ବୋଲେରୋ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ
ପୁରୀ : ହୋଲିରେ ଅଘଟଣ । ନୂଆ ମାରାଇନ୍ ଡ୍ରାଇଭ୍ ରାସ୍ତା ଓଁକାରେଶ୍ୱର ମନ୍ଦିର ଛକ ନିକଟରେ ବାଇକ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଉଛନ୍ତି ପୁରୀ ସଦର ଅନ୍ତର୍ଗତ ଖଣ୍ଡିଆବନ୍ଧର ୨୩ ବର୍ଷୀୟ ପିଙ୍କୁ ପ୍ରଧାନ। ଗୁରୁତର ଆହତ ୨୪ ବର୍ଷୀୟ…