ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

ମେଷ : ମାନସମ୍ମାନ ପ୍ରାପ୍ତି ସହ ବେପାର ବାଣିଜ୍ୟରେ ସଫଳତା ପାଇବେ। ବିଦେଶ ଯାତ୍ରା ସଫଳ ହେବ। ଖର୍ଚ୍ଚ ବୃଦ୍ଧି ହୋଇପାରେ। ବୃଷ : କୋର୍ଟ କଚେରୀ ମାମଲାଠାରୁ ଦୁରେଇ ରହନ୍ତୁ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି । ପରାକ୍ରମ କ୍ଷେତ୍ରରେ ଜୟଲାଭ କରିବେ। ମିଥୁନ : ବିଦ୍ୟାର୍ଥୀ ସଫଳତା ପାଇବେ।…

କଟକରେ କାୟା ମେଲାଉଛି ଡେଙ୍ଗୁ : ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା

କଟକ : କଟକରେ ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । କଟକ ଏସ୍‌ସିବି ମେଡିକାଲରେ ବର୍ତ୍ତମାନ ୨୨ଜଣ ଡେଙ୍ଗୁ ରୋଗୀ ଚିକିତ୍ସାଧୀନ ଅଛନ୍ତି । ଏମାନଙ୍କ ମଧ୍ୟରୁ ୨୦ଜଣ ଡେଙ୍ଗୁ ଓ୍ଵାର୍ଡରେ ଥିବା ବେଳେ ଆଉ ଦୁଇଜଣ ଆଇସିୟୁରେ ଅଛନ୍ତି । ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା ମେଡିକାଲ…

ଟ୍ଵିଟକୁ ନେଇ ଅଡୁଆରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ! ଦକ୍ଷତା ବିକାଶ ମନ୍ତ୍ରାଳୟର ନିମନ୍ତ୍ରଣପତ୍ରରେ ବିକୃତ ଓଡ଼ିଆ…

ଭୁବନେଶ୍ବର : ଓଡ଼ିଆରେ କଦର୍ଯ୍ୟ ଓ କଦର୍ଥ ଲେଖା । ଶବ୍ଦ ଓ ବାକ୍ୟ କିଛି ବି ଠିକ୍‌ ନାହିଁ । ଖୋଦ୍‌ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସୋସିଆଲ୍‌ ମିଡିଆ ପେଜ୍‌ରେ ଏମିତି ଏକ ନିମନ୍ତ୍ରଣ ପତ୍ର ଅପ୍‌ଲୋଡ୍‌ ହୋଇଛି । ତାହା ହେଉଛି ଦକ୍ଷତା ବିକାଶ ମନ୍ତ୍ରାଳୟର ନିମନ୍ତ୍ରଣପତ୍ର ।…

କ୍ରାଇମବ୍ରାଞ୍ଚ୍ କବଜାରେ ଗ୍ୟାଙ୍ଗଷ୍ଟର ଟିଟୋର ଦୁଇ ସାର୍ପ ସୁଟର୍

ଭୁବନେଶ୍ବର: ଅଧିକରୁ ଅଧିକ ଖୋଲୁଛି ଗ୍ୟାଙ୍ଗଷ୍ଟର ଟିଟୋର ଅପରାଧିକ ଲିଙ୍କ୍‌ର ଗୁମର । କ୍ରାଇମ୍‌ବ୍ରାଞ୍ଚ୍‌ର ଏସ୍‌ଟିଏଫ୍‌ ପଞ୍ଝାରେ ପଡ଼ିଛନ୍ତି ଟିଟୋ ଗ୍ୟାଙ୍ଗ୍‌ର ୨ଜଣ ସାର୍ପ ସୁଟର । ସେମାନେ ହେଲେ ବାବୁଲା ଓରଫ ଶୁଭେନ୍ଦୁ ପତ୍ରୀ ଓ ସେକ୍‌ ସୟଦ । ଦୁଇ ଜଣଙ୍କ ନାଁରେ ୨୫ରୁ ଅଧିକ ମାମଲା…

ଆଗୁଆ ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ସଜବାଜ !

ଭୁବନେଶ୍ବର : ଆଗୁଆ ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି । ୨୦୧୮-୧୯ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ ପାଇଁ ବ୍ୟୟବରାଦ ତାଲିକା ଦେବାକୁ ଅର୍ଥ ବିଭାଗ ଚିଠି ଲେଖିଥିବା ବେଳେ ଏମିତି କିଛି ଚର୍ଚ୍ଚା ଚାଲିଛି । ଅଗଷ୍ଟ ପ୍ରଥମ ସପ୍ତାହ ସୁଦ୍ଧା ତାଲିକା ଦେବାକୁ କୁହାଯାଇଛି । ପ୍ରଶାସନିକ…

ଏହି ୫ଟି କାରଣରୁ ସ୍ତ୍ରୀଙ୍କ ଉପରେ ସନ୍ଦେହ କରନ୍ତି ସ୍ବାମୀ !

ସ୍ବାମୀ ଓ ସ୍ତ୍ରୀର ପବିତ୍ର ସଂର୍ପକର ମୂଳଦୁଆ ହେଉଛି ବିଶ୍ବାସ । ଯଦି ଏହି ସଂପର୍କରେ ବିଶ୍ବାସର ସ୍ଥାନ ସନ୍ଦେହ ନେଇ ଯାଏ ତାହାଲେ ଏ ପବିତ୍ର ସଂର୍ପକ ଭାଙ୍ଗିବାକୁ ଖୁବ୍ କମ୍ ସମୟ ନେଇଥାଏ । ବେଳେ ବେଳେ ଏମିତି କିଛି ଛୋଟ ଛୋଟ ଭୁଲ୍ ବୁଝାବଣା ପାଇଁ ସ୍ବାମୀ ନିଜ ସ୍ତ୍ରୀ ଉପରେ ସନ୍ଦେହ…

ଇତିହାସର ଆଇନାରେ ଜୁଲାଇ ୧୫ : ଗୋଟିଏ କ୍ଲିକରେ ପଢନ୍ତୁ ଆଜିର ଦିନରେ ଭାରତ ଏବଂ ବିଶ୍ବରେ କଣ କଣ ଘଟିଥିଲା

୧୬୬୨ : ଦ୍ବିତୀୟ କିଙ୍ଗ୍ ଚାର୍ଲ୍ସ  ଲଣ୍ଡନରେ ରୟାଲ୍ ସୋସାଇଟିକୁ ଅଧିନିୟମ କରିଥିଲେ ୧୭୯୫ : ମାର୍ସେଲିଆଙ୍କୁ ଫ୍ରାନ୍ସର ରାଷ୍ଟ୍ରୀୟ ଗୀତ ଘୋଷଣା କରାଯାଇଥିଲା ୧୮୬୪ : ଆମେରିକାରେ କଏଦୀ ମାନଙ୍କୁ ନେଇ ଯାଉଥିବା ଏକ ଯାତ୍ରୀ ଟ୍ରେନ୍ ମାଲବାହୀ ଟ୍ରେନ୍ ସହ ଧକ୍କା ହେବା ଫଳରେ ୬୫ ଜଣଙ୍କ…

ହ୍ବାଟ୍ସଆପ ବ୍ୟବହାର କରୁଛନ୍ତି ହେଲେ ଏହାକୁ ନେଇ ଏହି କଥା ନିଶ୍ଚୟ ଜାଣିନଥିବେ !

ବର୍ତ୍ତମାନର ଯୁଗରେ ବହୁ କମ ଲୋକ ବାକି ଥିବେ ଯେଉଁମାନଙ୍କ ମୋବାଇଲରେ ହ୍ବାଟ୍ସଆପ ମେସେଞ୍ଜର ନଥିବ। ଏବେ ସାଧାରଣ ଜୀବନରେ ଏକ ଜରୁରୀ ଅଂଶ ପାଲଟିଛି ଏହି ଆପ୍। ଭାରତରେ ପ୍ରାୟ ୨୦ କୋଟିରୁ ଅଧିକ ଲୋକ ଏହି ମେସେଞ୍ଜର ଆପ୍ ବ୍ୟବହାର କରୁଛନ୍ତି। ଦୈନିନ୍ଦିନ ଜୀବନରେ ବହୁଳ ଭାବେ ଆପକୁ ବ୍ୟବାହାର…

ସାଧାରଣ ସଭାରେ କାନ୍ଦି ପକାଇଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ

ଝାଡଖଣ୍ଡ: ମେଣ୍ଟ ସରକାରରେ ରୁନ୍ଧି ହୋଇ ଗଲେଣି। ବହୁ କଷ୍ଟ ସହିବାକୁ ପଡୁଛି। ମହାଦେବଙ୍କ ପରି ବିଷ ପିଇବାକୁ ପଡୁଛି। କୋହ ସମ୍ଭାଳି ନପାରି ଏକ ସାଧାରଣ ସଭାରେ ଏକଥା କହିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍. ଡି. କୁମାରସ୍ୱାମୀ। ସେ କାନ୍ଦି ବି ପକାଇଥିଲେ। କୁମାରସ୍ୱାମୀ କହିଛନ୍ତି,…

ଝାଡ଼ଖଣ୍ଡରେ ଗଣଆତ୍ମହତ୍ୟା: ଗୋଟିଏ ପରିବାରର ୬ ଜଣଙ୍କ ମୃତଦେହ ଉଦ୍ଧାର

ଝାଡ଼ଖଣ୍ଡ: ଘର ଭିତରୁ ମିଳିଲା ଗୋଟିଏ ପରିବାରର ୬ ଜଣଙ୍କ ମୃତଦେହ। ମୃତକଙ୍କ ମଧ୍ୟରେ ଅଛନ୍ତି ଦୁଇ ଜଣ ପୁରୁଷ, ଦୁଇ ଜଣ ମହିଳା ଏବଂ ଦୁଇ ଜଣ ପିଲା। ମୃତକମାନେ ମାରଓ୍ଵାଡି ସମ୍ପ୍ରଦାୟର। ୫ ଜଣ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଉଛି। ଅନ୍ୟ ଜଣେ ଘର ଛାତ ଉପରୁ ଡେଇଁ ଆତ୍ମହତ୍ୟା…

ମାଛରେ ଫର୍ମାଲିନ୍ : କଟକ ମାଛ ବଜାରରେ ଚଢାଉ

ଭୁବନେଶ୍ୱର: ରାଜଧାନୀ ମାଛରେ ଫର୍ମାଲିନ୍ ମିଳିବା ପରେ ଏବେ କଟକର ମାଛ ବଜାରରେ ଚଢାଉ। କଟକ ବିଭିନ୍ନ ମାଛ ମାର୍କେଟ୍‌ରେ ସିଏମ୍‌ସି ସ୍ୱାସ୍ଥ୍ୟ ବିଭାଗ ଓ ମତ୍ସ୍ୟ ବିଭାଗ ପକ୍ଷରୁ ମିଳିତ ଚଢାଉ କରାଯାଇଛି। କୃଷକବଜାର, ପ୍ରେସ୍ଛକ, ସେମିନାରୀ ଛକ ଅଞ୍ଚଳ ମାଛ ମାର୍କେଟ୍‌ରୁ ୮ଟି ନମୁନା ସଂଗ୍ରହ…

ଓ୍ଵିମ୍ବଲଡନ୍‌ ଓପନର ମହିଳା ସିଙ୍ଗଲ ଟାଇଟଲ୍‌ ଜିତିଛନ୍ତି ଆଞ୍ଜେଲିକ୍‌ କେରବର

ନୂଆଦିଲ୍ଲୀ : ଓ୍ଵିମ୍ବଲଡନ୍‌ ଓପନରେ ମହିଳା ସିଙ୍ଗଲ ଟାଇଟଲ୍‌ ଜିତିଛନ୍ତି ଆଞ୍ଜେଲିକ୍‌ କେରବର । ଗତକାଲି ଫାଇନାଲ୍‌ରେ ପୂର୍ବ ଚାମ୍ପିଅନ୍‌ ସେରେନା ଓ୍ଵିଲିୟମସକୁ ସିଧାସଳଖ ସେଟ୍‌ରେ ପରାସ୍ତ କରି କେରବର ପ୍ରଥମଥର ଚାମ୍ପିଅନ୍‌ ହୋଇଛନ୍ତି । କେରବର ୬-୩, ୬-୩ ସେଟ୍‌ରେ ବିଜୟୀ ହୋଇଛନ୍ତି ।…