ସ୍ବାମୀ ସାଜିଲା ସୈତାନ, ସ୍ତ୍ରୀର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ କଲା ଭାଇରାଲ୍‌

ନୟାଗଡ଼ : ସ୍ୱାମୀ-ସ୍ତ୍ରୀ କଳିର କରୁଣ ପରିଣତି । ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ୍‌ କଲା ସ୍ୱାମୀ । ନୟାଗଡ଼ ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ତିନି ବର୍ଷର ବୈବାହିକ ଜୀବନରେ ଅନେକ ଥର ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଛି । ଯୌତୁକ ବାବଦରେ ବିଭନ୍ନ ଜିନିଷ…

ନାଲ୍‌କୋ ପ୍ଲାଣ୍ଟରେ ଅଘଟଣ, ସ୍ମେଲଟର କାଷ୍ଟ ହାଉସରେ ଅଗ୍ନିକାଣ୍ଡ ଘଟି ୪ ଜଣ କର୍ମଚାରୀ ଆହତ

ଅନୁଗୁଳ : ନାଲ୍‌କୋ ପ୍ଲାଣ୍ଟରେ ଅଘଟଣ । ସ୍ମେଲଟର କାଷ୍ଟ ହାଉସରେ ଅଗ୍ନିକାଣ୍ଡ ଘଟି ୪ ଜଣ କର୍ମଚାରୀ ଆହତ ହୋଇଛନ୍ତି । ସେମାନଙ୍କୁ ନାଲ୍‌କୋ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ଭୁବନେଶରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ ଜଣେ ମହିଳା କର୍ମଚାରୀ, ୨ ଜଣ…

ପାରଳାଖେମୁଣ୍ଡି ଶିବ ମନ୍ଦିରର ଦୃଶ୍ୟ, ଗୋଟିଏ ସ୍ଥାନରେ ନାଗ ଓ କଇଁଛ

ପାରଳାଖେମୁଣ୍ଡି : ଗୋଟିଏ ସ୍ଥାନରେ ନାଗ ଓ କଇଁଛ । ମନ୍ଦିରରେ ଖେଳୁଛନ୍ତି ନାଗ ଓ କଇଁଛ । ଏପରି ବିରଳ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ପାରଳାଖେମୁଣ୍ଡି ସ୍ଥିତ ଶିବ ମନ୍ଦିରରେ । ଗତକାଲି ଶ୍ରାବଣ ମାସର ପ୍ରଥମ ସୋମବାରରେ ଏପରି ଦେଖିବାକୁ ମିଳିଥିଲା । ନିର୍ଭୟରେ ୫୦ଟି କଇଁଛ ସହ ନାଗ…

ମୟୁରଭଞ୍ଜ : ସଂସ୍କୃତ ମହାବିଦ୍ୟାଳୟର ପ୍ରିନ୍ସିପାଲଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ

ମୟୁରଭଞ୍ଜ : ପ୍ରିନ୍ସିପାଲଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ। ଅଭିଯୋଗ ଆଣିଛନ୍ତି ମୟୁରଭଞ୍ଜ ଜିଲ୍ଲା ଉଦଳାରେ ଥିବା ଲାଲମୋହନ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟାପିକା। କଲେଜ ଅଧ୍ୟକ୍ଷ କମଳାକାନ୍ତ ବେହେରା କାମ ବାହାନାରେ ଡାକି ଅଧ୍ୟାପିକାଙ୍କୁ ଦୁର୍ବ୍ୟବହାର ଓ ଅସଦାଚରଣ କରିଥିଲେ। ଏନେଇ…

କାଶ୍ମୀରର ମଧ୍ୟସ୍ଥତା ନେଇ ଟ୍ରମ୍ପଙ୍କୁ ଅନୁରୋଧ କରିନାହାନ୍ତି ପ୍ରଧାନମନ୍ତ୍ରୀ : ଏସ୍‌.ଜୟଶଙ୍କର

କାଶ୍ମୀର ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିବାଦୀୟ ମନ୍ତବ୍ୟ ଉପରେ ଲୋକସଭା ଓ ରାଜ୍ୟସଭାରେ ସ୍ୱଷ୍ଟୀକରଣ ରଖିଲେ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର । କହିଛନ୍ତି କାଶ୍ମୀରର ମଧ୍ୟସ୍ଥତା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ରମ୍ପଙ୍କୁ ଅନୁରୋଧ କରିନାହାନ୍ତି ।…

ପତ୍ନୀଙ୍କୁ ୩୦୦ ଖଣ୍ଡ କରି କାଟି ଥିଲେ ମେଜର୍‌, ଜାଣନ୍ତୁ ମାମଲା ଏବେ କେଉଁଠି ?

ମଣିଷ ବେଳେବେଳେ ଏତେ ନୃଶଂସ ହୋଇପଡେ ଯେ କିଛି ବି କରିବାକୁ ପଛାଏ ନାହିଁ। ନିଜର ସ୍ବାର୍ଥ ଏବଂ କ୍ରୋଧ ପାଇଁ କାହାର ଜୀବନ ମଧ୍ୟ ନେଇଯାଏ। ଆଉ କେତେବେଳେ କିଛି ଏଭଳି ମାନସିକତା ର ଲୋକ ଅଛନ୍ତିି ଯିଏକି କିଛି ବି ଅଘଟଣ ଘଟାଇ ପାରନ୍ତି । ଏପରି ଏକ ଘଟଣା ୨୦୧୩, ଜୁନ ୩ ତାରିଖରେ ଘଟିଥିଲା।…

ମଣିଷ ପରି ଦେଖାଯାଉଛି ବୁଢିଆଣୀ, ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ

କଣ ଆପଣ କେବେ ମଣିଷ ଭଳି ଦେଖାଯାଉଥିବା ବୁଢିଆଣୀ ଦେଖିଛନ୍ତି। ନାହିଁ ନା, କିନ୍ତୁ ଚୀନ୍ ରେ ଏଭଳି ଏକ ବୁଢିଆଣୀ ଦେଖାଯାଇଛି, ଯାହାର ଚେହୋରା ଦେଖିବାକୁ ବିଲକୁଲ୍ ମଣିଷ ଭଳି। ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାରେ ଥିବା ଏହି ବିଚିତ୍ର ବୁଢିଆଣୀର ଭିଡିଓ ଭାଇରାଲ ହେବାରେ ଲାଗିଛି।…

ପୋଲିସକୁ ଟାର୍ଗେଟ୍‌ ପାଇଁ ମାଓବାଦୀଙ୍କ ନୂଆ ଫଣ୍ଡା, ପାଳ ଭୂତ ଭିତରେ ଖଞ୍ଜାଯାଉଛି ବୋମା

ମାଲକାନଗିରି : ପୋଲିସକୁ ଆକ୍ରମଣ ପାଇଁ ମାଓବାଦୀଙ୍କ ନୂଆ ପଣ୍ଡା । ପାଳ ଭୂତ ଭିତରେ ଖଞ୍ଜାଯାଉଛି ବୋମା । ସିଆରପିଏଫ୍‌ କ୍ୟାମ୍ପ ନିକଟରେ ଜମିରେ ଚଢେଇ ଘଉଡାଇବା ପାଇଁ ଲଗାଯାଉଥିବା ପାଳଭୂତରେ ବୋମା ଖଞ୍ଜୁଛନ୍ତି ମାଓବାଦୀ । ପୋଲିସ ଓ ସିଆରପିଏଫ୍‌ ଯବାନଙ୍କୁ ଟାର୍ଗେଟ୍‌ କରି ଏହି ବୋମା…

ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ, ନାବାଳିକା ଅସଦାଚରଣ ଓ ଶିଶୁ ନିଖୋଜ ପ୍ରସଙ୍ଗରେ ବିରୋଧୀ ବିଧାୟକଙ୍କ…

ଭୁବନେଶ୍ବର : ବିଧାନସବା ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ତାତି। ଶିଶୁ ନିଖୋଜ ଓ ନାବାଳିକା ଅସଦାଚରଣ ପ୍ରସଙ୍ଗରେ ବିରୋଧୀଙ୍କ ହୋହଲ୍ଲା । ଏହି ପ୍ରସଙ୍ଗରେ ବିରୋଧୀ ବିଜେପି ଓ କଂଗ୍ରେସ ସଦସ୍ୟ ମାନେ ହଟ୍ଟଗୋଳ କରିଥିଲେ । ଗୃହର ମଧ୍ୟଭାଗକୁ ଆସି ବିଜେପି ବିଧାୟକମାନେ ହୋହଲ୍ଲା କରିଥିଲେ । ସେହିପରି…

ନିରୀହ ଚନ୍ଦ୍ରଶେଖର କେମିତି ହେଲେ ଆଜାଦ ? ପଢନ୍ତୁ ବିପ୍ଲବୀଙ୍କ ଲୋମଟାଙ୍କୁରା କାହାଣୀ

ବ୍ରିଟିସ୍ ସରକାରଙ୍କ କବଳରୁ ଦେଶକୁ ମୁକ୍ତି ପାଇଁ ଅନେକ ବୀର ସଂଗ୍ରାମୀ ନିଜ ଜୀବନକୁ ବଳିଦେଇଥିଲେ । ଆଉ ସେହିମାନଙ୍କ ମଧ୍ୟରୁ ଅନ୍ୟତମ ଚନ୍ଦ୍ରଶେଖର ଆଜାଦ । ଅହିଁସା ଉପାୟରେ ଯେ, ଦେଶକୁ ସ୍ୱାଧୀନ କରିହେବ ତାହା ତାଙ୍କର ବିଶ୍ୱାସ ନ ଥିଲା । ଜଣେ ବିପ୍ଲବୀ ସଂଗ୍ରାମୀ ଭାବେ ଦେଶର ସ୍ବାଧୀନତା…

ଗଞ୍ଜାମ: ଦିଗପହଣ୍ଡିର କୋଚିଂ ସେଣ୍ଟର ଉପରେ ଚଢାଉ

ଗଞ୍ଜାମ(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର କୋଚିଂ ସେଣ୍ଟର ଉପରେ ଚଢାଉ । ଉଚ୍ଚଶିକ୍ଷା ବିଭାଗର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ କୋଚିଂ ସେଣ୍ଟର ଉପରେ ରେଡ କରିଛନ୍ତି । ଅଭିଯୋଗ ମୁତାବକ ସ୍ଥାନୀୟ ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟର ଅଧ୍ୟାପକ ସୁଧୀର କୁମାର ପଣ୍ଡା କୋଚିଂ ସେଣ୍ଟର…

ବ୍ରହ୍ମପୁର: ପିଇବା ପାଣି ଯୋଗାଣ ଦାବିରେ ରାସ୍ତାକୁ ଓହ୍ଲାଇଲେ ଲୋକେ

ବ୍ରହ୍ମପୁର(କେନ୍ୟୁଜ୍): ବର୍ଷା ଦିନେ ବି ପାନୀୟ ଜଳ ଅଭାବ। ପିଇବା ପାଣି ଯୋଗାଣ ଦାବିରେ ରାସ୍ତାକୁ ଓହ୍ଲାଇଲେ ଲୋକେ। ବ୍ରହ୍ମପୁର ମହାନଗର ନିଗମ ୩୩ ନମ୍ବର ୱାର୍ଡ ଗଜପତି ନଗରରେ ପାନୀୟ ଜଳ ସମସ୍ୟାକୁ ନେଇ ରାସ୍ତାରୋକ। ପାଣିଟାଙ୍କି ନିର୍ମାଣ କରି ଲୋକଙ୍କୁ ପିଇବା ପାଣି ଯୋଗାଇ ଦେବାକୁ ଜଳ…