କିଛି ସମୟ ପରେ ଅମିତ ଶାହଙ୍କ ସହ ଓଡ଼ିଶା ବିଜେପି କୋର କମିଟି ବୈଠକ

ନୂଆଦିଲ୍ଲୀ (କେନ୍ୟୁଜ୍‌): ନୂଆଦିଲ୍ଲୀରେ ଅମିତ ଶାହାଙ୍କ ବାସଭବନରେ ବସିବ ଓଡ଼ିଶା ବିଜେପି ନେତାଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ । ବୈଠକରେ ଅମିତ ଶାହଙ୍କ ସହ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବରିଷ୍ଠ ନେତା ସମ୍ବିତ ପାତ୍ର, ମାନସ ମହାନ୍ତି ଓ ଅନ୍ୟ…

ସାଙ୍ଗଙ୍କ ସହ ମିଶି ଭଉଣୀ ପ୍ରେମିକକୁ ଅପହରଣ କଲା ଭାଇ

ଭୁବନେଶ୍ୱର(କେନ୍ୟୁଜ୍‌): ପ୍ରେମରେ ପ୍ରତାରଣା ମିଳିବା କିଛି ନୂଆ କଥା ନୁହେଁ ଆଜ୍ଞା, ଏଭଳି ଘଟଣା ଆମ ସାମ୍ନାକୁ ଅନେକ ଥର ଆସୁଛି । ହେଲେ ଏହି ପ୍ରେମ ପାଇଁ ପ୍ରେମିକ ହୋଇଛନ୍ତି ଅପହରଣ । ସେ ପୁଣି ଝିଅର ଭାଇ ଦ୍ୱାରା । ଭଉଣୀର ପ୍ରେମିକକୁ କିଡନାପ କରିଛି ଭାଇ । ଏକଥା ଶୁଣି ଆପଣଙ୍କୁ ହୁଏତ…

ସାଇକେଲରେ ଚାରିଧାମ ତୀର୍ଥ ଯାତ୍ରାରେ ଦୁଇ ସାଙ୍ଗ

ସୋଲେର ଜୟ-ବୀରୁଙ୍କ ଭଳି । ଖୁବ୍‌ ନିବିଡ଼ ସେମାନଙ୍କ ବନ୍ଧୁତା । ଦୁନିଆରେ ସାଙ୍ଗ ହୋଇ କିଏ କେତେ କଣ କରିଛନ୍ତି । ଛୁଆ ବେଳୁ ଗଛରେ ଚଢିବା, ସ୍କୁଲରୁ ଛୁଟିରେ ଘରକୁ ଫେରିଲା ବେଳେ ଦୁଷ୍ଟାମୀ କରିବା ଏମିତି ଅନେକ କାହାଣୀ ରହିଛି l ଏସବୁ ତ ପୁରୁଣା ପାଠର ଆଲୋଚନା l ଏବେ ଦେଖୁଥିବେ…

ବାଇକ୍‌ ଉପରେ ମାଡ଼ିଗଲା ଟ୍ରକ୍‌, ଜଣେ ମୃତ ୩ ଗୁରୁତର

ଆନନ୍ଦପୁର(କେନ୍ୟୁଜ୍‌): ୨ ବାଇକ ଉପରେ ଚଢ଼ିଗଲା ଲୁହାପଥର ବୋଝେଇ ଟ୍ରକ । ଘଟଣା ସ୍ଥଳରେ ଜଣକର ମୃତ୍ୟୁ, ୩ ଗୁରୁତର । ଘସିପୁରା ଥାନା ଜାତୀୟ ରାଜପଥ ୨୦ ର ଶାଳପଡା ନିକଟ କନକମଞ୍ଜରୀ ମହିଳା ମହାବିଦ୍ୟାଳୟ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଆନନ୍ଦପୁରରୁ ଯାଜପୁର ଯାଉଥିବା ଦୁଇ ବାଇକର ୪ ଜଣ…

ଅମିତ ଶାହଙ୍କୁ ଭେଟିଲେ ଓଡ଼ିଶା ବିଜେପି କୋର୍ ଗ୍ରୁପ୍ ନେତା

ଭୁବନେଶ୍ୱର(କେନ୍ୟୁଜ୍‌): ମେଣ୍ଟ ଚର୍ଚ୍ଚା ମଧ୍ୟରେ ଦିଲ୍ଲୀରେ ଅମିତ ଶାହଙ୍କୁ ଭେଟିଲେ ଓଡ଼ିଶା ବିଜେପି କୋର୍ ଗ୍ରୁପ୍ ନେତା । ଅମିତ ଶାହଙ୍କ ବାସଭବନରେ ଭେଟି ଆଲେଚନା କରିଛନ୍ତି କୋର ଗ୍ରୁପ୍ ନେତା । ବିଜେପି ଆଜି ଦଳର ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ଆସନ ତାଲିକା ପ୍ରକାଶ କରିବାକୁ ଯାଉଥିବା…

ବିଜେପିର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌) : ଲୋକସଭା ନିର୍ବାଚନ ପାଇଁ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି । ୧୦ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ଦାଦ୍ରା ଓ ନଗର ହାବେଳୀ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ମୋଟ ୭୨ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ତାଲିକାରେ…

ଚୈତ୍ର ମେଳାକୁ ନେଇ ପ୍ରସ୍ତୁତି ବୈଠକ, ୨୬ରୁ ଆରମ୍ଭ ହେବ ମା ତାରାତାରିଣୀଙ୍କ ଚୈତ୍ର ଯାତ୍ରା

ଗଞ୍ଜାମ(କେନ୍ୟୁଜ୍‌): ଗଞ୍ଜାମ ଜିଲ୍ଲାର ଆରାଧ୍ୟ ଦେବୀ ମା ତାରାତାରିଣୀଙ୍କ ଚୈତ ମେଳାକୁ ନେଇ ପ୍ରସ୍ତୁତି ବୈଠକ । ଆସନ୍ତା ୨୬ରୁ ଆରମ୍ଭ ହେବ ମା ତାରାତାରିଣୀଙ୍କ ଚୈତ୍ର ଯାତ୍ରା l ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଚଳିତ ବର୍ଷ…

EDରେ ହାଜର ହେଲେ ବ୍ୟବସାୟୀ ସାଗର ରାୟ

ଭୁବନେଶ୍ୱର(କେନ୍ୟୁଜ୍‌) : ଅର୍ଥତର୍ତ୍ତ୍ବ ଚିଟ୍ ଫଣ୍ଡ ମାମଲାରେ ଆକ୍ସନ୍ ମୋଡରେ ଇଡି । EDରେ ହାଜର ହୋଇଛନ୍ତି ବ୍ୟବସାୟୀ ସାଗର ରାୟ । ବ୍ୟବସାୟୀ ଭିନିତ ଲଲାନିଙ୍କୁ ମାରାଥନ ଜେରା । ପ୍ରଥମ ପର୍ଯ୍ୟାୟ ଜେରା ପରେ ଏବେ ଦ୍ଵିତୀୟ ପର୍ଯ୍ୟାୟ ଜେରା । ମାର୍ଚ୍ଚ ୭ ତାରିଖରେ ଅର୍ଥତର୍ତ୍ତ୍ବ…

ଆଲୋ ଭେରା ଜେଲ୍‌ ସହିତ ମିଶାଇ ଲଗାନ୍ତୁ ନାହିଁ ଏହି ଜିନିଷ, ସ୍କିନ୍‌ ପାଇଁ ହୋଇପାରେ ବଡ଼ ସମସ୍ୟା

ଆଲୋ ଭେରା ସ୍କିନ୍‌ ଏବଂ କେଶ ପାଇଁ ଉପକାରୀ ବୋଲି ବିବେଚନା କରାଯାଏ । ଅଧିକାଂଶ ଲୋକ ଏହାକୁ ସେମାନଙ୍କର ସ୍କିନ୍‌ର ଯତ୍ନ ନେବା ପାଇଁ ବ୍ୟବହାର କରନ୍ତି ଏବଂ କିଛି ଲୋକ କେଶ ଭଲ ରହିବା ପାଇଁ ବ୍ୟବହାର କରନ୍ତି । ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ, ଆଣ୍ଟି-ବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟି-ଫଙ୍ଗଲ୍ ଗୁଣ…

ଶାହାରୁଖ ଖାନ୍‌ଙ୍କ ପାଖରେ ରହିଛି ୧୭ଟି ମୋବାଇଲ୍‌

ବଲିଉଡ୍‌ ବାଦଶାହ ଶାହାରୁଖ ଖାନ୍‌ । କିଙ୍ଗ ଖାନ୍‌ ଭାବେ ପରିଚିତ । ଏହି ସୁପର ଷ୍ଟାରଙ୍କର ଏବେ ଭେଳା ଭଲ ଚାଲିଛି । ପଠାନ୍‌, ଯବାନ୍‌ ଆଉ ଡଙ୍କି ଫିଲ୍ମ ହିଟ୍‌ ସାବ୍ୟସ୍ତ ହୋଇଛି । ଏହା ପୂର୍ବରୁ ବେଶ୍‌ କିଛି ଫ୍ଲପ୍‌ ହେବା ଯୋଗୁଁ ଶାହାରୁଖଙ୍କ ଫ୍ୟାନ୍‌ ନିରାଶ ଥିଲେ । ଏମିତିକି ନିଜେ…

ଫିଲ୍ମ ‘ବଡେ ମିୟା ଛୋଟେ ମିୟା’ ରିଲିଜ୍‌ ପୂର୍ବରୁ ସାମ୍ନାକୁ ଆସିଲା ଆଉ ଏକ ନୂଆ ସଙ୍ଗ୍‌, ଭାଇରାଲ ହେଉଛି ଭିଡିଓ

ଅକ୍ଷୟ କୁମାର ଓ ଟାଇଗର ଶ୍ରଫଙ୍କ ଅପ୍‌କମିଂ ଫିଲ୍ମ ‘ବଡେ ମିୟା ଛୋଟେ ମିୟା’କୁ ଫ୍ୟାନ୍ସ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ତେବେ କିଛି ଦିନ ପୂର୍ବରୁ ଫିଲ୍ମର ଗୀତ, ଟ୍ରେଲର, ଟିଜର ଏବଂ ପୋଷ୍ଟର ରିଲିଜ୍ ହୋଇଥିଲା । ଯାହା ଦେଖିବା ପରେ ପ୍ରଶଂସକଙ୍କ ମଧ୍ୟରେ ଏକ ଭିନ୍ନ ଉତ୍ସାହ ଦେଖିବାକୁ…

କନିଷ୍ଠ ଶିକ୍ଷକଙ୍କ ଦରମା ବୃଦ୍ଧି, ଜାନୁଆରୀ ଠାରୁ ହେବ ଲାଗୁ

ଭୁବନେଶ୍ୱର(କେନ୍ୟୁଜ୍‌): କନିଷ୍ଠ ଶିକ୍ଷକଙ୍କ ମାସିକ ପାରିଶ୍ରମିକ ବୃଦ୍ଧି । ମାସିକ ୧୩,୮୦୦ରୁ ୨୦ ହଜାର ଟଙ୍କାକୁ ବୃଦ୍ଧି । ପାରିଶ୍ରମିକ ବୃଦ୍ଧି ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ପିଛିଲା ଭାବେ ୨୦୨୩ ଜାନୁଆରୀଠାରୁ ଲାଗୁ ହେବ । କାର୍ଯ୍ୟରତ ୧୨,୭୮୪ ଜଣ କନିଷ୍ଠ ଶିକ୍ଷକ ହେବେ ଉପକୃତ ।