ଚୌଦ୍ୱାରବାସୀଙ୍କ ନିଦ ହଜାଇ ଦେଇଛି ଇମ୍ଫା: ଜନବସତି ଭିତରେ ପଶୁଛି କାରଖାନାର ବର୍ଜ୍ୟଜଳ

କଟକ : ପରିବେଶ ପ୍ରଦୂଷଣ ସାଙ୍ଗକୁ ଇମ୍ଫାର ବର୍ଜ୍ୟଜଳକୁ କାରଖାନା କର୍ତ୍ତୃପକ୍ଷ ଜନବସତିକୁ ଛାଡୁଛନ୍ତି। ଏହି ବର୍ଜ୍ୟଜଳ ଚୌଦ୍ୱାର କଳିଙ୍ଗ ଛକ କାମୁଡେଇ ସାହିରେ ଲୋକଙ୍କ ଘରେ ପଶୁଛି । ସାମାନ୍ୟ ବର୍ଷା ହେଲେ କେମିକାଲ ମିଶା ବିଷାକ୍ତ ଓ ଦୂଷିତ ପାଣି ଲୋକଙ୍କ ଘରେ ପଶୁଛି। ବାରମ୍ବାର ଅଭିଯୋଗ…

ସୀମା ଲଙ୍ଘୁଛି ଓଟିଭି : ଚକ୍ରାନ୍ତମୂଳକ ଖବର ବିରୋଧରେ ରାଜ୍ୟବ୍ୟାପୀ ପ୍ରତିକ୍ରିୟା

ଭୁବନେଶ୍ବର : ଦେଶର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ କିଟ୍ ଓ କିସ୍ ସମ୍ପର୍କରେ ଓଟିଭିର ଚକ୍ରାନ୍ତମୂଳକ ଖବର ପରିବେଷଣ ବିରୋଧରେ ରାଜ୍ୟବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ରାଜନେତା, ବୁଦ୍ଧିଜୀବୀ ଓ ସାମ୍ବାଦିକଙ୍କ ସମେତ ସବୁବର୍ଗର ଲୋକ ଓଟିଭିକୁ ତୀବ୍ର ସମାଲୋଚନା କରିଛନ୍ତି। ସେମାନେ…

ନିଷ୍ଠୁର ଗ୍ରାମବାସୀ : ପିଲାଚୋରୀ ସନ୍ଦେହରେ ପିଟିପିଟି ୫ଜଣଙ୍କୁ ହତ୍ୟା

ମୁମ୍ବାଇ : ପିଲା ଚୋର ସନ୍ଦେହରେ ୫ ଜଣଙ୍କୁ ପିଟିପିଟି ହତ୍ୟାକଲେ ଗାଁ ଲୋକ । ମହାରାଷ୍ଟ୍ରର ଧୂଲେ ଜିଲ୍ଲାରେ ଘଟିଛି ଏହି ଅଭାବନୀୟ ଘଟଣା। ରାଣିପଡ଼ା ଗାଁରେ ଏକ ବସରୁ ୫ ଜଣ ଓହ୍ଲାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ସେଠାରେ ଉପସ୍ଥିତ ପିଲାଙ୍କ ସହ କିଛି କଥା ହେବାକୁ ଚେଷ୍ଟା କରିଥିଲେ।…

ଆପଣ ଜାଣିଛନ୍ତି କି ଘୁଙ୍ଗୁଡ଼ି ମାରିବାର କାରଣ ?

ସାଧାରଣତଃ ଅନେକଙ୍କର ଘୁଙ୍ଗୁଡ଼ି ମାରିବାର ଅଭ୍ୟାସ ରହିଥାଏ। କିଛି ବ୍ୟକ୍ତି ନିୟମିତ ଭାବେ ଘୁଙ୍ଗୁଡ଼ି ମାରିଥିବା ବେଳେ କିଛି ବେଳେବେଳେ ମାରିଥାନ୍ତି। ଅନେକ ବ୍ୟକ୍ତିଙ୍କ ଘୁଙ୍ଗୁଡ଼ିରେ ଶବ୍ଦରେ ତାଙ୍କ ପାଖରେ ଶୋଇଥିବା ବ୍ୟକ୍ତିଙ୍କର ମଧ୍ୟ ନିଦ ଖରାପ ହୋଇଯାଇଥାଏ। ତେବେ ଘୁଙ୍ଗୁଡ଼ିର କାରଣ ଅନେକ…

ଜାଣିଛନ୍ତି କି, ଚାଉଳ ପାଣି ପିଇବାର ଚମତ୍କାରୀ ଉପକାରିତା ?

ସାଧାରଣତଃ ସମସ୍ତଙ୍କ ଘରେ ରୋଷେଇ କାର୍ୟ୍ୟରେ ଭାତକୁ ପ୍ରାଧାନ୍ୟ ଦିଆଯାଇଥାଏ। ରନ୍ଧା ହୋଇଥିବା ଖାଦ୍ୟ ଆପଣ ଖାଇଥିବେ। କିନ୍ତୁ କେବେ ଆପଣ ଚାଉଳର ପାଣି ପିଇଛନ୍ତି କି? ଏହା ଶୁଣି ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ୟ୍ୟ ଲାଗୁଥିବ। କିନ୍ତୁ ରନ୍ଧା ହୋଇଥିବା ଚାଉଳର ପାଣି ସ୍ବାସ୍ଥ୍ୟ ପାଇଁ ବହୁତ ଉପକାରୀ…

ପୂର୍ବତନ ବିଧାୟକ ନବୀନ ନନ୍ଦ ନିଖୋଜ !

ଢେଙ୍କାନାଳ : ୩ ଦିନ ତଳେ ନବୀନ ନନ୍ଦ କୋଲକାତା ଯାଇଥିଲେ ତାହା ପରଠାରୁ ଗଁଦିଆର ପୂର୍ବତନ ବିଧାୟକ ନବୀନ ନନ୍ଦ ନିଖୋଜ ରହିଛନ୍ତି। ଗତକାଲିଠୁ ନବୀନ ନିଖୋଜ ଥିବା ସୂଚନା ମିଳିଛି । ଏ ନେଇ କୋଲକାତା ଥାନାରେ ନବୀନଙ୍କ ପୁଅ ସମ୍ବିତ୍ ନନ୍ଦ ପୁଲିସ ଠାରେ ଏତଲା ଦେଇଛନ୍ତି। ଏ ନେଇ କଳିଙ୍ଗ ଟିଭିକୁ…

ହିରୋ ସ୍କୁଟର : ବିନା ପେଟ୍ରୋଲରେ ଚାଲୁଛି ୬୫ କିଲୋମିଟର !

ନୂଆଦିଲ୍ଲୀ : ଚଳିତ ବର୍ଷ ଫେବୃଆରୀରେ ହିରୋ ନିଜର ନୂତନ ଇଲେକ୍ଟ୍ରିକ୍ ସ୍କୁଟର ଫ୍ଲସ୍ ଲଞ୍ଚ କରିଥିଲା। ନିକଟରେ କମ୍ପାନୀ ବଜାରରେ ଏହାର ବିକ୍ରି ଆରମ୍ଭ କରିଛି। କମ୍ପାନୀର ଦାବି ରହିଛି ସ୍କୁଟରଟି ସଂପୂର୍ଣ୍ଣ ଇକୋ ଫ୍ରେଣ୍ଡଲି, ଏହା ଦ୍ବାରା ପ୍ରଦୁଷଣ ହେବାର ବିଲକୁଲ ସମ୍ଭାବନା ନାହିଁ। ଏହାର…

ଅନଶନରେ ବସିଲେ ମୁକ୍ତିକାନ୍ତ ବିଶ୍ୱାଳ !

ଭୁବନେଶ୍ବର : ଦିଲ୍ଲୀ ଜନ୍ତରମନ୍ତରରେ ଅନଶନରେ ବସିଲେ ମୁକ୍ତିକାନ୍ତ ବିଶ୍ୱାଳ। ଅନଶନ କରିବା ପୂର୍ବରୁ ମହାତ୍ମା ଗାନ୍ଧୀଙ୍କ ସମାଧି ସ୍ଥଳ ରାଜଘାଟରେ ପ୍ରାର୍ଥନା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପାଇଁ ରାଉରକେଲାରୁ ୧୬ ଶହ କିଲୋମିଟର ଚାଲି ଚାଲି ଯାଇ ଦିଲ୍ଲୀରେ…

ରାଜଧାନୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା !

ଭୁବନେଶ୍ୱର : ବିମାନ ବନ୍ଦରରେ ପହଞ୍ଚିବା ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ବିପୁଳ ସ୍ୱାଗତ କରାଯାଇଥିଲା। ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହ ଦେଓ ପ୍ରମୁଖ ଅମିତ ଶାହଙ୍କୁ…

ଉତ୍ତରାଖଣ୍ଡ : ୧୦୦ ମିଟର ତଳକୁ ଖସିଲା ଯାତ୍ରୀବାହୀ ବସ୍, ୪୦ରୁ ଉର୍ଦ୍ଧ ମୃତ, ୮ ଆହତ

ଉତ୍ତରାଖଣ୍ଡ : ମୃତ୍ୟୁ କେଉଁ ରୁପରେ ମଧ୍ୟ ଆସିପାରେ। ଉତ୍ତରାଖଣ୍ଡ କୋଟଦ୍ବାରର ଧୁମାକୋଟର ପିପଲି- ଭୋନ୍ ମୋଟର ମାର୍ଗରେ ଏକ ଯାତ୍ରୀବାହୀ ବସ୍ ଘାଟିରୁ ଖସି ଯାଇଛି। ଜିଲ୍ଲା ଉତ୍ପାଦ ନିୟନ୍ତ୍ରଣ କେନ୍ଦ୍ରରୁ ୪୫ଜଣ ଯାତ୍ରୀଙ୍କ ମୃତ ଖବର ଆସିଛି। ଘଟଣାସ୍ଥଳରେ ଏସଡ଼ିଆରଏଫ୍ ଦଳ ପହଞ୍ଚି…

୪ ବର୍ଷ ହେଲା ଟପଲେସ୍ ହୋଇ ବୁଲୁଛନ୍ତି ମହିଳା , କାରଣ ଜାଣି ହେବେ ଆଶ୍ଚର୍ଯ୍ଯ

ପୂରାତନ କାଳରୁ ହିଁ ସମାଜରେ ମହିଳା ଏବଂ ପୁରୁଷଙ୍କ ପାଇଁ ଭିନ୍ନ ଭିନ୍ନ ନିୟମ କାନୁନ୍ ରହିଛି। ପୁରୁଷଙ୍କୁ ଜୀବନ ବଞ୍ଚିବା ପାଇଁ କୌଣସି ପ୍ରତିବନ୍ଧକ ରହିନଥିବା ବେଳେ ମହିଳାଙ୍କ ପାଇଁ ଏକ ନିଦ୍ଧିଷ୍ଟ ସୀମା ରହିଛି। ବର୍ତ୍ତମାନ ଏଥିରେ ଅନେକ ପ୍ରକାରର ପରିବର୍ତ୍ତନ ହୋଇଛି। କିନ୍ତୁ ଏବେ ମଧ୍ୟ…

ଗଞ୍ଜାମ ଜିଲ୍ଲାରେ ବସ୍ ଧର୍ମଘଟ : ବ୍ରହ୍ମପୁରରୁ କୌଣସି ସ୍ଥାନକୁ ଗଡୁନି ପ୍ରାୟ ୭୦୦ବସ୍

ଗଞ୍ଜାମ : ବ୍ରହ୍ମପୁର ସହର ମଧ୍ୟରେ ଥିବା ବସଷ୍ଟାଣ୍ଡକୁ ସହର ଉପକଣ୍ଠ ହଳଦିଆପଦରଠାରେ ନୂତନ ଭାବେ ନିର୍ମାଣ ହୋଇଥିବା ବସ୍ ଟର୍ମିନାଲକୁ ସ୍ଥାନାନ୍ତର କରିବା ଲାଗି ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଏହାକୁ ବିରୋଧ କରିଛି ଗଞ୍ଜାମ ଜିଲ୍ଲା ଘରୋଇ ବସ୍ ମାଲିକ ସଂଘ। ହଳଦିଆପଦରଠାରେ ଉପଯୁକ୍ତ…