରକୀୟକାଣ୍ଡରେ ଯାଇଛି ୫୭ ଜଣ କଏଦୀଙ୍କ ଜୀବନ । ଏହି ଭୟଙ୍କର ଗ୍ୟାଙ୍ଗ୍ ୱାର ହୋଇଛି ବ୍ରାଜିଲର ଜେଲରେ । ସୂଚନା ମୂତାବକ, ଜେଲର ଏକ ସେଲରେ ନିଆଁ ଲଗାଇଦେଇଥିଲେ କମାଣ୍ଡୋ କ୍ଲାସ ଏ ଗ୍ୟାଙ୍ଗର ସଦସ୍ୟ ।…

ରାତିର ଘନ ଅନ୍ଧାରରେ ଲୁଚି ଲୁଚି ଆସୁଥିଲା ଆଉ ହତ୍ୟା କରି ଚାଲିଯାଉଥିଲା . . . ପଢନ୍ତୁ ନାରାୟଣ ସାହୁର ନାରକୀୟକାଣ୍ଡ

ରହସ୍ୟମୟ ଷ୍ଟୋନମ୍ୟାନ । ପ୍ରଥମେ ପଥରରେ ଛେଚୁଥିଲା, ପରେ ଗଳା କାଟି କରୁଥିଲା ହତ୍ୟା । ରାତିର ଘନ ଅନ୍ଧାରରେ ଲୁଚି ଲୁଚି ଆସୁଥିଲା ଆଉ ହତ୍ୟା କରି ଚାଲିଯାଉଥିଲା । ସିରିୟଲ୍ କିଲର ଆତଙ୍କରେ ଆତଙ୍କୀତ ହୋଇପଡିଥିଲା ସିଲଭର ସିଟି । ସିସିଟିଭିରେ ମିଳୁଥିଲା ସୁରାଗ୍ ହେଲେ ତାର ଆତଙ୍କରେ…

ଚିଲି ପନୀରରୁ ବାହାରିଲା ଝିଟିପିଟି ଲାଞ୍ଜ

ଚିଲି ପନୀରରୁ ବାହାରିଲା ଝିଟିପିଟି । ଲକ୍ଷ୍ନୌର ଏକ ରେଷ୍ଟୁରାଣ୍ଟରେ ଖାଉଥିବା ସମୟରେ ଗ୍ରାହକଙ୍କ ଖାଦ୍ୟରୁ ବାହାରିଲା ଛିଟିପିଟି ଲାଞ୍ଜ । ଘଟଣାକୁ ନେଇ ଅଧିକ ତଦନ୍ତ କରୁଛି ପୋଲିସ୍  । ସୂଚନା ଅନୁସାରେ, ହୋଟେଲ୍ ମେପଲ୍ ଡିଲାଇଟକୁ ନିଜର ଜଣେ ବନ୍ଧୁ ଆକାଶଙ୍କ ସହ ଯାଇଥିଲେ ଅଭିଷେକ…

ନଦୀ ନିକଟରେ କାର୍ ଅଟକାଇଲେ CCDର ମାଲିକ, କଲ୍ କଲେ . . . ଆଉ ତା ପରେ ଗାୟବ

ନିଖୋଜ ଅଛନ୍ତି ଲୋକପ୍ରିୟ କଫି ଚେନ୍ କାଫେ କଫି ଡେ ର ପ୍ରତିଷ୍ଠାତା ବିଜି ସିଦ୍ଧାର୍ଥ । କର୍ଣ୍ଣାଟକର ମାଙ୍ଗଲୋରସ୍ଥିତ ନେତ୍ରାବତୀ ନଦୀ ନିକଟରୁ ସିଦ୍ଧାର୍ଥ ଗାୟବ ହୋଇଥିବା ସୂଚନା ମିଳିଛି । କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସଏମ୍ କ୍ରିଷ୍ଣାଙ୍କ ଜ୍ବାଇ ହେଉଛନ୍ତି ସିଦ୍ଧାର୍ଥ ।…