ଆହତ ଅବସ୍ଥାରେ ଉଦ୍ଧାର ହେଲା ବିରଳ ପ୍ରଜାତିର ଧଳା ଚିଲ, ଅସ୍ତରଙ୍ଗ ବନାଞ୍ଚଳରୁ ମିଳିଲା ସନ୍ଧାନ
ଅସ୍ତରଙ୍ଗ : ଆହତ ଅବସ୍ଥାରେ ଉଦ୍ଧାର ହେଲା ବିରଳ ପ୍ରଜାତିର ଧଳା ଚିଲ । ଅସ୍ତରଙ୍ଗ ବନାଞ୍ଚଳ ଅଧୀନରେ ପକ୍ଷୀଗଣନା ଚାଲିଥିବା ବେଳେ ଧଳା ଚିଲକୁ ବନ ବିଭାଗର କର୍ମୀମାନେ ଉଦ୍ଧାର କରିଛନ୍ତି। ଏହି ବିରଳ ପ୍ରଜାତିର ପକ୍ଷୀଟିକୁ ପ୍ରଥମ ଶ୍ରେଣୀର ଗଣାଯାଇଥାଏ। ଏହି ପକ୍ଷୀ ଅଷ୍ଟ୍ରେଲିଆ,ଶ୍ରୀଲଙ୍କା…