ଡ୍ର ରହିଲା ଭାରତର ପ୍ରଥମ ଅଭ୍ୟାସ ମ୍ୟାଚ୍‌

ଡ୍ର ରହିଲା ଭାରତର ପ୍ରଥମ ଅଭ୍ୟାସ ମ୍ୟାଚ୍‌ । ଚେମସଫୋର୍ଡ଼ରେ ଅନୁଷ୍ଠିତ ଅଭ୍ୟାସ ମ୍ୟାଚ୍‌ରେ ଏସେକ୍ସ ପ୍ରଥମ ଇନିଂସରେ ୮ ଓ୍ଵିକେଟ୍‌ରେ ୩୫୯ ରନ୍‌ କରି ପାଳି ଘୋଷଣା କରିଥିଲା । ପେସ୍‌ ବୋଲର ଇଶାନ୍ତ ଶର୍ମା ୩ଟି ଏବଂ ଉମେଶ ଯାଦବ ୪ଟି ଓ୍ଵିକେଟ୍‌ ନେଇଥିଲେ । ଏସେକ୍ସ ପକ୍ଷରୁ ଘରୋଇ ଦଳର…

ସତ୍ୟବାଦୀରେ ପ୍ରତିଷ୍ଠା ହେବ ଓଡ଼ିଆ ବିଶ୍ୱବିଦ୍ୟାଳୟ : ଯୋଗାଇ ଦିଆଯିବ ୨୫ ଏକର ଜମି

ଭୁବନେଶ୍ବର : ସତ୍ୟବାଦୀରେ ପ୍ରତିଷ୍ଠା ହେବ ଓଡ଼ିଆ ବିଶ୍ୱବିଦ୍ୟାଳୟ। ଐତିହ୍ୟ କ୍ୟାବିନେଟ୍‌ରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ । ଏଥିପାଇଁ ୨୫ ଏକର ଜମି ଯୋଗାଇ ଦିଆଯିବ। ଏହା ସହ ଓଡ଼ିଶା ସଂସ୍କୃତି ଓ ଐତିହ୍ୟ ନୀତିକୁ ମଧ୍ୟ କ୍ୟାବିନେଟ୍‌ ମଞ୍ଜୁରୀ ଦେଇଛି। ସେହିପରି…

ଡେଲିଉଡ୍‌ ମିସ୍‌ ଇଣ୍ଡିଆ ରିତୁ ସନ୍ତୁକାଙ୍କୁ ସମ୍ବର୍ଦ୍ଧିତ କଲେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ

ଭୁବନେଶ୍ବର : ଡେଲିଉଡ୍‌ ମିସ୍‌ ଇଣ୍ଡିଆ ରିତୁ ସନ୍ତୁକାଙ୍କୁ ସମ୍ବର୍ଦ୍ଧିତ କଲେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ । ଦିଲ୍ଲୀରେ ଅନୁଷ୍ଠିତ ଡେଲିଉଡ୍‌ ମିସ୍‌ ଇଣ୍ଡିଆ-୨୦୧୮ ପ୍ରତିଯୋଗିତାରେ ବିଜୟୀ ହୋଇଛନ୍ତି ଓଡିଆ ଝିଅ ଋତୁ । ସାରା ଭାରତରୁ ଏକ ହଜାରରୁ ଅଧିକ…

ପଢନ୍ତୁ, କାହିଁକି ପୁଅ ମାନେ ଝିଅ ମାନଙ୍କ ଅପେକ୍ଷା ପସନ୍ଦ କରିଥାନ୍ତି ବିବାହିତା ମହିଳାଙ୍କୁ !

ଆପଣ ଏ ସବୁ ପଢିଲା ପରେ ନିଶ୍ଚୟ ହଟହଟା ହେବେ କିନ୍ତୁ ଆଜିକାଲି ଏସବୁ ହିଁ ଦେଖିବାକୁ ମିଳୁଛି । ଆଜିକାଲି ଅଧିକାଂଶ ପୁଅ ବିବାହିତା ମହିଳାଙ୍କ ପ୍ରତି ଅଧିକ ମାତ୍ରରେ ଆକର୍ଷିତ ହେବାର ଦେଖିବାକୁ ମିଳୁଛି । ଏହା ରିସର୍ଚ୍ଚରୁ ଜଣାପଡିବା ସହ ଏହାର କାରଣ ମଧ୍ୟ ରହିଛି କେଉଁ ସବୁ କାରଣ ପାଇଁ ପୁଅ…

ବାଃରେ ବାଃ ରେଳବାଇ : ଚାରି ବର୍ଷ ପରେ ପହଞ୍ଚିଲା ସାର ଓ୍ଵାଗନ୍‌

ବିଶାଖାପାଟଣାରୁ ଗୋରଖପୁର ବସ୍ତି ଷ୍ଟେସନ୍‌ର ଦୂରତା ହେଉଛି ୧୩୨୬ କିଲୋମିଟର । ଗୋଟିଏ ମାଲ୍‌ଗାଡ଼ିର ଓ୍ଵାଗନକୁ ଏହି ପଥ ଅତିକ୍ରମ କରିବାକୁ ଲାଗିଛି ଦୀର୍ଘ ଚାରି ବର୍ଷ । ଆଶ୍ଚର୍ଯ୍ୟର କଥା ନା ? କିନ୍ତୁ ସତ । ସାର ବସ୍ତାରେ ଭରପୂର ଏହି ଓ୍ଵାଗନଟି ୨୦୧୪ରେ ବିଶାଖାପାଟଣା ଷ୍ଟେସନ୍‌ରୁ…

ପୋଲିସ୍‌ କବ୍‌ଜାରେ ଚେନ୍‌ ଲୁଟେରା

ବ୍ରହ୍ମପୁର : ସମେତ ଗୋପାଳପୁର, ହିଞ୍ଜିଳିକାଟୁ ଆଦି ଅଞ୍ଚଳରେ ଆତଙ୍କ ଖେଳାଇଥିବା ୪ ଜଣିଆ ସୁନାଚେନ୍‌ ଲୁଟେରା ଗ୍ୟାଙ୍ଗକୁ କାବୁ କରିଛି ପୋଲିସ । ଏମାନଙ୍କ ବିରୋଧରେ ବ୍ରହ୍ମପୁର ପୋଲିସ ଜିଲ୍ଲାର ବିଭିନ୍ନ ଥାନାରେ ଅନେକ ମାମଲା ରହିଛି । ବିଭିନ୍ନ ସ୍ଥାନରୁ ଏମାନେ ସୁନା ଚେନ୍‌ ଲୁଟିବା ସହ…

କିଟ୍‌ରେ ଦୁଇ ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ

ଭୁବନେଶ୍ବର : ଆଜିଠାରୁ ଆରମ୍ଭ ହୋଇଛି କିଟ୍‌ ସ୍କୁଲ ଅଫ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ଆରମ୍ଭ ହୋଇଛି ଦୁଇ ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ । ଏଥିରେ ‘ରିସେଣ୍ଟ ଇନୋଭେସନ ଇନ୍‌ ଇଲେକ୍ଟ୍ରିକାଲ ଇଲେକ୍ଟ୍ରୋନିକ୍ସ ଏଣ୍ଡ କମ୍ୟୁନିକେସନ’ ଶୀର୍ଷକ ଆଲୋଚନା ହେଉଛି । ଏଥିରେ ଛାତ୍ର ଛାତ୍ରୀ,…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କିସ୍‌ ଅଭିଭାବକ ସଂଘ ଓ ଆଦିବାସୀ ସଂଘର କର୍ମକର୍ତ୍ତା

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ କିସ୍‌ ଅଭିଭାବକ ସଂଘ ଓ ଆଦିବାସୀ ସଂଘର କର୍ମକର୍ତ୍ତା । ୫ ଦଫା ଦାବି ନେଇ ଏମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ଆଦିବାସୀ ପିଲାଙ୍କୁ ପାଠ ପଢାଉଥିବା କିସ ବିରୁଧରେ କିଛି ଗଣମାଧ୍ୟମ, ଏନଜିଓ ଏବଂ କିଛି ରାଜନୋତା ଚକ୍ରାନ୍ତ କରି…

ଶିକ୍ଷା ନୁହେଁ ସଫଳତାର ମାପକାଠି ! ଶିକ୍ଷକ କହିଥିଲେ ଜେଲରେ କଟିବ ଜୀବନ, କିନ୍ତୁ ହୋଇଗଲେ କୋଟିପତି

ସଫଳତାର ପ୍ରଥମ ତଥା ମୁଖ୍ଯ ସିଡି ହେଉଛି ଶିକ୍ଷା, ଏହା ଅଧିକାଂଶ ଲୋକ ମାନିଥାନ୍ତି । କିନ୍ତୁ ଆଜି ଶିକ୍ଷାର ଅବସ୍ଥା ଏମିତି ଯେ, ଏମଏ ଓ ପିଏଚଡି ଧାରକ ବି ଚପରାସିର ଚାକିରି ପାଇଁ ଆବେଦନ କରିବାକୁ ପଛଉ ନାହାନ୍ତି । ଆଜି କାଲି ପିଲାମାନେ ୧୦ମ କି ଦ୍ବାଦଶ ରେ ଭଲ ନମ୍ବର ରଖୁ ନାହାଁନ୍ତି…

ଖାଲି ପେଟରେ ରହିବାଠୁ ବେଶୀ କ୍ଷତିକାରକ ଖାଲି ପେଟରେ ଏହି ୮ ଖାଦ୍ଯ ଖାଇବା : ଭୁଲରେ ବି କରନ୍ତୁ ନାହିଁ ଏହି ଭୁଲ୍

କୁହନ୍ତି, ଅଧିକ ସମୟ ଯାଏ ଖାଲି ପେଟରେ ରହିବା ଦ୍ବାରା ଶରୀର ଉପରେ ଏହାର ଖରାପ ପ୍ରଭାବ ପଡିଥାଏ କିନ୍ତୁ ଆପଣ କ’ଣ ଜାଣିଛନ୍ତି ଏହା ଠାରୁ ବି ଅଧିକ ଖରାପ କ’ଣ ହୋଇପାରେ ? ଖାଲି ପେଟରେ ରହିବା ଶରୀର ପାଇଁ କ୍ଷତିକାରକ ଅଟେ । ଖାଲି ପେଟରେ କିଛି ଖାସ ଜିନିଷ ଖାଇବା ଉଚିତ୍ । ଏହା ଦ୍ବାରା…

ମୃତ୍ୟୁର ୮ ସଙ୍କେତ ! ଯାହା ଶିବପୁରାଣରେ ହୋଇଛି ବର୍ଣ୍ଣିତ

ଜନ୍ମ ହେଲେ ମୃତ୍ୟୁ ନିଶ୍ଚିତ । ସଂସାରରେ ଯିଏ ବି ଜନ୍ମ ନେଇଛି ତାକୁ କେବେ ନା କେବେ ମରିବାକୁ ପଡେ । ଏହା ପରେ ମଧ୍ୟ ଲୋକ ମାନଙ୍କ ମନରେ ମରିବାର ଭୟ ସବୁ ବେଳେ ଥାଏ । ଅଧିକାଂଶ ଲୋକ ଏହି ଡର ସହ ବଂଚି ଥାନ୍ତି କି, ମରିବା ପୂର୍ବରୁ ସେ ନିଜର ସମସ୍ତ ପ୍ରକାର ଦାୟିତ୍ବ ଶେଷ କରିବା ପାଇଁ ।…

ଆସନ୍ତାକାଲିଠୁ ଆରମ୍ଭ ହେବ ଖଣି ମାଲିକଙ୍କ ସମ୍ପତ୍ତି ବାଜ୍ୟାପ୍ତି ପ୍ରକ୍ରିୟା

ଭୁବନେଶ୍ବର : ଆସନ୍ତାକାଲିଠୁ ଆରମ୍ଭ ହେବ ଖଣି ମାଲିକଙ୍କ ସମ୍ପତ୍ତି ବାଜ୍ୟାପ୍ତି ପ୍ରକ୍ରିୟା । ଜରିମାନା ଦେଇନଥିବା ଖଣି ମାଲିକଙ୍କ ସମ୍ପତ୍ତି ବାଜ୍ୟାପ୍ତି ହେବ । କାଲି ୯ ଜଣ ଖଣି ମାଲିକ କେନ୍ଦୁଝର ଜିଲ୍ଲାପାଳଙ୍କ ପାଖରେ ପକ୍ଷ ରଖିବେ । ଏମାନଙ୍କ ନାଁରେ ସାର୍ଟିଫିକେଟ୍‌ ମକଦ୍ଦମା ରୁଜୁ…