କେନ୍ଦ୍ରାପଡା : ଆଳିରେ ଶିଆଳ ଆତଙ୍କ, ୨ଦିନରେ ୩୦ ଜଣଙ୍କୁ କାମୁଡିଲାଣି

ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳିରେ ଶିଆଳ ଆତଙ୍କ । ୨ଦିନରେ ୩୦ଜଣଙ୍କୁ କାମୁଡିଲାଣି ଶିଆଳ । ଲୋକେ ଘରୁ ବାହରିବାକୁ ଭୟ କରୁଛନ୍ତି । ଘରୁ ବାହାରିଲେ ଠେଙ୍ଗାବାଡି ଧରି ବାହାରୁଛନ୍ତି । ନିଆଳ,ଗୌଡପାଟଣା,ଶାସନ,ଶାଳିଅଞ୍ଚ, ଗୋପାଳଜୀଉ ପାଟଣା ସମେତ ଆଖଣ୍ଡଳମଣି ଯାତ୍ରା କରୁଥିବା ବୋଲବମ ଭକ୍ତଙ୍କ…

ଆଜି ଶ୍ରୀମନ୍ଦିରରେ ପବିତ୍ର ଚିତାଲାଗି ଅମାବାସ୍ୟା, ସାଧାରଣ ଦର୍ଶନ ପ୍ରାୟ ୪ ଘଣ୍ଟା ଧରି ବନ୍ଦ ରହିବ

ଆଜି ଶ୍ରୀମନ୍ଦିରରେ ପବିତ୍ର ଚିତାଲାଗି ଅମାବାସ୍ୟା। ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ମଧ୍ୟରେ ଶ୍ରୀବିଗ୍ରହ ମାନଙ୍କ ଚିତାଲାଗି ଅନୁଷ୍ଠିତ ହେବ। ସ୍ନାନପୂର୍ଣ୍ଣମୀରେ ଅତ୍ୟଧିକ ସ୍ନାନ ହେତୁ ମହାପ୍ରଭୁ ଅଣସର ପିଣ୍ଡିରେ ଜ୍ୱରରେ ପୀଡିତ ହୋଇପଡିଥିବାବେଳେ ସୁବର୍ଣ୍ଣ ଖଚିତ ଚିତାକୁ ଲାଗି…

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଭୁଜାଲି ମାଡ

ବାରିପଦା-ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଭୁଜାଲି ମାଡ ହୋଇଛି। ଘଟଣା ଖୁଣ୍ଟା ଥାନା ଅନ୍ତର୍ଗତ ଡୁକୁରା ଛକରେ ଘଟିଛି। ସୂଚନା ଅନୁଯାୟୀ, ବଡସାହି ଥାନା ଅନ୍ତର୍ଗତ ଖାନୁଆ ଗ୍ରାମର ଦୋଳଗୋବିନ୍ଦ ବେହେରାଙ୍କୁ ରବିବାର ସନ୍ଧ୍ୟା ସମୟରେ ଖୁଣ୍ଟା ଥାନା ଅନ୍ତର୍ଗତ ଡୁକୁରା ଛକ ଠାରେ…

ନକଲି ଡାକ୍ତର ଗିରଫ, ମିଛ କହି ଔଷଧ ଦୋକାନରେ ଚିକିତ୍ସା କରୁଥିଲେ

ବ୍ରହ୍ମପୁର : ଗଞ୍ଜାମଜିଲ୍ଲା ଦିଗପହଣ୍ଡି ଥାନା ଡ଼େଙ୍ଗାଉସ୍ତା ନିକଟସ୍ଥ ସିଙ୍ଗପୁର ରୋଡ଼ରେ ଥିବା ଏକ ଔଷଧ ଦୋକାନ ରୁ ଜଣେ ନକଲି ଡାକ୍ତରଙ୍କୁ ଗିରଫ କରିଛି ପୋଲିସ  l  ଏକ ଔଷଧ ଦୋକାନକୁ ନକଲି ଡାକ୍ତର ଜଣକ ଦୀର୍ଘ ଦିନ ହେଲା ସପ୍ତାହକୁ ଦୁଇ / ଚାରି ଦିନ ଆସି ରୋଗୀ ଚିକିତ୍ସା କରିଆସୁଥିଲେ l…

ଆଜି ଶ୍ରାବଣ ମାସର ଦ୍ୱିତୀୟ ସୋମବାର, ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ଆଜି ଶ୍ରାବଣ ମାସର ଦ୍ୱିତୀୟ ସୋମବାର । ବୋଲ ବମ୍‌ ହର୍‌ ହର୍‌ ବମ୍‌ରେ କମ୍ପୁଛି ଶୈବ ପୀଠ। ଦେବେ ଦେବ ମହାଦେବଙ୍କୁ ଜଳଲାଗି ପାଇଁ ରାଜ୍ୟର ବିଭିନ୍ନ ଶୈବପୀଠରେ କାଉଡିଆଙ୍କ ଭିଡ଼। ଲମ୍ବା ଧାଡିରେ ଆସି ବାବାଙ୍କୁ ଜଳଲାଗି କରୁଛନ୍ତି ଶ୍ରଦ୍ଧାଳୁ। ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ…

ଦେଶରେ ସ୍ଥିର କିନ୍ତୁ ଓଡ଼ିଶାରେ କମିଲା ତେଲ ଦର, ନଜର ପକାନ୍ତୁ ଆଜି କେତେ ଅଛି ରେଟ୍

କେନ୍ୟୁଜ୍ (ବ୍ୟୁରୋ): ଗାଡ଼ିରେ ତେଲ ପକାଇବା ପୂର୍ବରୁ ଜାଣିନିଅନ୍ତୁ ଆଜି କେତେ ରହିଛି ତେଲ ଦର। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ଅଳ୍ପ କମି ୧୦୩ ଟଙ୍କା ୧୯ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୪ ଟଙ୍କା ୭୯ ପଇସା ରହିଛି। ସେହିପରି ଦେଶର ପ୍ରମୁଖ ସହରରେ ବି ପେଟ୍ରୋଲ ଓ…

ଆଜି ସୁନା ଦରରେ ହୋଇଛି ବିଶେଷ ପରିବର୍ତ୍ତନ

କେନ୍ୟୁଜ୍(ବ୍ୟୁରୋ):  ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ କେତେ ରହିଛି ଆଜିର ଦର। ଆଜି ସୁନା ଦରରେ ହୋଇଛି ବିଶେଷ ପରିବର୍ତ୍ତନ। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୪,୩୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୫୯,୩୪୦…

୧୯ ତାରିଖ ବେଳକୁ ଆଉ ଏକ ଲଘୁଚାପ, ୪ ଦିନ ଯାଏ ପ୍ରବଳ ବର୍ଷିବ

ଲଘୁଚାପ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା। ଏଥିସହ ମୌସୁମୀ ସକ୍ରିୟ ରହିଛି । ୪ ଦିନ ଯାଏ ପ୍ରବଳ ବର୍ଷିବ। ପୁଣି ୧୯ ତାରିଖ ବେଳକୁ ଆଉ ଏକ ଲଘୁଚାପର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ୨୦ରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ୧୮ ତାରିଖ…

ଜାଣନ୍ତୁ ଆଜି କ’ଣ କହୁଛି ଆପଣଙ୍କ ଭାଗ୍ୟଫଳ

ମେଷ: ଆଜି ଆପଣ ସକାରାତ୍ମକ ପରିଣାମ ପାଇବେ। କାର୍ଯ୍ୟକ୍ଷେତ୍ରରେ କାହା ଉପରେ ଅଧିକ ଭରସା କରନ୍ତୁ ନାହିଁ। ବ୍ୟକ୍ତିଗତ ପ୍ରଦର୍ଶନ ଭଲ ରହିବ। ବୃଷ: ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ରହିବେ। କଳା ଏବଂ ସଙ୍ଗୀତ ପ୍ରତି ରୁଚି ବଢ଼ିପାରେ। ଶୈକ୍ଷିକ କାର୍ଯ୍ୟରେ ସୁଖଦ ପରିଣାମ ମିଳିବ। ମିଥୁନ: ମନ…

ଘରକୁ ଫେରୁଥିବା ବେଳେ ମା’କୁ ଦଳିଦେଲା ହାତୀ, ପୁଅ ଅଳ୍ପକେ ରକ୍ଷା ପାଇଲେ

ଉମରକୋଟ :  ହାତୀ ଆକ୍ରମଣରେ ଆଜି ଜଣଙ୍କର ମୃତ୍ୟୁ ହୋଇଛି । ଏହି ଅଘଟଣ ଘଟିଛି ଝରିଗାଁ ବ୍ଲକ ଜଗିପଦର ଗାଁରେ । ଏକ ଏକଉସିଆ କାର୍ଯ୍ୟ ସାରି ଥାଟବେଡ଼ା ଗାଁର ମା’- ପୁଅ ଘରକୁ ଫେରୁଥିବା ସମୟରେ ଦନ୍ତା ହାତୀ ଆକ୍ରମଣ କରିଥିଲା । ହାତୀ ଆକ୍ରମଣରେ ଆସମତି ଭତ୍ରା ନାମକ ଜଣେ ୭୦ ବର୍ଷୀୟ ବୃଦ୍ଧା…

କେତେକସ୍ୱର ଘାଟରେ ଅଘଟଣ, ପାଣି ଉଠାଉଥିବା ବେଳେ କାଉଡ଼ିଆ ନିଖୋଜ

ଜଗତସିଂହପୁର ଜିଲ୍ଲା ଆଳିପିଙ୍ଗଳ ସ୍ଥିତ ଦେବୀ ନଦୀର କେତେକସ୍ୱର ଘାଟରେ ଘଟିଛି ଅଘଟଣ । କାଉଡ଼ିଆ ପାଣି ଉଠାଉଥିବା ବେଳେ ଘଟିଛି ଅଘଟଣ । ପାଞ୍ଚଜଣ ପାଣି ଉଠାଇବା ପାଇଁ ବୁଡ଼ ମାରିଲା ବେଳେ ବୁଡି ଯାଇଥିଲେ । ସ୍ଥାନୀୟ ଯୁବକମାନଙ୍କ ଦ୍ଵାରା ୪ ଜଣ ଉଦ୍ଧାର ହୋଇ ଥିବା ବେଳେ ଜଣେ ନିଖୋଜ ହୋଇ…

ଆସନ୍ତାକାଲି ବେଙ୍ଗାଲୁରୁରେ ବିରୋଧୀଙ୍କ ଦ୍ୱିତୀୟ ବୈଠକ, ଯୋଗ ଦେବେ ୨୪ ରାଜନୈତିକ ଦଳ

କାଲି ବେଙ୍ଗାଲୁରୁରେ ବିରୋଧୀଙ୍କ ଦ୍ୱିତୀୟ ବୈଠକ। ଦୁଇ ଦିନ ଧରି ଚାଲିବ ଏହି ବୈଠକ। ୨୪ ରାଜନୈତିକ ଦଳ ଯୋଗ ଦେବେ । ବିଜେପି ବିରୋଧରେ ରଣହୁଂକାର ଦେବେ ବିରୋଧୀ। ଗତମାସ ୨୩ ତାରିଖରେ ପ୍ରଥମ ବୈଠକ ବିହାର ପାଟନାରେ ହୋଇଥିଲା। ନିଜ ନିଜର ସ୍ୱାର୍ଥରୁ ଦୂରରେ ରହି ମିଳିତ ମୋର୍ଚ୍ଚା ପାଇଁ ବିରୋଧୀ…