Odisha News

ଶୀତ ଦିନେ ଆସ୍ଥମା ରୋଗୀମାନେ ସର୍ତକ ରହିବା ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶୀତ ଋତୁ ଶରୀର ପାଇଁ ଯେତିକି ଭଲ ଆସ୍ଥମା ରୋଗୀମାନଙ୍କ ପାଇଁ ସେତିକି କଷ୍ଟକର ହୋଇଥାଏ। ଏହି ସମୟରେ ଥଣ୍ଡା, କାଶ ଏବଂ ଆଣ୍ଠୁ-ଗଣ୍ଠିରେ ଯନ୍ତ୍ରଣା ହେବା ସହ ଶ୍ୱାସକ୍ରିୟାରେ ସମସ୍ୟା ଦେଖାଯାଇଥାଏ। ଏହି କାରଣରୁ ଶୀତ ଦିନେ ଆସ୍ଥମା ରୋଗୀମାନେ ସତର୍କ ଏବଂ ସାବଧାନ ରହବିା ନିହାତି ଆବଶ୍ୟକ।…

ବିବାହ ସମୟରେ ଘଟିଲା ଏମିତି ଘଟଣା, ସ୍ତବ୍ଧ ହୋଇଗଲା ପରିବେଶ

ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନର ଖାସ୍‌ ଦିନ ହୋଇଥାଏ ବିବାହ। ଏହି ଦିନ କେବଳ ୨ଜଣ ଲୋକ ନୁହଁନ୍ତି ବରଂ ପରିବାରର ସମସ୍ତ ସଦସ୍ୟ ପରସ୍ପରଙ୍କ ସହ ସାକ୍ଷାତ ହେବା ସହ ଚାରିଆଡେ ଗୀତ, ନାଚ ଏବଂ ମହକ ଖେଳିଯାଇଥାଏ। ସୂଚନା ମୁତାବକ ଫିଲିପିନ୍ସର ଏକ ବିବାହରେ ଏକ ଭିନ୍ନ ପରିବେଶ ଦେଖିବାକୁ ମିଳିଛି।…

ଜାଣନ୍ତୁ ପ୍ରଥମେ କେମିତି ହୋଇଥିଲା ସୃଷ୍ଟିର ନିର୍ମାଣ, କାହିଁକି ପୃଥିବୀର ନାଁ ମେଦିନୀ

ଆପଣମାନଙ୍କ ମନରେ ଏହି ପ୍ରଶ୍ନ ନିଶ୍ଚିତ ସୃଷ୍ଟି ହେଉଥିବ ଯେ ବ୍ରହ୍ମାଣ୍ଡର ସୃଷ୍ଟି କିପରି ହେଲା ଏବଂ ସଂସାରର ଉତ୍ପତି କପରି ହେଲା। ତେବେ ଆଜି ଆମେ ଆପଣଙ୍କ ମନରେ ସୃଷ୍ଟି ହେଉଥିବା ଏହି ପ୍ରଶ୍ନ ବିଷୟରେ କିଛି ତଥ୍ୟ ପ୍ରକାଶ କରିବୁ। ଜାଣନ୍ତୁ ସଂସାରର ସୃଷ୍ଟି କିପରି ହେଲା ଏବଂ କିଏ ରଚନା…

ବାସ୍ତୁ ଅନୁଯାୟୀ ଏହି ଉପାୟରେ ଘରେ ଲଗାନ୍ତୁ ଦର୍ପଣ, ହେବ ଧନର ବର୍ଷା

ବିବାହରେ ଯିବା କିମ୍ବା ଘରୁ ବାହାରକୁ ଯିବା ସମୟରେ ନିଶ୍ଚିନ୍ତ ଦର୍ପଣର ଆବଶ୍ୟକତା ପଡିଥାଏ। ବିନା ଦର୍ପଣରେ ବାହାରକୁ ବାହାରିବା ଅସମ୍ଭବ ହୋଇପଡେ। ଦର୍ପଣ କେବଳ ଆମକୁ ଆମର ତ୍ୱଚା ଦେଖିବାରେ ସାହାଂଯ୍ୟ କରିନଥାଲ ବରଂ ଭାଗ୍ୟର ଖୋଲିବାରେ ମଧ୍ୟ ସାହାଯ୍ୟ କରିଥାଏ। ଯେପରି ଦର୍ପଣ ଆମପାଇଁ ଆବଶ୍ୟକ…

ବିଚିତ୍ର ଲାଗୁଥିଲେ ବି ସତ୍ୟ, ଏହି ମନ୍ଦିରରେ ଦର୍ଶନ କରିବା ପୂର୍ବରୁ ସଜେଇ ହୁଅନ୍ତି ପୁରୁଷ

ଖାସ୍‌ କରି ଅନେକ ମନ୍ଦିରରେ ମହିଳା ଏବଂ ୧୧ ବର୍ଷ ଉପରକୁ ଝିଅମାନଙ୍କ ପ୍ରବେଶ ମନା କରାଯାଇଥାଏ। କିନ୍ତୁ କଣ ଆପଣ ଜାଣିଛନ୍ତି କି ଆମ ଦେଶର କେରଳରେ ଏଭଳି ଏକ ମନ୍ଦିର ରହିଛି, ଯେଉଁ ମନ୍ଦିରରେ ପୁରୁଷମାନଙ୍କୁ ମହିଳାଙ୍କ ବେଶରେ ପ୍ରବେଶ କରିବା ପାଇଁ ଅନୁମତି ରହିଛି। ଅନ୍ୟଥା ମନ୍ଦିରରେ ପ୍ରବେଶ…

ଜାଣନ୍ତୁ ଲଙ୍କାପୁରୀ ଧ୍ୱଂସ ହେବାର ରହସ୍ୟ

ଆପଣମାନେ ଜାଣିଥିବେ ଲଙ୍କାରେ ନିଆଁ ପ୍ରଭୁ ବଜରଙ୍ଗବଲୀ ଲଗାଇଥିଲେ। କିନ୍ତୁ କଣ ଆପଣ ଜାଣିଛନ୍ତି କି ଏହି ଘଟଣା ମାତା ପାର୍ବତୀଙ୍କ ଅଭିଶାପ କାରଣରୁ ହୋଇଥିଲା। ତେବେ ଜାଣନ୍ତୁ ଏପରି କଣ ହୋଇଥିଲା ଯେ ମା’ ପାର୍ବତୀ ଲଙ୍କା ଜଳିବାର ଅଭିଶାପ କାହିଁକି ଏବଂ କିପରି ଦେଇଥିଲେ। ଉଲ୍ଲେଖ ରହିଛି…

ଓଜନ ସହ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ କଦଳୀ ଚା’, ଜାଣନ୍ତୁ କିପରି କରିବେ ପ୍ରସ୍ତୁତ

ଆପଣମାନେ ତ ନିଶ୍ଚିନ୍ତ କଦଳୀ ଖାଥିବେ କିନ୍ତୁ କଣ କେବେ କଦଳୀରେ ପ୍ରସ୍ତୁତ ଚା’ ପିଇଛନ୍ତି? ଆଣ୍ଟି ଅକ୍ସିଡେଣ୍ଟ, ଭିଟାମିନ, ପୋଟାସିୟମ, ଲ୍ୟୁଟିନ, ମ୍ୟାଗ୍ନେସିୟମ ଏବଂ ଫାଇବରରେ ଭରପୁର କଦଳୀ ଚା’ କେବଳ ଓଜନ କମାଇନଥାଏ ବରଂ ଏହାଦ୍ୱାରା ହୃଦ ରୋଗ ସମ୍ବନ୍ଧିୟ ସମସ୍ୟା ମଧ୍ୟ କମ ହୋଇଥାଏ। ଏହି…

ଜାଣନ୍ତୁ କେମିତି କଟିବ ଆଜିର ଦିନ

ମେଷ : ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ବିଦେଶରୁ ଶୁଭ ଖବର ଶୁଣିପାରନ୍ତି। ତରବରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ବୃଷ : କଥା ଉପରେ ନିୟନ୍ତ୍ରଣ ରଖନ୍ତୁ । ଦିନଟି ଏତେ ଭଲରେ କଟିବ ନାହିଁ। ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ। ମିଥୁନ :…

ଆସନ୍ତା ୨୪ରେ ସ୍ଥାନ ପରିବର୍ତ୍ତନ କରିବେ ଶନି, ଜାଣନ୍ତୁ ୧୨ଟି ରାଶି ଉପରେ କଣ ପଡିବ ପ୍ରଭାବ

ମାଘ ମାସର ମଉନୀ ଅମବାସ୍ୟା ଦିନ ସକାଳ ୯.୧୫ରେ ଶନିଙ୍କର ରାଶି ପରିବର୍ତ୍ତନ ହେବାକୁ ଯାଉଛି। ୨୯ ବର୍ଷ ପରେ ଶନି ଦେବ ମକର ରାଶିରେ ପ୍ରବେଶ କରିବେ। ତେବେ ଜାଣନ୍ତୁ ରାଶି ପରିବର୍ତ୍ତନରେ କି ପ୍ରଭାବ ପଡିବ। ଶନି ମକର ରାଶିର ସ୍ୱାମୀ। ଅର୍ଥାତ ଶନି ନିଜ ଘରକୁ ଫେରିବେ ଏବଂ ଏହି ରାଶିରେ ଶନି ଦେଢ…

ଚା’ ସହ ମଜା ନେବା ପାଇଁ ଘରେ ପ୍ରସ୍ତୁତ କରନ୍ତୁ ଚିଜ୍‌ ବିସ୍କୁଟ୍‌

ଅଧିକାଂଶ ଲୋକମାନେ ଚା ପିଇବା ସମୟ ବିସ୍କୁଟ ଖାଇବା ପାଇଁ ପସନ୍ଦ କରିଥାନ୍ତି। କିନ୍ତୁ ଲୋକମାନେ ବଜାରରେ ମିଳୁଥିବା ବିସ୍କୁଟ ହିଁ ଖାଇଥାନ୍ତି ଯାହା ସ୍ୱାସ୍ଥ୍ୟ ପାଇଁ ହିତକର ହୋଇନଥାଏ। କିନ୍ତୁ ଆପଣ ଚାହିଁଲେ ଘରେ ଟେଷ୍ଟି ଏବଂ ଚିଜ୍‌ ବିସ୍କୁଟ ତିଆରି କରିପାରିବେ। ତେବେ ଜାଣନ୍ତୁ ଘରେ କିପରି…

ଇଏ ହେଉଛନ୍ତି ଦୁନିଆର ସବୁଠାରୁ ଧନୀ ପରିବାର, ଜାଣନ୍ତୁ ଏମାନଙ୍କ ପାଖରେ କେତେ ରହିଛି ଧନ-ସମ୍ପତ୍ତି

ଆପଣମାନେ ତ ବିଶ୍ୱର ସବୁଠାରୁ ଧନୀ ଲୋକଙ୍କ ବିଷୟରେ ଶୁଣିଥିବେ କିନ୍ତୁ କଣ କେବେ ଆପଣ ଧନୀ ପରିବାର ବିଷୟରେ ଶୁଣିଛନ୍ତି କି? ଏପରି ପରିବାର ଯାହାଙ୍କ ପାଖରେ ଅରବ ଡଲାର ଅର୍ଥାତ ଶତ କୋଟିର ସମ୍ପତ୍ତି ରହିଛି। ଆଜି ଆମେ ଆପଣଙ୍କୁ ଏପରି ୫ଟି ପରିବାରଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏ ବିଶ୍ୱରେ…

ଶୟନ କକ୍ଷରେ ଭୁଲରେ ବି କରନ୍ତୁ ନାହିଁ ଏହି କାମ ନଚେତ୍‌ ହୋଇପାରନ୍ତି ରୋଗର ଶିକାର

ବ୍ୟସ୍ତ ବହୁଳ ଜୀବନ କାରଣରୁ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ବର୍ତ୍ତମାନ ଚିନ୍ତା କିମ୍ବା ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାରେ ଦେଖାଯାଇଥାଏ। ସମସ୍ୟା ହେଉଛି କୌଣସି ବ୍ୟକ୍ତିଙ୍କ ପାଖରେ ଏତିକି ବି ସମୟ ନାହିଁ ଯେ ସେମାନେ ରୋଗର ଚିକିତ୍ସା କରିପାରିବେ। ଏଥିରେ ଆଜି ଆମେ ଆପଣଙ୍କୁ ଏପରି କିଛି…