ରାଜଧାନୀରେ ଧଳା ଜହର, ୨ ଗିରଫ

ଭୁବନେଶ୍ୱର : ରାଜଧାନୀରେ ଧଳା ଜହର। ଭୁବନେଶ୍ୱର ହଳଦୀପଡ଼ିଆ ବସ୍ତିରୁ ପୁଣି ଜବତ ହେଲା ବ୍ରାଉନ୍ ସୁଗାର। ୩୦ ଗ୍ରାମ୍ ବ୍ରାଉନସୁଗାର ଜବତ କରିଛି ଅବକାରୀ ବିଭାଗ। ଏହି ଘଟଣାରେ ୨ଜଣଙ୍କୁ ଗିରଫ କରାଯାଇଛି। ଜବତ ବ୍ରାଉନ୍ ସୁଗାରର ମୂଲ୍ୟ ପ୍ରାୟ ୩ଲକ୍ଷ ଟଙ୍କା ହେବ। ଅବକାରୀ ବିଭାଗ ସହ ଫ୍ଲାଇଂ…

ବିଶ୍ୱର ଦୁଇ ପାଓ୍ଵାର ହାଉସ୍ ଲିଡରଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବିଶ୍ୱର ଦୁଇ ପାଓ୍ଵାର ହାଉସ୍ ଲିଡରଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦକ୍ଷିଣ ଆଫ୍ରିକାର ଜୋହନ୍ସବର୍ଗରେ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀ ପରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ଙ୍କୁ ଭେଟିଛନ୍ତି ନରେନ୍ଦ୍ର ମୋଦି।…

ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି, ସ୍ୱାମୀ ସାଜିଲା ସୈତାନ୍

ବାଲେଶ୍ୱର : ସ୍ୱାମୀ ସାଜିଲା ସୈତାନ୍। ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ମାରି ଦେଲା। ଏହାପରେ ନିଜେ ନିଜକୁ ହତ୍ୟା କଲା। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ବରିପଦା ଗାଁରେ। ମୃତକମାନେ ହେଲେ ବୁଧୀରାମ ମାଝୀ ଓ ତାଙ୍କ ସ୍ତ୍ରୀ ତୁଳସୀ ମାଝୀ। ଗତ କିଛି ମାସ ହେବ…

ପଦ୍ମଭୂଷଣ କବି ରମାକାନ୍ତ ରଥ ଅତିବଡୀ ଜଗନ୍ନାଥ ଦାସ ପୁରସ୍କାରରେ ସମ୍ମାନୀତ

ଭୁବନେଶ୍ୱର: ରବୀନ୍ଦ୍ର ମଣ୍ଡପରେ ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଅନୁଷ୍ଠିତ ହୋଇଛି ୨୦୧୮ ଅତିବଡୀ ଜଗନ୍ନାଥ ଦାସ ପୁରସ୍କାର ଓ ସାରସ୍ୱତ ସମ୍ବର୍ଦ୍ଧନା ଉତ୍ସବ। ଚଳିତ ବର୍ଷ ଅତିବଡୀ ଜଗନ୍ନାଥ ଦାସ ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି ପଦ୍ମଭୂଷଣ କବି ରମାକାନ୍ତ ରଥ। ସେହିପରି ୧୫ ଜଣ ବରିଷ୍ଠ…

ପ୍ରଧାନମନ୍ତ୍ରୀ ନହେଉଣୁ ଭାରତକୁ ଟାରଗେଟ୍ କଲେ ଇମ୍ରାନ

ନୂଆଦିଲ୍ଲୀ: ଭାରତ ଗୋଟିଏ ପାଦ ଆଗକୁ ବଢିଲେ, ପାକିସ୍ତାନ ଦି ପାଦ ଆଗକୁ ବଢିବ। ଭାରତ-ପାକ୍ ସମ୍ପର୍କ ନେଇ ଏଭଳି ମତ ରଖିଛନ୍ତି ପାକିସ୍ତାନ ତେହରିକ୍-ଏ-ଇନ୍ସାଫର ମୁଖ୍ୟ ଇମ୍ରାନ ଖାନ୍। ନିର୍ବାଚନରେ ଇମ୍ରାନଙ୍କ ଦଳ 'ପାକିସ୍ତାନ ତେହରିକ୍ ଏ ଇନ୍ସାଫ'- PTI ସବୁଠୁ ବଡ଼ଦଳ ଭାବେ ଉଭା ହୋଇଛି। ୨୭୨…

ଆଜି ସନ୍ଧ୍ୟାରେ ବସିବ ଐତିହ୍ୟ କ୍ୟାବିନେଟର ପ୍ରଥମ ବୈଠକ

ଭୁବନେଶ୍ବର: ଆଜି ସନ୍ଧ୍ୟାରେ ରାଜ୍ୟ ସଚିବାଳୟରେ ବସିବ ଐତିହ୍ୟ କ୍ୟାବିନେଟର ପ୍ରଥମ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ଐତିହ୍ୟ କ୍ୟାବିନେଟର ସଦସ୍ୟ ଥିବା ୭ ଜଣ ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ । ବିଶେଷ କରି ୬ଟି ଏଜେଣ୍ଡା ଉପରେ ଆଲୋଚନା କରାଯିବ।…

ଅଜଣା ଗାଡି ଧକ୍କାରେ ୨ ବାଇକ୍ ଆରୋହୀ ମୃତ

ସୁନ୍ଦରଗଡ଼ : ଅଜଣା ଗାଡି ଧକ୍କାରେ ୨ ବାଇକ୍ ଆରୋହୀ ମୃତ। ସୁନ୍ଦରଗଡ଼ ଟାଉନ ଥାନା ରଣୀବଗିଚା ବାଇପାସ୍ ରୋଡ ଆଦର୍ଶନଗରରେ ଘଟିଛି ଏହି ଦୁର୍ଘଟଣା। ମୃତକ ଦୁଇ ଜଣଙ୍କ ପରିଚୟ ମିଳିପାରିନାହିଁ। ଦୁଇ ଜଣ ବାଇକ୍ରେ ଯାଉଥିବାବେଳେ ଆଦର୍ଶନଗର ନିକଟରେ ଏକ ଅଜଣା ଗାଡି ଧକ୍କା ଦେଇଥିଲା। ଫଳରେ…

ଏହି ଦିଗରେ ମୁଣ୍ଡ କରି ଶୁଅନ୍ତୁ, ହେବ ନାହିଁ କୌଣସି ରୋଗ

ଆଜିର ଦୁନିଆରେ ରୋଗ ପାଇଁ ବିଭିନ୍ନ ପ୍ରକାରର ଔଷଧ ସେବନ କରାଯାଉଥିବା ବେଳେ ଏପରି କିଛି ରୋଗ ରହିଛି ଯାହା କେବଳ ଶୋଇବା ମାତ୍ରେ ଛୁ  ହୋଇଯାଏ । ତେବେ ଆପଣ ସବୁବେଳେ ସମସ୍ତଙ୍କୁ କହିବାର ଶୁଣିଥିବେ ଉତ୍ତର ଦିଗକୁ ମୁଣ୍ଡ ଶୋଇବା ଉଚିତ୍‌ ନୁହେଁ। ଏହାର କାରଣ କେବେ ଆପଣ ଭାବିଛନ୍ତି କି?…

ଫେସବୁକ୍‌କୁ ବଡ଼ ଝଟକା : ୧୨୦ ଅରବ ଡ଼ଲାରର ହେଲା କ୍ଷତି

ନୂଆଦିଲ୍ଲୀ : ନିଜର ପ୍ରାଇଭେସି ପଲିସିକୁ ନେଇ ବିବାଦରେ ରହିଥିବା ସୋସିଆଲ ମିଡ଼ିଆ ଫେସବୁକକୁ ଗୁରୁବାର ଦିନ ବହୁ ପରିମାଣର କ୍ଷତି ସହିବାକୁ ପଡ଼ିଛି। ବାରାମ୍ବାର ବିଭିନ୍ନ ପ୍ରକାରର ନିୟମ ଏବଂ ପଲିସି ବଦଳୁଥିବାରୁ ତ୍ରିମାସିକ ସେଲ୍ସ ଶେୟାରରେ ୨୦ ପ୍ରତିଶତ ଐତିହାସିକ କ୍ଷତି ସହିବାକୁ ପଡ଼ିଛି।…

ଶ୍ରୀମନ୍ଦିର ଓ ସେବାୟତଙ୍କ ବଂଶ ପରମ୍ପରା ସେବା ନେଇ ସୁପ୍ରିମକୋର୍ଟରେ ପକ୍ଷ ରଖିବେ ସେବାୟତ

ପୁରୀ: ଶ୍ରୀମନ୍ଦିର ଓ ସେବାୟତଙ୍କ ବଂଶ ପରମ୍ପରା ସେବା ସଂପର୍କରେ ସୁପ୍ରିମକୋର୍ଟ ଓ ଆମିକସ୍ କ୍ୟୁରୀଙ୍କ ନିକଟରେ ପକ୍ଷ ରଖିବେ ସେବାୟତ। ଆଇନଗତ ଦିଗକୁ ଠିକ୍ ଭାବରେ ଉପସ୍ଥାପିତ କରାଯିବ। ଅଭିଜ୍ଞ ସେବାୟତଙ୍କୁ ନେଇ ଏକ କମିଟି ଗଠନ ହେବ। ଶ୍ରୀମନ୍ଦିର ସଂପର୍କରେ ସୁପ୍ରିମକୋର୍ଟଙ୍କ…

ଆଜି ଶତାଦ୍ଦୀର ସବୁଠାରୁ ଦୀର୍ଘତମ ଚନ୍ଦ୍ରଗ୍ରହଣ : ଜାଣନ୍ତୁ କଣ କରିବେ କଣ କରିବେନି

ଆସନ୍ତାକାଲି ହେଉଛି ଚଳିତ ଶତାଦ୍ଦୀର ସବୁଠାରୁ ଦୀର୍ଘତମ ଚନ୍ଦ୍ର ଗ୍ରହଣ । ଏହି ଚନ୍ଦ୍ର ଗ୍ରହଣ ପାଖାପାଖି ୧ ଘଣ୍ଟା ୪୩ ମିନିଟ୍ ପର୍ୟ୍ୟନ୍ତ ରହିବ । ଏହି ଗ୍ରହଣ ପୂରା ଭାରତ ବର୍ଷରେ ଦେଖିବାକୁ ମିଳିବ ଏବଂ ଏହାକୁ ବିନା କିଛି ଉପକରଣରେ ଆରମରେ ଆପଣ ମାନେ ଦେଖି ପାରିବେ । ପୂର୍ଣ୍ଣଚନ୍ଦ୍ର…

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

ମେଷ : ସ୍ୱାସ୍ଥ୍ୟ ଉତ୍ତମ ରହିବ । ବିଦ୍ୟାର୍ଥୀମାନେ ସଫଳତା ଅର୍ଜନ କରିବେ । ଗୃହରେ ଅଶାନ୍ତି ଦେଖାଦେଇପାରେ । କର୍ମକ୍ଷେତ୍ରରେ ସଜାଗ ରୁହନ୍ତୁ । ବୃଷ : କର୍ମକ୍ଷେତ୍ରରେ ସଜାଗ ରହନ୍ତୁ । ଦୂରଯାତ୍ରା ସହ ବନ୍ଧୁମିଳନ ଯୋଗ ରହିଛି । ସୁସ୍ୱାଦୁ ଭୋଜନ କରିବେ । ସ୍ୱାସ୍ଥ୍ୟରେ ଅବନ୍ନତି…