ଉପରେ ସିନା ହସୁଛି, ହେଲେ ଭିତରେ ତାର ଯନ୍ତ୍ରଣା ପ୍ରତିଦିନ ସେହି ଦିନକୁ ଭୁଲିବାକୁ ଦେଉନି

କୁହାଯାଏ ସ୍ୱପ୍ନ କେବେ ବି ତଳକୁ ଟାଣେନି । ବରଂ ଆଗକୁ ବଢିଯିବାକୁ ସାହସ ଦିଏ । ସେହି ସାହାସ ଦେଖିବାକୁ ପାଇଲୁ ଗୋଟେ ଝିଅଟି ଭିତରେ । ତା ସ୍ୱପ୍ନ ପୁରା କରିବାକୁ ତା ପାଖରେ ସାହସ ତ ଅଛି ହେଲେ ଆଉ କିଛି ବି ନାହିଁ । କାରଣ ସେ ଗୋଟେ ଅଭାଗିନୀ । ଭିନ୍ନକ୍ଷମ ହୋଇ ବି ଭିନ୍ନ ନୁହେଁ ତାର…

ମାଆର ମୃତ୍ୟୁ ହେଲେ ବି ପିଲା ଜନ୍ମ ହୋଇପାରିବ, ଜାଣନ୍ତୁ କେମିତି

ଦୁନିଆରେ ଜୀବନ ମରଣ ସତ୍ୟ । ତାଛଡା ଆଉ ସବୁ କିଛି ମିଛ । ଯିଏ ଥରେ ଜନ୍ମ ନେଇଛି ସେ ଦିନେ ନା ଦିନେ ମୃତ୍ୟୁବରଣ କରିବ । ଏହା ଦୁନିଆର ସତ ବୋଲି କୁହାଯାଏ । କିନ୍ତୁ ମୃତ୍ୟୁ ପରର ବି ଏକ ଦୁନିଆ ରହିଛି ଯାହାକୁ ନେଇ କାହାକୁ ବି ଜଣାନାହିଁ । ଯଦିଓ ଏହାକୁ ନେଇ ପ୍ରତିଦିନ ଚାଲିଛି ଗବେଷଣା ।…

ଜାଣନ୍ତୁ ଆଜିର ତେଲ ଦର କେତେ ? ଖସିଲା ନା ବଢିଲା

ଓଡିଶା ରାଜଧାନୀ ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ଲିଟର ପିଛା କେତେ ରହିଛି ଜାଣନ୍ତି କି । ଆଜିର ଦରକୁ ଦେଖିଲେ ଯାହା ଜଣାପଡୁଛି ସେତେଟା କିଛି ପରିବର୍ତ୍ତନ ହୋଇନାହିଁ । ଭୁବନେଶ୍ୱରରେ ପେଟ୍ରୋଲର ଦର ୧୦୩ ଟଙ୍କା ୬୩ ପଇସା ଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୫ ଟଙ୍କା ୧୮ ପଇସାରେ…

ଅଳ୍ପ ଅଳ୍ପ କରି ବଢିଚାଲିଛି ସୁନା ରୂପା ଦର, ଜାଣନ୍ତୁ ଆଜିର ମୂଲ୍ୟରେ କଣ ପରିବର୍ତ୍ତନ ହୋଇଛି

ପ୍ରତ୍ୟକ ଦିନ ସୁନା ଓ ରୂପ ମୂଲ୍ୟ ପରିବର୍ତ୍ତନ ହେଉଛି । ସୁନା ଓ ରୂପ କିଣିବାକୁ ଚାହୁଁଥିଲେ ଆପଣ ଆଜି ଆପଣଙ୍କ ସହରରେ କେତେ ସୁନା ଦର ରହିଛି ଜାଣି ରଖନ୍ତୁ। ଆଜି ଭାରତୀୟ ବଜାରରେ ସୁନା ଦାମରେ କିଛି ଟା ପରିବର୍ତ୍ତନ ଆସିଥିବା ଲକ୍ଷ କରାଯାଇଛି । ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୪୭…

ଆସିଲା ସବୁଠୁ ବଡ ବ୍ୟାକ୍ଟେରିଆ, ଖୋଜି ପାଇଛନ୍ତି ବୈଜ୍ଞାନିକ

ଆସିଲା ସବୁଠୁ ବଡ ବ୍ୟାକ୍ଟେରିଆ । ଯାହାକୁ ଖୋଜି ପାଇଛନ୍ତି ବୈଜ୍ଞାନିକ । ଯାହାର ନାମ ହେଉଛି ଥିୟୋମାର୍ଗରିଟା ମାଗ୍ନିଫିକା । ବୈଜ୍ଞାନିକମାନେ ଦାବି କରିଛନ୍ତି କି ଏହି ଖାସ ବ୍ୟାକ୍ଟେରିଆକୁ କ୍ୟାରୋବିୟନ ଦ୍ୱୀପ ସମୂହର ଗ୍ଵାଡେଲିପରେ ଦେଖିବାକୁ ମିଳିଥିଲା । କ୍ୟାରବିୟନ ମୈଗ୍ରୋବର ଦଳ ଦଳରେ…

ସାଧାରଣ ଲୋକଙ୍କ ଅପେକ୍ଷା ନେତାଙ୍କର ଜୀବନ ଲମ୍ବା…

କଣ ରାଜନୀତିର ପ୍ରଭାବ ନେତାଙ୍କ ବୟସ ଉପରେ ପଡେ କି । ଏହା କହୁଛି ନୂଆଁ ରିସର୍ଚ୍ଚ । ସାଧାରଣ ଲୋକଙ୍କ ତୁଳନାରେ ନେତା ଅଧିକ ଲମ୍ବା ଜବନ ବିତାନ୍ତି । ଏହି ଦାବି ଅକ୍ସଫୋର୍ଡ ୟୁନିଭରସିଟିର ଅନୁସନ୍ଧାନକାରୀମାନେ ନିଜ ରିସର୍ଚ୍ଚରେ କହିଛନ୍ତି । ଅନୁସନ୍ଧାନକାରୀମାନେ ରିସର୍ଚ୍ଚରେ ୫୭ହଜାରରୁ…

ଘରେ ବି କରିପାରିବେ ଏହି ବ୍ୟାୟାମ, ଏହି ବ୍ୟାୟାମ କହିବ ଆପଣଙ୍କ ଆୟୁଷ କେତେ…

ବର୍ତ୍ତମାନ ସୁସ୍ଥ ରହିବା ପାଇଁ କିଏ କେତେ କଣ କରୁଛନ୍ତି । ବିଶେଷକରି ନିଜ ଲାଇଫଷ୍ଟାଇଲ ଉପରେ ସମସ୍ତେ ଏବେ ବେଶୀ ଧ୍ୟାନ ଦେଉଛନ୍ତି । ପ୍ରତ୍ୟେକଦିନ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସୁସ୍ଥ ରହିବାର ଟିପ୍ସ ସହ ଖାଦ୍ୟ ଖାଇବାକୁ ନେଇ, ଶୋଇବା ପର୍ଯ୍ୟନ୍ତ ଏମିତିିକି ବାୟାମ କରିବାକୁ ମଧ୍ୟ ପରାମର୍ଶ…

ସୋସିଆଲ ମିଡିଆରେ କେଉଁ ପ୍ଲାଟଫର୍ମ କେତେ ନମ୍ବରରେ, ଜାଣନ୍ତୁ

ବର୍ତ୍ତମାନ ଆମେ ସୋସିଆଲ ମିଡିଆ ଜମାନାରେ ବଞ୍ଚୁଛେ । ଆଉ ସୋସିଆଲ ମିଡିଆର ଏବେ କେତେ ପ୍ଲାଟଫର୍ମ ରହିଛି ତାହା ବି ଜାଣିଛେ । ବିଶେଷକରି ଯଦି ଦେଖିବା ଫେସବୁକ, ହ୍ଵାଟ୍ସଆପ, ଇନଷ୍ଟାଗ୍ରାମ, ଟ୍ଵିଟର ଆଦି କେତେ କଣ । ଏଥିରୁ କେଉଁଟା ତ ଆପଣଙ୍କ ପସନ୍ଦର ଥିବ । କିନ୍ତୁ ବୟସ ଓ ଜେଣ୍ଡର…

ବିଶ୍ୱରେ ପ୍ଲାଷ୍ଟିକ ଠାରୁ ଏବେ ଚିନ୍ତାଜନକ ଖାଦ୍ୟସଙ୍କଟ,ଜାଣନ୍ତୁ କେତେ ଦେଶ ଖାଦ୍ୟାଭାବ ସହ ଜୁଝିହେଉଛନ୍ତି

ମଣିଷ ବଞ୍ଚିରହିବା ପାଇଁ ଖାଦ୍ୟ ବସ୍ତ୍ର ବାସଗୃହର ଆବଶ୍ୟକ । ଆଉ ଏହା ଭିତରେ ସବୁଠୁ ବେଶୀ ଗୁରୁତ୍ୱପୂର୍ଣ୍ଣ ହେଉଛି ଖାଦ୍ୟ । ଯାହା ପ୍ରତିଦିନ ଜରୁରି । ଏଥିପାଇଁ ସମସ୍ତଙ୍କୁ ସଂଘର୍ଷ କରିବାକୁ ପଡୁଛି । କାରଣ ଖାଦ୍ୟ ନମିଳିଲେ ମଣିଷଟେ ବ଼ଞ୍ଚିରହିବା ମୁସ୍କିଲ । ହେଲେ ବର୍ତ୍ତମାନ ସମୟରେ…

କଙ୍କଡା ବିଛାର ବିଷ ଜୀବନ ତ ନେଇଯାଏ କିନ୍ତୁ ଜୀବନ ଦିଏ କେମିତି ଜାଣିବା ….

କଙ୍କଡା ବିଛା । ନାଁ ଶୁଣିଲେ ଆପଣ ଭାବନ୍ତି କେଉଁଠି ଆଖପାଖରେ ଅଛି କି । କାରଣ ଏହା ଛୋଟ ହେଲେ ବି ଏହାର ବିଷ କୋଉ ସାପର ବିଷଠୁ ବି କମ ନୁହେଁ । ଏହାର ବିଷ ମଣିଷଙ୍କୁ ମାରିଦିଏ । କିନ୍ତୁ କେତେ କଥା ଏହାକୁ ନେଇ ରହିଛି ଆମେ ଆପଣଙ୍କୁ ଆମ ଭିଡିଓରେ ଜଣାଇବୁ । ବିଛା ସବୁଠୁ ପୁରୁଣା ଜୀବ ଯାହା…

ଗାଡି ତ କିଣୁଛନ୍ତି କିନ୍ତୁ ଟ୍ରେନର ମୂଲ୍ୟ କେବେ ଜାଣିଛନ୍ତି କି ?

ଭାରତରେ ଅଧିକାଂଶ ଲୋକେ ଟ୍ରାଭେଲ କରିବା ପାଇଁ ଟ୍ରେନ ଉପରେ ନିର୍ଭର କରିଥାନ୍ତି । ସମସ୍ତଙ୍କର ପ୍ରଥମ ପସନ୍ଦ ଏବେ ଟ୍ରେନ । ଆଉ ଭାରତୀୟ ରେଲୱେ ନେଟୱର୍କ ଦେଶର ପ୍ରତି କୋଣ ଅନୁକୋଣ ସହ ଯୋଡା । ଯେଉଁଠାରେ ପକ୍କା ସଡକ ବି ଯାଇନି ସେଠାରେ ଯାଇଛି ଇଣ୍ଡିଆନ ରେଲୱେ ଟ୍ରାକ୍‌ । ଟ୍ରେନରେ ଯାତାୟାତ…

ମିଡିଆକୁ ଅଣଦେଖା କରିବାରୁ ଟ୍ରୋଲ ହେଲେ କିଙ୍ଗ ଖାନଙ୍କ ଲାଡଲି ସୁହାନା ଖାନ

ସୁହାନା ଖାନ ଏକ ଏଭଳି ଷ୍ଟାର କିଡ । ଯାହାଙ୍କ ପଛରେ ଫ୍ୟାନ୍ସ ପାଗଳ । କାରଣ ଏକଥା ଆପଣ ଜାଣନ୍ତି କି ସୁହାନା ହେଉଛନ୍ତି ସୁପରଷ୍ଟାର ଶାହରୁଖଙ୍କ ଲାଡଲି । ଏମିତିରେ ତ ବଲିଉଡ କିଙ୍ଗ ଶାହରୁଖ ଖାନଙ୍କ ଫ୍ୟାନ୍ସଙ୍କର କୌଣସି କମି ନାହିଁ । କିନ୍ତୁ ଶାହରୁଖଙ୍କ ଫ୍ୟାନ ତାଙ୍କ ଲାଡଲି ସୁହାନା…