ମୁକୁଳା ଡ୍ରେନରେ ପଡି ଚାଲିଗଲା ଜଣେ ବ୍ୟକ୍ତିଙ୍କ ଜୀବନ
କଟକ: କଟକରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ମୁକୁଳା ଡ୍ରେନରେ ପଡି ଜଣେ ବ୍ୟକ୍ତିଙ୍କର ଜୀବନ ଯାଇଛି । କଟକ ମାଲଗୋଦାମ ଗୁଡସେଡ ରୋଡ କଡ ନାଳରୁ ଯୁବକଂକ ମୃତଦେହ ଉଦ୍ଧାର ହୋଇଛି ।
ତେବେ ମୃତ ଯୁବକଂକ ପରିଚୟ ଜଣାପଡିନି। କିଭଳି ଓ କେଉଁ ପରିସ୍ଥିତିରେ ତାଂକର ମୃତ୍ୟୁ ହେଲା ସେନେଇ କାରଣ…