ମଲାଇକା ଅର୍ଜୁନଙ୍କ ସହ ବିବାହ କରିବାକୁ ନେଇ ଚୁପ୍ ଅଛନ୍ତି, ଜାଣନ୍ତୁ କଣ ରହିଛି ଗୋଆରେ ଗୋପନ ବିବାହ କରିବାର ସତ୍ୟତା

ମଲାଇକା ଅରୋରା ଏବଂ ଅର୍ଜୁନ କପୁରଙ୍କ ବିବାହ ଖବର ନେଇ ଖୁବ୍ ଚର୍ଚ୍ଚା ଦେଖିବାକୁ ମିଳିଛି। ବଲିଉଡର ଏହି କପଲ ୧୯ ଏପ୍ରିଲରେ ବିବାହ କରିବାକୁ ଯାଉଥିବା ବେଳେ ଏହାକୁ ବୋନୀ କପୁର ମିଥ୍ୟା ବୋଲି କହିଛନ୍ତି। ଏହାପରେ ଅର୍ଜୁନ ଏବଂ ମଲାଇକା ନିଜ ବ୍ୟାଚଲର ପାର୍ଟିରେ ମଜା କରିବା ପାଇଁ ମାଳଦ୍ବୀପ…

ବାହା ହେବାକୁ ଜିଦ୍‌ କରିବାରୁ ପ୍ରେମିକାର ତଣ୍ଟି ଚିପି ହତ୍ୟା କଲା ପ୍ରେମିକ, ସୁଟ୍‌କେଶ୍‌ରୁ ମିଳିଲା ମୃତଦେହ

ହାଇଦ୍ରାବାଦ : ପ୍ରେମିକାକୁ ମାରିଦେଲା ପ୍ରେମିକ । ତଣ୍ଟି ଚିପି ମାରିବା ପରେ ସୁଟ୍‌କେଶ୍‌ରେ ମୃତଦେହକୁ ପୂରାଇ ଏକ ଡ୍ରେନ୍‌ରେ ଫିଙ୍ଗି ଦେଲା । ହତ୍ୟାର କାରଣ କଣ ଥିଲା ଜାଣନ୍ତି କି ? କାରଣ ହେଉଛି, ପ୍ରେମିକା ବାହା ହେବା ପାଇଁ ଜିଦ୍‌ କରୁଥିଲା । ଏଇ ଘଟଣା ଘଟିଛି ହାଇଦ୍ରାବାଦରେ । ସୁନୀଲ…

କେନ୍ଦ୍ରରେ କୌଣସି ଦଳ ବହୁମତ ନପାଇଲେ କାହାକୁ ସମର୍ଥନ ଦେବ ବିଜେଡି? ଉତ୍ତର ରଖିଲେ ନବୀନ

କେନ୍ୟୁଜ୍ : କେନ୍ଦ୍ରରେ କାହାକୁ ସମର୍ଥନ ଦେବ ବିଜେଡି ? କେନ୍ଦ୍ରରେ କୌଣସି ଦଳ ବହୁମତ ନପାଇଲେ କାହାକୁ ସମର୍ଥନ ଦେବ ଦଳ ? ଇଣ୍ଡିଆ ଟୁଡେର ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ରାଜୀବ ସରଦେଶାଇଙ୍କ ପ୍ରଶ୍ନର ଉତ୍ତର ଦେଇ ନବୀନ କହିଛନ୍ତି ଓଡ଼ିଶାକୁ ଯିଏ ଲାଭ ଦେବ ତାକୁ ଆମେ ସମର୍ଥନ କରିବୁ । ଆମେ…

ପୁଣି କେନ୍ଦ୍ର ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , କହିଲେ ମୁଁ ଥିବା ଯାଏ କାଳିଆ ଯୋଜନାକୁ କେହି ବନ୍ଦ…

କେନ୍ୟୁଜ୍ : ଅତାବିରାରେ ସାଧାରଣ ସଭାରେ ପୁଣି କେନ୍ଦ୍ର ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚାଷୀ ପ୍ରସଙ୍ଗ ଉଠାଇ ନବୀନ କହିଛନ୍ତି, କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକାର ପାଇଲେଣି । ବିଜେପି କାଳିଆ ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି । ମୁଁ ଥିବା ଯାଏ କାଳିଆକୁ…

ଅଷ୍ଟ୍ରେଲିଆ କଲା ଓ୍ଵାଲ୍ଡ କପ ଟିମର ଘୋଷଣା, ପୁଣି ଦଳକୁ ଫେରିଲେ ଓ୍ଵାର୍ଣ୍ଣର ଏବଂ ସ୍ମିଥ୍‌

ଆଇସିସି ବିଶ୍ୱ କପ୍‌ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି ଅଷ୍ଟ୍ରେଲିଆ । ଦଳର ଅଧିନାୟକ ଏରୋନ ଫିଞ୍ଚ ରହିଥିବା ବେଳେ ବର୍ଷକ ବ୍ୟାନ ପରେ ପୁଣି ଦଳକୁ ଫେରିଛନ୍ତି ଡେଭିଡ୍‌ ଓ୍ଵାର୍ଣ୍ଣର ଏବଂ ଷ୍ଟିଭେନ୍‌ ସ୍ମିଥ୍‌ । ଆଗାମୀ ବିଶ୍ୱକପ୍‌ ଇଂଲଣ୍ଡରେ ଆୟୋଜିତ ହେବ । ଆସନ୍ତା ମେ ୩୦ରୁ ଜୁଲାଇ ୧୪…

ଏବେ ଲ୍ୟାଣ୍ଡଲାଇନ ନମ୍ବରରେ ମଧ୍ୟ ବ୍ୟବହାର କରିପାରିବେ ହ୍ଵାଟ୍ସଆପ୍‌ , ଜାଣନ୍ତୁ କିପରି

ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ ହ୍ଵାଟ୍ସଆପ ଦୁନିଆର ସବୁଠାରୁ ଲୋକପ୍ରିୟ ଇଷ୍ଟାଣ୍ଟ ମେସେଜିଂ ଆପ ମଧ୍ୟରେ ଗଣାଯାଉଛି। ଏହା ଦ୍ୱାରା ପର୍ସନାଲରୁ ଆରମ୍ଭ କରି ପ୍ରଫେସନାଲ ପର‌୍ୟ୍ୟନ୍ତ ସମସ୍ତ ପ୍ରକାରର ବାର୍ତ୍ତାଲାପ କରାଯାଉଛି। ସାଧାରଣତଃ ହ୍ଵାଟ୍ସଆପର ବ୍ୟବହାର ମୋବାଇଲ ନମ୍ବର ଦ୍ୱାରା ହିଁ…

ପାକିସ୍ତାନ ସେନାର ଅଭିଯୋଗ, ଭାଜପା ବିଧାୟକ ନକଲ କରିଛନ୍ତି ତାଙ୍କର ଏକ ଗୀତ

ପାକିସ୍ତାନ ସେନା ଗତ ରବିବାର ଦିନ ଭାରତର ଜଣେ ଭାଜପା ବିଧାୟକଙ୍କ ଉପରେ ଆରୋପ ଲଗାଇଛି। ଅଭିଯୋଗ ଅନୁଯାୟୀ, ବିଧାୟକ ଜଣଙ୍କ ପାକିସ୍ତାନୀ ଗୀତର ନକଲ କରିବା ସହ ସେଥିରେ କିଛି ପରିବର୍ତ୍ତନ କରି ଭାରତୀୟ ଯବାନଙ୍କୁ ସମର୍ପିତ କରିଛନ୍ତି। ପାକିସ୍ତାନୀ ସେନା କହିଛନ୍ତି, ସତ କହିବାରେ ମଧ୍ୟ ଭାରତ…

୩୫ବର୍ଷ ହେଲା ରୋଜଗାରର କିଛି ଅଂଶ ଗୁରୁ ଦକ୍ଷିଣା ଦେଉଛନ୍ତି ଅନୁପମ ଖେର, ଜାଣନ୍ତୁ କାହାକୁ

ମୁମ୍ବାଇ : ବଲିଉଡ଼ର ଜଣେ ଜଣାଶୁଣା ଅଭିନେତା ଅନୁପମ ଖେର ୬୫ ବର୍ଷ ର ହେବାକୁ ବସିଲେନି। ୭ମାର୍ଚ୍ଚ ୧୯୫୫ ମସିହାରେ ଶିମଲାରେ ଜନ୍ମ ନେଇଥିବା ଅନୁପମ ଜଣେ ଅଭିନେତା ହିସାବରେ ୧୯୮୪ ରେ ଦର୍ଶକଙ୍କ ସାମ୍ନାକୁ ଆସିଲେ। ମହେଶ ଭଟଙ୍କ ଫିଲ୍ମ ସାରାଂଶ ରୁ ତାଙ୍କର କ୍ୟାରିଅର ଆରମ୍ଭ ହୋଇଥିଲା। ଏହି…

ବିଜେଡି ନେତା ପ୍ରଫୁଲ୍ଲ ଘଡାଇଙ୍କୁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ବର: ପ୍ରଫୁଲ୍ଲ ଘଡେଇଙ୍କୁ ନୂଆ ଦାୟିତ୍ୱ। ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ପ୍ରଫୁଲ୍ଲ ଘଡେଇଙ୍କୁ ନିଯୁକ୍ତି ଦିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଫୁଲ୍ଲଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି। ଖୋର୍ଦ୍ଧା,ରଣପୁର ଚିଲିକା ଆସନର ପର୍ଯ୍ୟବେକ୍ଷକ ମଧ୍ୟ ନିଯୁକ୍ତ ହୋଇଛନ୍ତି। ରବିନାରାୟଣ…

ନୋ ଏଣ୍ଟ୍ରିରେ ପଶିଲେ ବାପପୁଅ, ଅଟକାବାରୁ ଟ୍ରାଫିକ ପୋଲିସକୁ ନିର୍ଧୁମ୍‌ ମାଡ

ନୋ ଏଣ୍ଟ୍ରି ରେ ପସିଯିବାରୁ ଟ୍ରାଫିକ ପୋଲିସଙ୍କୁ ମାଡ ମାରିଛନ୍ତି ବାପାପୁଅ। ଟ୍ରାଫିକ୍‌ ପୋଲିସ ଅଟକାଇବାରୁ ରାଗିଯାଇ ଗାଡ଼ିରୁ ବାହାରି ବାପା ପୁଅ ବିଚ ରାସ୍ତାରେ ଟ୍ରାଫିକ ପୋଲିସ କୁ ପିଟିଥିଲେ । ଏହି ଘଟଣାଟି ମୁମ୍ବାଇରେ ଘଟିଛି। ଖବର ଟି ସେତେବେଳେ ସାମ୍ନାକୁ ଆସିଲା ଯେବେ ଘଟଣା ସ୍ଥଳରେ…

ଆପଣ ଜାଣଛନ୍ତି କି କଣ ରହିଥାଏ ‘ବିପିଏଫ’, ୯ବର୍ଷରେ ହୋଇଯିବା ଟଙ୍କା ଡବଲ

ଅଧିକାଂଶ ଲୋକ ଏମ୍ପଲଏ ପ୍ରୋଭିଡେଣ୍ଟ ଫଣ୍ଡ (EPF) ଏବଂ ପବ୍ଳିକ୍ ପ୍ରୋଭିଡେଣ୍ଟ ଫଣ୍ଡ(PPF) ବିଷୟରେ ଜାଣିଥିବେ। ହେଲେ କେବେ ଭଲ୍ଯୁଣ୍ଟାରୀ ପ୍ରୋଭିଡେଣ୍ଟ ଫଣ୍ଡ (VPF) ବିଷୟରେ ଶୁଣିଛନ୍ତି। ଆପଣ ଜାଣିଛନ୍ତି ଅନ୍ୟ କୌଣସି ଫଣ୍ଡ ଅପେକ୍ଷା ଭିପିଏଫରେ ଅଧିକ ଲାଭ ମିଳିଥାଏ। କାରଣ ଇପିଏଫରେ…

ଫିଲ୍ମ କାହାଣୀ ଭଳି ଲୁଟିଲେ ୪୮ଲକ୍ଷ, ସିସିଟିଭି ଜରିଆରେ ଘଟଣା ଉପରୁ ଉଠିଲା ପରଦା

ଆୟୁର୍ବେଦିକ ଔଷଧ ଦୋକାନ କରିଥିବା ଦୋକାନୀ ଇନକମ ଟ୍ୟାକ୍ସ ଅଧିକାରୀ ହୋଇ ୪୮ ଲକ୍ଷ ଟଙ୍କା ଠକେଇ କରିଛନ୍ତି। ଅଭିଯୁକ୍ତ ଜଣକ ଦୋକାନରେ କାମ କରୁଥିବା କିଛି ଲୋକ ଏବଂ ଅନ୍ୟ ସାଙ୍ଗମାନଙ୍କ ସହ ମିଶି ଏହି କାମ କରିଛନ୍ତି। ଏଥିରେ ଦୁଇ ଜଣ ମହିଳା ମଧ୍ୟ ସାମିଲ ଅଛନ୍ତି। ପୋଲିସ ଘଟଣାର ୨୪ ଘଣ୍ଟା…