ଭେଡେନ୍‌ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ମାମଲା : ଓଡ଼ିଶା ପୋଲିସର ରିପୋର୍ଟ ଅଗ୍ରାହ୍ୟ

ବରଗଡ଼: ଭେଡେନ୍ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ମାମଲାରେ ଓଡ଼ିଶା ପୋଲିସର ରିପୋର୍ଟକୁ ଅଗ୍ରାହ୍ୟ କରିଛନ୍ତି, ରାଜ୍ୟ ମାନବାଧିକାର କମିଶନ। ଗଣଦୁଷ୍କର୍ମ ହୋଇ ନଥିବା ଓ ହତ୍ୟାକାଣ୍ଡ ଭିତ୍ତିହୀନ ବୋଲି ପୋଲିସ ରିପୋର୍ଟ ଦେଇଥିଲା। ରିପୋର୍ଟକୁ ଅଗ୍ରାହ୍ୟ କରି ବରିଷ୍ଠ ପୋଲିସ ଅଧିକାରୀଙ୍କ ଦ୍ୱାରା…

ଅକାଳରେ ଚାଲିଗଲା ଜୀବନ, କାନ୍ଥ ଭୁଶୁଡ଼ି ଦୁଇ ଭଉଣୀ ମୃତ

ରାଉରକେଲା : ରାତିରେ ଶୋଇଥିବା ବେଳେ ଭୁଶୁଡ଼ି ପଡ଼ିଲା କାନ୍ଥ। ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ। ଘଟଣା ଘଟିଛି ରାଉରକେଲା ମାଲଗୋଦାମ ଅଞ୍ଚଳରେ। ମୃତକ ହେଉଛନ୍ତି ଶ୍ରେୟା ବାରିକ ଓ ସୌମ୍ୟା ବାରିକ। ସେହିପରି ବଡ଼ ମାଆ ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ରାଉରକେଲା ସରକାରୀ ମେଡିକାଲରେ…

ରକ୍ତ ସମ୍ପର୍କରେ ଦେଲା ଧୋକା: ପୁଅର କାଠ ଫାଳିଆ ମାଡ଼ରେ ବାପାର ମୃତ୍ୟୁ

ମୟୁରଭଞ୍ଜ: ପୁଅର କାଠ ଫାଳିଆ ମାଡ଼ରେ ବାପାର ମୃତ୍ୟୁ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ଉଦଳା ଥାନା ନାଗବଣୀ ଗାଁରେ। ପାରିବାରିକ କହଳକୁ କେନ୍ଦ୍ର କରି ପୁଅ ଉତ୍କ୍ଷିପ୍ତ ହୋଇ ବାପାକୁ କାଠ ଫାଳିଆରେ ଆକ୍ରମଣ କରିଥିଲା। ଗୁରତର ଅବସ୍ଥାରେ ତାଙ୍କୁ ଉଦଳା ମେଡିକାଲରେ ଭର୍ତ୍ତି କରାଯାଇଥିଲା।…

ଟ୍ରକ ଧର୍ମଘଟକୁ ପ୍ରତ୍ୟାହର କରିଛି ଅଲ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସ

ନୁଆଦିଲ୍ଲୀ: ୮ ଦିନ ପରେ ଧର୍ମଘଟ ପ୍ରତ୍ୟାହର କରିଛି ଅଲ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସ। ଟ୍ରକ ଧର୍ମଘଟ ଯୋଗୁଁ ସପ୍ତାହେ ହେଲା, ଖାଦ୍ୟ ସାମଗ୍ରୀ ସହ ଶିଳ୍ପାନୁଷ୍ଠାନଗୁଡିକରେ ମାଲ ପରିବହନ ବନ୍ଦ ରହିଥିଲା। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ, ଟ୍ରକ ମାଲିକଙ୍କ ଦାବି ଉପରେ ବିଚାର…

ସହିଦ୍ ସପ୍ତାହ ପାଳନ ଅବସରରେ ମାଓ ନେତାଙ୍କ ଅଡିଓ ଟେପ୍ ଜାରି

ମାଲକାନଗିରି:  ସହିଦ୍ ସପ୍ତାହ ପାଳନ ଅବସରରେ ଟପ୍ ମାଓ ନେତା ବସନ୍ତ ଏକ ଅଡିଓ ଟେପ୍ ଜାରି କରିଛନ୍ତି। କୃଷକ ଆତ୍ମହତ୍ୟା, ଆଦିବାସୀ ଦଳିତଙ୍କୁ ଶୋଷଣ ନୀତି, ମହିଳାଙ୍କୁ ଦୁଷ୍କର୍ମ ଆଜି ରୋକିବାରେ ରାଜ୍ୟ ଓ କେନ୍ଦ୍ର ସରକାର ବିଫଳ। ଏଥିପାଇଁ ସଶସ୍ତ୍ର ମାଓବାଦୀ ଲଢେଇ ଆବଶ୍ୟକ। ଏହି ଯୁଦ୍ଧରେ…

ଆଜିଠୁ ମାଓବାଦୀଙ୍କ ସହିଦ ସପ୍ତାହ

ରାୟଗଡା : ଆଜିଠାରୁ ମାଓ ସହିଦ ସପ୍ତାହ। ଏହାକୁ ସଫଳ କରିବା ପାଇଁ ବିଭିନ୍ନ ସ୍ଥାନରେ ପୋଷ୍ଟର ମାରି ମାଓ ସଂଗଠନଗୁଡିକ ଆହ୍ଵାନ କରିଛନ୍ତି । ରାୟଗଡା ଜିଲ୍ଲାର ନିୟମଗିରି କୁର୍ଲି ଗାଁରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ବାଶଧାରା-ଘୁମୁସର-ନାଗବଳୀ ଡିଭିଜନ୍ ପକ୍ଷରୁ ଏହି ପୋଷ୍ଟର ମରାଯାଇଛି।…

ଖଣି ମାଲିକଙ୍କ ସମ୍ପତ୍ତି ବାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ

କେନ୍ଦୁଝର : କ୍ଷତିପୂରଣ ଦେଇ ନଥିବା, ବେଆଇନ ଖଣି ଖନନକାରୀ କଂପାନୀଙ୍କ, ସମ୍ପତ୍ତି ବାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି ଜିଲ୍ଲାପାଳଙ୍କ କୋର୍ଟରେ ଆରମ୍ଭ ହେବ ଖଣି ମାଲିକଙ୍କ ସମ୍ପତ୍ତି ବାଜ୍ୟାପ୍ତି ନେଇ ଶୁଣାଣି। ୯ଟି କଂପାନୀ ନିଜ ପକ୍ଷ ରଖିବେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ…

ଜିନ୍ଦଲ ପେଲେଟ ପ୍ଲାଣ୍ଟରେ ଶ୍ରମିକ ମୃତ୍ୟୁକୁ ନେଇ ଉତ୍ତେଜନା

କେନ୍ଦୁଝର: ଯୋଡା ଦେଓଝର ଠାରେ ଥିବା ଜିନ୍ଦଲ ପେଲେଟ ପ୍ଲାଣ୍ଟରେ ଶ୍ରମିକ ମୃତ୍ୟୁକୁ ନେଇ ଉତ୍ତେଜନା। କ୍ଷତିପୂରଣ ଦାବିରେ ଶ୍ରମିକମାନେ ପ୍ଲାଣ୍ଟ ଫାଟକ ସାମ୍ନାରେ ଧାରଣା ଦେଇଥିଲେ। ତେବେ ମୃତକଙ୍କ ପୁଅକୁ ଚାକିରି ଓ ୧୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ମିଳିବା ପରେ ବିଳମ୍ବିତ…

ସଲମାନଙ୍କ ପାଇଁ ଭାରତ ଛାଡିଲେ ପ୍ରିୟଙ୍କା !

ଭାରତ ଛାଡିଛନ୍ତି ପ୍ରିୟଙ୍କା । ତେବେ ଦେଶ ଭାରତ ନୁହେଁ ସଲମାନଙ୍କ ସିନେମା ’ଭାରତ’ ଛାଡି ସମସ୍ତଙ୍କୁ ଚମକାଇ ଦେଇଛନ୍ତି ଦେଶୀ ଗର୍ଲ । ତେବେ ଭାଇଜାନଙ୍କ ସହ ପଙ୍ଗା ନେବାର ଆଜି ଯାଏଁ କାହାର ସାହାସ ନଥିବା ବେଳେ ଏମିତି କଣ ହେଲା ଯେ ପ୍ରିୟଙ୍କା ଏଭଳି ପଦକ୍ଷେପ ଉଠାଇଛନ୍ତି । ଏହି ପ୍ରଶ୍ନ…

ଉତ୍ତର ପ୍ରଦେଶରେ ପ୍ରବଳ ବର୍ଷା ଜାରି : ୨୪ ଘଣ୍ଟାରେ ମଲେଣି ୨୭ ଜଣ

ଲକ୍ଷ୍ନୌ : ଉତ୍ତର ପ୍ରଦେଶରେ ପ୍ରବଳ ବର୍ଷା ଜାରି ରହିଛି । ଏହାର ପ୍ରଭାବରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ୨୭ ଜଣଙ୍କର ମୃତ୍ୟୁ ଘଟିଛି । ଆଜି ୧୧ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବା ନେଇ ହାଲର୍ଟ ଜାରି କରାଯାଇଛି । ବିଶେଷ କରି ପଶ୍ଚିମ ଉତ୍ତର ପ୍ରଦେଶରେ ସବୁଠାରୁ…

ଗୁରୁ ପୂର୍ଣ୍ଣିମାରେ ସଚିନ୍‌ଙ୍କ ଗୁରୁ ଦକ୍ଷିଣା

ମୁମ୍ବାଇ :ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍‌ସମ୍ୟାନ୍‌ ସଚିନ୍‌ ତେନ୍ଦୁଲକର କ୍ରିକେଟ୍‌ରୁ ସନ୍ନ୍ୟାସ ନେଇ ସାରିଛନ୍ତି । ହେଲେ ଏତେ ସଫଳତା, ମର୍ୟ୍ୟାଦାର ଅଧିକାରୀ ହୋଇ ବି ଭୁଲି ନାହାନ୍ତି ନିଜ ଗୁରୁଙ୍କୁ । ସେ ଏବେବି ଭାବନ୍ତି ଗୁରୁଙ୍କ ବିନା ତାଙ୍କର ଗତି ନଥିଲା । ତେଣୁ ଆଜି ଗୁରୁ…

ପ୍ଲେ ବଏ ଗେଲ୍‌ : ବିନ୍ଦାସ ଜୀବନ, ଡେଟିଂ ଓ ଫ୍ଲର୍ଟିଂରେ ମାହିର

ପାର୍ଟି କରିବା, ସୁନ୍ଦରୀ ଝିଅଙ୍କ ସହ ଡେଟିଂ ଏବଂ ବିଳାସପୂର୍ଣ୍ଣ ଜୀବନ ବିତାଇବାରେ ମାହିର ହେଉଛନ୍ତି ୱେଷ୍ଟଇଣ୍ଡିଜ୍‌ର ବିସ୍ଫୋରକ ବ୍ୟାଟ୍‌ସମ୍ୟାନ୍‌ କ୍ରିସ୍‌ ଗେଲ୍‌ । ପଡ଼ିଆରେ ଯେମିତି ବିନ୍ଦାସ ଖେଳି ଚୌକା ଛକ୍କା ବର୍ଷା କରନ୍ତି କୌଣସି ପାର୍ଟିରେ ଯୋଗ ଦେଲେ ସେହିଭଳି ନାଚଗୀତର ଧୁମ୍‌ରେ…