ବର୍ଷ ଆରମ୍ଭରୁ ଜାଣନ୍ତୁ ଆଜି କେମିତି ରହିବ ଆପଣଙ୍କ ଦିନ

ମେଷ : ସାମାଜିକ ଜୀବନ ସବୁ ଦୃଷ୍ଟିରୁ ଭଲ ରହିବ। ପରିବାରରେ ବଡ଼ଙ୍କ ଠାରୁ ସହଯୋଗ ପାଇବେ। ଆଜି ଯାହା ବି କାମ କରିବେ, ସଫଳତା ପାଇବେ। ବାଣିଜ୍ୟ ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ। ବୃଷ : ଇଷ୍ଟଦେବଙ୍କ ଆରାଧନା କରନ୍ତୁ, ଲାଭ ହେବ। ଲୋକମାନଙ୍କୁ ନିଜ ଯୋଜନାରେ ସହମତ କରାଇନେବେ।…

ଦୁଇଟି ଯାକ କିଡନୀ ନଷ୍ଟ, କେମିତି ଚଳାଇବେ ପରିବାର ସେନେଇ ଚିନ୍ତାରେ ଗଞ୍ଜାମ ଜିଲ୍ଲାର ଉପେନ୍ଦ୍ର ଗୌଡ

ଗଞ୍ଜାମ(କେନ୍ୟୁଜ୍‌): ଆଉ କିଛି ଉପାୟ ହିଁ ନାହିଁ ଉପେନ୍ଦ୍ରଙ୍କ ପାଖରେ। ହାର୍ ମାନିଛି ତାଙ୍କର ସବୁ ଉଦ୍ୟମ । ନିଜର ଦୁଇଟି ମୂଲ୍ୟବାନ ଅଙ୍ଗ ନଷ୍ଟ ହୋଇଯିବା ପରେ ମାନସିକ ସ୍ତରରେ ଭାଙ୍ଗି ପଡିଛନ୍ତି ଉପେନ୍ଦ୍ର। କେମିତି ଚଳାଇବେ ନିଜ ପିଲା-ଛୁଆର ସଂସାର, ତାକୁ ନେଇ ଏବେ ଚିନ୍ତାରେ। ଆଉ କିଛି…

ନୂଆବର୍ଷକୁ ନୂଆ ତରିକାରେ ନାତୁଣୀ ଆରାଧ୍ୟାଙ୍କ ସହ ସ୍ୱାଗତ କରିବାକୁ ଯାଉଛନ୍ତି ଅମିତାଭ୍‌, କରିଛନ୍ତି ଏମିତି କିଛି…

ଆଜି ହେଉଛି ଚଳିତ ବର୍ଷର ଶେଷ ଦିନ। ଏନେଇ ପ୍ରତ୍ୟେକ ବ୍ୟକ୍ତି ସେଲିବ୍ରେସନ୍‌ କରିବା ପାଇଁ ବିଭିନ୍ନ ପ୍ରକାର ଆୟୋଜନ କରିଛନ୍ତି। କିନ୍ତୁ ଅମିତାଭ ବଚ୍ଚନଙ୍କ କହିବାନୁଯାୟୀ, ଏହା କେବଳ ଆଉ ଏକ ଦିନ, ଆଉ ଏକ ବର୍ଷ। ଏହାକୁ ନେଇ କୌଣସି ବଡ କଥା ନାହିଁ। ଏସବୁ ମଧ୍ୟରେ ଅମିତାଭ ବଚ୍ଚନ ପୁଅ ଅଭିଷେକ…

ଆଜି ଠାରୁ ଆରମ୍ଭ ପୌଷ ମାସ, ଜାଣନ୍ତୁ ଏହି ମାସରେ କାହିଁକି ଖାସ୍‌ ହୋଇଥାଏ ସୂର୍ଯ୍ୟଙ୍କ ଉପାସନା

ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ୧୦ମ ମାସକୁ ପୌଷ ମାସ କୁହାଯାଇଥାଏ। ଏହି ମାସରେ ହେମନ୍ତ ଋତୁର ପ୍ରଭାବ ପଡିବା ସହ ଅତ୍ୟନ୍ତ ଥଣ୍ଡା ଅନୁଭବ ହୋଇଥାଏ। ଏହି ମାସରେ ସୂର୍ଯ୍ୟ ବିଶେଷ ପ୍ରଭାବରେ ରହିଥାନ୍ତି। ଏହି ମାସରେ ମୁଖ୍ୟତଃ ସୂର୍ଯ୍ୟଦେବଙ୍କ ଉପାସନା ଫଳଦାୟୀ ହୋଇଥାଏ। ମାନ୍ୟତା ରହିଛି ଏହି…

ନୂଆ ବର୍ଷରୁ ବଦଳିଯିବ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରିବାର ଏହିସବୁ ନିୟମ, ଜାଣନ୍ତୁ କ’ଣ

ମାର୍କେଟ ରେଗୁଲେଟର ସେବି ନୂତନ ବର୍ଷରେ ମ୍ୟୁଚୁଆଲ ଫଣ୍ଡର ନିୟମ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ମ୍ୟୁଚୁଆଲ ଫଣ୍ଡକୁ ନିବେଶକମାନଙ୍କ ପାଇଁ ଅଧିକ ପାରଦର୍ଶୀ ଏବଂ ସୁରକ୍ଷିତ କରିବା ପାଇଁ ନିୟମରେ ପରିବର୍ତ୍ତନ କରାଯାଉଛି। ଏସବୁ ମଧ୍ୟରୁ କିଛି ନିୟମ ୧ ଜାନୁଆରୀରୁ ଏବଂ ଅନ୍ୟ କିଛି ନିୟମ ପରେ…

ପେଟ ଭାରି ଲାଗିବା ସମସ୍ୟାକୁ ନେଇ ଆପଣ ଚିନ୍ତିତ କି? ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର

ଆଜିକାଲି ସାଧାରଣତଃ ଅନେକ ପ୍ରକାର ରୋଗ ହେଉଥିବାର ଦେଖିବାକୁ ମିଳୁଛି। କେବେ କେବେ ବହୁତ ଜୋରରେ ଜ୍ୱର ତ କେବେ ଡାଇବେଟିଜ୍‌ ଭଳି ଅନ୍ୟ ସମସ୍ୟା। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି ଏହି ସବୁ ରୋଗର ଆରମ୍ଭ ଆମ ପେଟରୁ ହିଁ ହୋଇଥାଏ। କାରଣ କୁହାଯାଇଥାଏ ଯଦି ପେଟ ସଫା ରହିନଥାଏ ତେବେ ଆପଣ…

ସର୍ବଦା ମାତା ଲକ୍ଷ୍ମୀଙ୍କ କୃପା ପାଇବାକୁ ଚାହୁଁଛନ୍ତି କି ? ତେବେ ପ୍ରତିଦିନ ସଂଧ୍ୟାରେ ନିଶ୍ଚୟ କରନ୍ତୁ ଏହି କାମ

ମାତା  ଲକ୍ଷ୍ମୀ ଧନ ଏବଂ ଐଶ୍ୱର୍ଯ୍ୟର ଦେବୀ। ଯାହା ଉପରେ ମା’ ଲକ୍ଷ୍ମୀଙ୍କ କୃପା ରହିଥାଏ ସେହି ବ୍ୟକ୍ତିଙ୍କ ପାଖରେ କୌଣସି ପ୍ରକାର ଅଭାବ ରହିନଥାଏ।  ମା’ ଲକ୍ଷ୍ମୀଙ୍କ କୃପା ଦ୍ୱାରା ଘରେ ଧନ-ସମ୍ପତ୍ତିର କୌଣସି ଅଭାବ ରହିନଥାଏ। ଏହି କାରଣରୁ ପ୍ରତ୍ୟେକ ବ୍ୟକ୍ତି ଦେବୀ ଲକ୍ଷ୍ମୀଙ୍କ କୃପା…

ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

ମେଷ: ମିଠା କଥା କହି ଲୋକଙ୍କ ମନ ଜିତିବେ। ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ। ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ବିଜୟୀ ହେବେ। ବୃଷ: ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ। ଖର୍ଚ୍ଚ ବଢ଼ିବ। ମିଥୁନ: ମନ ପ୍ରଫୁଲ୍ଲିତ ରହିବ।…

ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନେକା ଟିକାକୁ ବ୍ରିଟେନ୍ ରେ ଅନୁମତି, ଏହାକୁ ବ୍ରିଟିଶ୍‌ ବିଜ୍ଞାନର ବିଜୟ ବୋଲି କହିଲେ…

ବ୍ରିଟେନ୍‌ରେ ଅକ୍ସଫୋର୍ଡ ଟିକାକୁ ଅନୁମତି । ପ୍ରଥମ ଦେଶ ଭାବେ ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନେକା ଟିକାକୁ ଅନୁମତି ଦେଲା ବ୍ରିଟେନ୍‌ । ବ୍ରିଟେନ୍‌ରେ କରୋନା ଭାଇରସ୍‌ର ନୂଆ ଷ୍ଟ୍ରେନ୍‌ ବ୍ୟାପୁଥିବା ବେଳେ ଅକ୍ସଫୋର୍ଡ ଟିକାକୁ ମିଳିଲା ଅନୁମତି । ବ୍ରିଟେନ୍‌ର ମେଡିସିନ୍‌ସ୍‌ ଆଣ୍ଡ ହେଲ୍‌ଥ…

ନୂଆବର୍ଷରେ ଆପଣାନ୍ତୁ ଏହିସବୁ ନିୟମ, ଧନପ୍ରାପ୍ତି ହେବା ସହ ଦୂର ହେବ ଅନେକ ସମସ୍ୟା

ନୂଆବର୍ଷ ପାଇଁ ଆଉ ବାକି ରହିଲା ଗୋଟିଏ ଦିନ। ଏନେଇ ଲୋକମାନେ ବହୁତ ଉତ୍ସାହିତ ଅଛନ୍ତି। ସମସ୍ତଙ୍କ ମନରେ ଆଶା ରହିଛି ନୂଆବର୍ଷ ସେମାନଙ୍କ ପାଇଁ ନୂଆ ଖୁସି ନେଇଆସୁ । ଏନେଇ ଆଜି ଆମେ ଆପଣଙ୍କୁ ଧନପ୍ରାପ୍ତି ଏବଂ ମାନ-ସମ୍ମାନ ପ୍ରାପ୍ତି ପାଇଁ ବାସ୍ତୁଶାସ୍ତ୍ରର କିଛି ଉପାୟ ବିଷୟରେ କହିବୁ ।…

ସରକାରୀ ଚାକିରିରେ ନିଯୁକ୍ତି ପାଇବାକୁ ଇଛା ରଖିଥିବା ଯୁବପିଢିଙ୍କ ପାଇଁ ଖୁସି ଖବର, ନୂତନ ବର୍ଷରୁ ଅନଲାଇନ୍‌ ରେ ହେବ…

ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର। ୨୧୨୧ ବର୍ଷରେ କମନ୍‌ ଏଲିଜିବିଲିଟି ଟେଷ୍ଟ (CET) ଅନଲାଇନ୍‌ ଆୟୋଜିତ ହେବ। କେନ୍ଦ୍ରୀୟ ମନ୍ତ୍ରୀ ଜିତେନ୍ଦ୍ର ସିଂହ ଏହି ସମ୍ପର୍କରେ ସୂଚନା ପ୍ରକାଶ କରିଛନ୍ତି। ଏନେଇ ଆସନ୍ତା ବର୍ଷ ଠାରୁ ସିଇଟି ପରୀକ୍ଷା ଅନଲାଇନ୍‌…

ଜାଣନ୍ତୁ ମହାଭାରତ ଯୁଦ୍ଧରେ କୌରବଙ୍କ ପକ୍ଷରୁ ଲଢିଥିବା ନାରାୟଣୀ ସେନା ବିଷୟରେ କିଛି ରୋଚକ ତଥ୍ୟ

ମହାଭାରତ ଯୁଦ୍ଧରେ ଶ୍ରୀକୃଷ୍ଣଙ୍କ ନାରାୟଣୀ ସେନା କୌରବଙ୍କ ପକ୍ଷରୁ ଯୁଦ୍ଧ କରିଥିଲେ। ବାସ୍ତବରେ ଉଲ୍ଲେଖ ଅନୁଯାୟୀ ଯୁଦ୍ଧ ପୂର୍ବରୁ ଦୁର୍ଯୋଧନ ମଧ୍ୟ ଶ୍ରୀକୃଷ୍ଣଙ୍କ ସହ ଯୁଦ୍ଧରେ ଲଢିବା ପାଇଁ ନିଜ ପକ୍ଷରୁ ପ୍ରସ୍ତାବ ନେଇ ଦ୍ୱାରିକା ଯାଇଥିଲେ। ଏହାର କିଛି ସମୟ ପରେ ଅର୍ଜୁନ ମଧ୍ୟ ସେଠାରେ…