ବାସ୍ତୁ ଶାସ୍ତ୍ର : ନଳରୁ ଝରୁଥିବା ପାଣିରୁ ମଧ୍ୟ ହୋଇ ପାରନ୍ତି ଗରିବ !

ଯଦି ଅଚାନକ୍ ଆପଣଙ୍କର ଖର୍ଚ୍ଚ ବଢିବାକୁ ଲାଗେ ଏବଂ ପଇସାର ଅଭାବ ଲାଗି ରହେ, ଏହା ସହ ଆପଣଙ୍କୁ ସବୁ କାମରେ ଅସଫଳତା ମିଳିବାକୁ ଲାଗେ ତ’ ଜାଣିନେବେ ଆପଣଙ୍କ ଘରେ ନକାରତ୍ମକ ଉର୍ଜ୍ଜା ପ୍ରବେଶ କରିସାରିଛି । ଘରେ ହଉଥିବା ଛୋଟ ଛୋଟ ଘଟଣାରେ କିଛି ସଂକେତ ଲୁଚି ରହିଥାଏ । ଗରୀବ ମାନଙ୍କୁ କିଛି…

ନାବାଳିକାକୁ ଗର୍ଭବତୀ କରି ଅଭିଯୁକ୍ତ ଫେରାର

ଭଦ୍ରକ: ନାବାଳିକାକୁ ଦୁଷ୍କର୍ମ। ଘଟଣା ଘଟିଛି ଚାନ୍ଦବାଲି ଥାନା କିମଲ ଗାଁରେ। ପାଖ ପଡୋଶୀ ଘରକୁ ଟିଭି ଦେଖିବାକୁ ଯାଇ ଫେରିବା ବାଟରେ ସେହି ଗାଁର ଜଣେ ଯୁବକ ନାବାଳିକାକୁ ପ୍ରଲୋଭିତ କରି ଦୁଷ୍କର୍ମ କରିବା ସହ ଗର୍ଭବତୀ କରି ଫେରାର ହୋଇଯାଇଥିବା ଚାନ୍ଦବାଲି ଥାନାରେ ଅଭିଯୋଗ ହୋଇଛି। ତେବେ…

ରାଜଧାନୀରୁ ଧରାପଡ଼ିଲା ଫ୍ୟାନସୀ ଚୋର

ଭୁବନେଶ୍ବର : ଆଜି ସକାଳେ ରାଜଧାନୀରୁ ଧରା ପଡ଼ିଛି ହାଇଟେକ୍ ଚୋର। ତା ନିକଟରୁ ୬୦ ଲକ୍ଷରୁ ଅଧିକ ଟଙ୍କାର ବିଭିନ୍ନ ଚୋରି ସାମଗ୍ରୀ ଜବତ ହୋଇଛି । ସୁନା ରୁପା ଅଳଙ୍କାର ସମେତ ୩୪ ପ୍ରକାରର ଦାମୀକିଆ ଜିନିଷ ଓ ନଗଦ ୩୯ ହଜାର ୫ଶହ ଟଙ୍କା ଜବତ କରିଛି ଚନ୍ଦ୍ରଶେଖର ଥାନା ପୋଲିସ। ଜବତ ସାମଗ୍ରୀ…

କ’ଣ ପୁଣି ଥରେ ବିବାହ କରିବେ ହ୍ରିତିକ୍- ସୁଜାନ୍?

ମୁମ୍ବାଇ : ବଲିଉଡ଼ର ଶ୍ରେଷ୍ଠ ଯୋଡ଼ି ମାନଙ୍କ ମଧ୍ୟରେ ଗଣାଯାଉଥିଲେ ଅଭିନେତା ହ୍ରିତିକ୍ ରୋଶନ୍ ଏବଂ ତାଙ୍କ ପତ୍ନୀ ସୁଜାନ। କିନ୍ତୁ ହଠାତ୍ ୨୦୧୪ ମସିହାରେ ଉଦ୍ଭୟଙ୍କ ସଂପର୍କରେ ଆସିଥିଲା ଫାଟ। ଦୁହେଁ ଆଧିକାରୀକ ଭାବେ ନେଇଥିଲେ ଛାଡ଼ପତ୍ର। କିନ୍ତୁ ଛାଡ଼ପତ୍ର ପରେ ମଧ୍ୟ ଦୁହିଁଙ୍କୁ ଅନେକ ଥର…

ଗୁରୁପ୍ରିୟା ସେତୁ ହେଲା ଉଦ୍‌ଘାଟନ : ପୂରଣ ହେଲା ବିରାଟ ସ୍ୱପ୍ନ

ମାଲକାନଗିରି : ଏକ ବିରାଟ ସ୍ୱପ୍ନ, ଯାହା ପୂରଣ ହେଲା। ଏକ ବର୍ଷ ବର୍ଷର ଆବଶ୍ୟକତା ଯାହାର ସମାଧାନ ହେଲା। ପାଞ୍ଚ ଦଶନ୍ଧିର ପ୍ରକ୍ରିୟା ପରେ ମାଲକାନଗିରି ଚିତ୍ରକୋଣ୍ଡା ଅଞ୍ଚଳରେ ଉଦ୍‌ଘାଟନ ହେଲା ଗୁରୁପ୍ରିୟା ସେତୁ। ହସ ଫୁଟିଛି ବିଚ୍ଛିନ୍ନାଞ୍ଚଳବାସୀଙ୍କ ମୁହଁରେ। ଅନେକ ଘାତ ପ୍ରତିଘାତ,…

ଦୀର୍ଘତମ ଚନ୍ଦ୍ର ଗ୍ରହଣ କାଲି

ଆସନ୍ତାକାଲି ଚନ୍ଦ୍ର ଗ୍ରହଣ । ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ରହିବ ପ୍ରାୟ ୧ ଘଣ୍ଟା ୪୩ ମିନିଟ୍ ପର୍ୟ୍ୟନ୍ତ । ଏକବିଂଶ ଶତାବ୍ଦୀର ଏହା ହେଉଛି ସବୁଠାରୁ ଦୀର୍ଘତମ ଚନ୍ଦ୍ର ଗ୍ରହଣ । ଶୁକ୍ରବାର ଅପରାହ୍ନ ୨ଟା ୫୪ରୁ ପାକ ତ୍ୟାଗ ଓ ଦେବ ନୀତି ଶେଷ ହେବ । ତେବେ ଗ୍ରହଣ ଆରମ୍ଭ ହେବ ରାତି ୧୧ଟା ୪୫ରୁ ।…

ଚୀନର ବେଜିଂ ସ୍ଥିତ ଆମେରିକା ଦୂତାବାସ ନିକଟରେ ବିସ୍ଫୋରଣ

ନୂଆଦିଲ୍ଲୀ : ଚୀନର ବେଜିଂ ସ୍ଥିତ ଆମେରିକା ଦୂତାବାସ ନିକଟରେ ବିସ୍ପୋରଣ। ଏହି ବିସ୍ଫୋରଣ ଯୋଗୁ ପୂରା ଅଞ୍ଚଳ ଧୂଆଁମୟ ହୋଇଯାଇଛି। ଭିସା ଆବେଦନ ପାଇଁ ଦୂତାବାସରେ ଚୀନ ନାଗରିକ ଭିଡ଼ ଜମାଇଥିବା ବେଳେ ଏହି ବିସ୍ଫୋରଣ ଘଟିଛି। ଜଣେ ମଙ୍ଗୋଲିଆ ନାଗରିକ ବିସ୍ଫୋରଣ ଘଟାଇଥିବା କୁହାଯାଉଛି। ଆହତ…

କାହିଁକି ରିଆଲିଟି ସୋରେ ସଲମାନଙ୍କ ସାର୍ଟ ବଟମ ଖୋଲିଲେ ଶିଳ୍ପା

ମୁମ୍ବାଇ : ବଲିଉଡ଼ର ଦବଙ୍ଗ ଖାନ ବର୍ତ୍ତମାନ ତାଙ୍କର ରିଆଲିଟି ସୋ ଦଶ କା ଦମରେ ବ୍ୟସ୍ତ ରହିଛନ୍ତି। ଏହି ସମୟରେ ସେ ବହୁତ ମସ୍ତି କରୁଥିବାର ଦେଖିବାକୁ ମିଳିଥାନ୍ତି। ସୋର ଏକ ଏପିସୋଡ଼ରେ ସଲମାନ ଖାନ ତାଙ୍କର ଖାସ ବନ୍ଧୁ ଶିଲ୍ପା ସେଟ୍ଟୀ ଏବଂ ଫାରହା ଖାନଙ୍କ ସହ ନଜର ଆସିଥିଲେ। ଏଥିରେ ହଠାତ…

ଆଇଏଏସ୍ ବିନୋଦ କୁମାରଙ୍କୁ ହାଇକୋର୍ଟ ଝଟକା

ଭୁବନେଶ୍ବର: ଓଡ଼ିଶା ରୁରାଲ ହାଉସିଂ ଆଣ୍ଡ ଡେଭ୍‌ଲପ୍‌ମେଣ୍ଟ କର୍ପୋରେସନ-ORHDC ଆର୍ଥିକ ଅନିୟମିତତା ମାମଲାରେ ଆଇଏଏସ୍ ବିନୋଦ କୁମାରଙ୍କୁ ହାଇକୋର୍ଟରୁ ଝଟକା। ଏନବିଡବ୍ଲ୍ୟୁ ଓ ତଳ କୋର୍ଟଙ୍କ ଦଣ୍ଡବିଧାନକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନକୁ ହାଇକୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି। ଏହାସହ…

ନବବଧୂର ଗଳାକାଟି ହତ୍ୟା,ମରିବାକୁ ଉଦ୍ୟମ କଲା ଅଭିଯୁକ୍ତ

ଗଞ୍ଜାମ: ଅଭାବନୀୟ ଘଟଣା। ନବବଧୂର ଗଳାକାଟି ହତ୍ୟା। ମାରିବା ପରେ ମରିବାକୁ ଉଦ୍ୟମ କଲା ଅଭିଯୁକ୍ତ। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ ଏ. କରଡାବାଡି ଗାଁରେ ଘଟିଛି ଏହି ଘଟଣା। ଗୁରୁତର ଯୁବକ ହେଲେ ଶାସନ ଗାଁର ନିଲୁ ଜେନା। ତାକୁ ପ୍ରଥମେ ଆସିକା ଓ ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ…

ଭେସ୍ପା ନୋଟ୍ : ଭାରତ ବଜାରରେ ଲଞ୍ଚ କଲା ଭେସ୍ପା ୧୨୫ ସିସି ସ୍କୁଟର

ନୂଆଦିଲ୍ଳୀ : ସ୍କୁଟର ର୍ନିମାତା କମ୍ପାନୀ ପାଜିଓ ଏହାର ନୂତନ ସ୍କୁଟର ଭେସ୍ପା ନୋଟ୍ ଭାରତୀୟ ବଜାରରେ ଲଞ୍ଚ କରିଛି। ଏହାକୁ ସଂପୂର୍ଣ୍ଣ ନୂଆ କଳା ଥିମରେ ପ୍ରସ୍ତୁତ କରାଯାଇଛି। କମ୍ପାନି ସୂଚନା ଅନୁଯାୟୀ, ଭାରତରେ ଏହି ସ୍କୁଟରକୁ ମାତ୍ର ୨ହଜାର ଟଙ୍କା ଆଡ଼ଭାନ୍ସ ପେମେଣ୍ଟରେ ବୁକ୍ କରାଯାଇ…

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଓଡ଼ିଶା ସାହିତ୍ୟ ଏକାଡେମୀର ୬୧ତମ ସ୍ୱନକ୍ଷତ୍ର ଦିବସ ପାଳିତ

ଭୁବନେଶ୍ୱର : ଓଡ଼ିଶା ସାହିତ୍ୟ ଏକାଡେମୀର ୬୧ତମ ସ୍ୱନକ୍ଷତ୍ର ଦିବସ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ପାଳିତ ହୋଇଛି। କାର୍ୟ୍ୟକ୍ରମରେ ଓଡ଼ିଆ ଭାଷା ଓ ସାହିତ୍ୟର ବିଭିନ୍ନ ଦିଗ ସହ ଅନୁଷ୍ଠାନର ୬୦ବର୍ଷର ଯାତ୍ରା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ଗୋବିନ୍ଦ ଚନ୍ଦ୍ର ମହାପାତ୍ରଙ୍କ…